ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : ଖବରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଞ୍ଚଳରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକି ଥିଲେ l ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ…

ସଡ଼କ ଦୃଘଟଣା ରେ ମୋଟରସାଇକେଲ ଆରୋହୀ ମୃତ

ଭୁବନେଶ୍ୱର : ଏକ ସଡ଼କ ଦୃଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପାଞ୍ଚ ନମ୍ବର ଜାତୀୟ ରାଜପଥରେଏହି ସଡ଼କ ଦୃଘଟଣା ଘଟିଛି l ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ…

ପୁରୀ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲର ସଫଳତା

ପୁରୀ : ପୁରୀର ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ର, ଛାତ୍ରୀ ମାନେ ସ୍ଥାପିତ କରିଛନ୍ତି ସଫଳତାର ନୂଆ କୀର୍ତି ସ୍ତମ୍ଭ। କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସସି) ଦ୍ଵାରା ପରିଚାଳିତ ଆଇସିଏସଇ (ଦଶମ ଶ୍ରେଣୀ) ଓ ଆଇଏସସି…

ଶ୍ରୀ ପତିତପାବନଙ୍କ ଦିବ୍ୟ ଆରତୀ ଦର୍ଶନ

ମାଟ୍ରିକ ପରୀକ୍ଷା ଫଳ ଚଳିତ ମାସ ଶେଷ ସୁଦ୍ଧା

ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । କିନ୍ତୁ ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ମାଟ୍ରିକ୍ ଫଳ ପ୍ରକାଶନରେ ଏଥର କିଛି ନୂତନ ପଦକ୍ଷେପ…

ଚଳିତବର୍ଷ ରଥ ଖଳା ପାଇଁ ଜାଗାର ଅଭାବ

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ବଡଦାଣ୍ଡର ଗୋଟିଏ ପାଶ୍ୱର୍ରେ ପ୍ରସ୍ତୁତ ଚାଲିଛି ରଥଖଳା । ଅନ୍ୟପଟରେ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଅସ୍ଥାୟୀ ଏସି ସେଡ୍ । ଆଉ ସଂକୀର୍ଣ୍ଣ ମଝି ରାସ୍ତାରେ ଚାଲିଚାଲି ଯିବେ ଶ୍ରଦ୍ଧାଳୁ । ଏହାସହିତ ଯାନବାହନ…

ବିଜେପି ପାଇଁ ପ୍ରଚାରରେ ଓଡିଶା ଆସିବେ ଡ୍ରିମ ଗାର୍ଲ ହେମା ମାଳିନୀ ଓ ଅନେକ ହେଭିୱେଟ

ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ହେମା ମାଳିନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ ସାମିଲ ହେଲେ ହେମାମାଳିନୀ । ପ୍ରକାଶଥାଉ କି ବଲିଉଡ ଷ୍ଟାର ଡ୍ରିମଗାର୍ଲ ହେମା ଏବେ ମଥୁରାରୁ ସାଂସଦ ଅଛନ୍ତି । ତାଲିକାରେ ସାମିଲ…

ରାଜ୍ୟର ୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଅପରାଧିକ ମାମଲା, ଜଣଙ୍କ ଜମାରାଶି ୧୦୦୦ ଟଙ୍କା

ରାଜ୍ୟରେ ଆସନ୍ତା ୧୩ ତାରିଖରେ ହେବାକୁ ଯାଉଛି ଲୋକସଭା ଓ ବିଧାନସଭା ନିର୍ବାଚନ। ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ସଂଗୀନ ଅପରାଧିକ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି…

କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅବତରଣ କରିନପାରି ଫେରିଲା ଝାରସୁଗୁଡା

ଭୁବନେଶ୍ୱର : ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଶେଷରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ଖଡିଆଳ…

୫ବର୍ଷରେ ଓଡିଶାକୁ ୧ନଂ ରେ ପହଞ୍ଚାଇବୁ – ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଠାରେ କହିଛନ୍ତି ଯେ ୪ ଜୁନ ବିଜେଡି ସରକାରର ଶେଷ ଦିବସ ଯେଉଁଦିନ କି ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାଷଣ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଆରମ୍ଭ…

error: Content is protected !!