ଅଟୋ ଓଲଟି ଜଣେ ଗୁରୁତର ଜଣେ ଆହତ

ପାଟଣା(ଦଶରଥ ବାରିକ): ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ସୂଚନା ଅନୁସାରେ ଭାଲୁକିପତଳା ଗ୍ରାମର ଅର୍ଜ୍ଜୁନ ଚରଣ ନାଏକ ଓ ଦରିଆ ନାଏକ ଏକ ଅଟୋ ଯୋଗେ ଧାନନେଇ…

୨୦ ତମ ପାତାଳୀ ମହୋତ୍ସବର ଉଦଯାପନୀ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଠାରେ ଚାଲିଥିବା ୨୦ ତମ ପାତାଳୀ ମହୋତ୍ସବରେ ବିଜୟ ମେଣ୍ଡଲି ଓ କେଦାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାତାଳୀ ସେନା, ଚାଷୀ ବଂନ୍ଧୁ ଏଗ୍ରିକଲଚର ପ୍ରଡୁଶର…

ପାତାଳି ଶ୍ରୀକ୍ଷେତ୍ର ଠାରେ ଚାଲିଥିବା ୨୦ତମ “ପାତାଳୀ ମହୋତ୍ସବ-୨୦୨୫” ଉଦଯାପିତ 

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ସାତ ଦିନ ଧରି ଚାଲିଥିବା…

ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ସ୍ଥିତ ଧରଣୀଧର ନଗର ଭବନ ଠାରେ ଚମ୍ପୁଆ ବନାଞ୍ଚଳ ପକ୍ଷରୁ ନିଆଁ ଦାଉରୁ କିପରି ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍ ସିଟିରେ କଡ଼ାକଡ଼ି ହେବ ଚେକିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଗାଡ଼ି ଗୁଡ଼ିକର ଚେକିଂ ହେବ । ବିକଟାଳ ହର୍ଣ୍ଣ, କଳା କାଚ ଆଦି ନଲଗାଇବାକୁ ତାଗିଦ କରାଯାଇଛି ସୂଚନା ଯୋଗ୍ୟ ଯେ l ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ…

ମିଶନ ଶକ୍ତିର ଇସି ସଦସ୍ଯ ମହିଳାମାନେ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ରାୟଗଡା (ଗୋପୀନାଥ ଗୌଡ଼): ଆଜି ରାୟଗଡା ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ, ଵ୍ଲକ ଓ ଜିଲ୍ଲାର ମିଶନ ଶକ୍ତିର ଇସି ସହ ସଦସ୍ଯମାନେ ଘେରାଉ କଲେ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରାଜ୍ଯ ଉପମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଉପସ୍ଥାପନ…

ଗୋଲାମୁଣ୍ଡୁଳା ସ୍କୁଲରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଗୋଲାମୁଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ୧ମ, ୨ୟ ଓ ୩ୟ ଶ୍ରେଣୀରେ ଅଧ୍ୟୟନରତ ଅନେକ…

ଶ୍ରୀ ବଳଦେବସ୍ବାମୀ ହ୍ଯାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଆୟୋଜିତ ଶ୍ରୀ ବଳଦେବସ୍ବାମୀ ହ୍ଯାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିବା ବେଳେ ଏଥିରେ…

ବଲାଣି ରୁ ପାସେଞ୍ଜର ରେଳ ଚଳାଚଳ ନେଇ ସାଉଥ୍ ଇଷ୍ଟର୍ଣର “ଜି ଏମ “ଙ୍କୁ ଲିଖିତ ଅଭିଯୋଗ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ଉପଖଣ୍ଡ ବଲାଣି ଠାରେ ଆଜି ସକାଳୁ ସକାଳୁ ଚକ୍ରଧରପୁର ଡିଭିଜନର ଦକ୍ଷିଣ ପାର୍ଶ୍ଵବର୍ତ୍ତି ଥିବା ବଲାଣି ରେଳ ସାଇଡିଂ କୁ ସାଉଥ୍ ଇଷ୍ଟର୍ଣ୍ଣ ର ଜେନେରାଲ ମ୍ୟାନେଜର “ଶ୍ରୀ ଅନିଲ କୁମାର ମିଶ୍ର ”…

ବୁଗୁଡ଼ା ବିରଞ୍ଚି ନାରାୟଣ ଙ୍କ ତିଳ ସପ୍ତମୀ ରେ ରଥ ଯାତ୍ରା ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରତ୍ଯୁଷରୁ ମଙ୍ଗଳ ଆଳତି ଏବଂ ଅବକାଶ ନୀତି ପରେ ଠାକୁରଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା…

error: Content is protected !!