ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସାତଫେରା ବିନା ବିବାହ ନୁହେଁ ବୈଧ ।

ହିନ୍ଦୁ ବିବାହ ଏକ ସଂସ୍କାର, ଏହା ନୃତ୍ୟ ସଙ୍ଗୀତ କିମ୍ବା ଭୋଜିଭାତର ଅବସର ନୁହେଁ । ସାତଫେରା ନୁହେଁ ଅନ୍ୟ ଛୋଟ ଛୋଟ ରୀତି,ନୀତି ନିୟମ ମଧ୍ୟ ପାଳନ କରିବାକୁ ହେବ, ନଚେତ ଏହି ବିବାହକୁ କେବେ ବି ବୈଧ କୁହାଯାଇ…

ସୁଜାତା ପାଣ୍ଡିଆନଙ୍କ ଉପରେ ଅଙ୍କୁଶ ଲଗାଇଲେ ନିର୍ବାଚନ ଆୟୋଗ

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ । ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଏନେଇ ଫେରାଦ ହୋଇ ବିଜେପିର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ…

ହିଞ୍ଜିଳି ପରେ କଣ୍ଟାବାଞ୍ଜି ରୁ ନାମାଙ୍କନ ଭରିଲେ ନବୀନ

ଟିଟିଲାଗଡ:ପୂର୍ବରୁ ନିଜ ପାରମ୍ପରିକ ହିଞ୍ଜିଳି ଆସନରେ ନାମାଙ୍କନ ଭରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଝି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ । ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନପତ୍ର ଦାଖଲ…

ରାଜ୍ୟ ପ୍ରଶାସନ ତରଫରୁ ପ୍ରାକ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତଭୁବନେଶ୍ୱର :ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍…

ଚିଲିକା ର ଶତାଧିକ ବିଜେଡ଼ି କର୍ମୀ ବିଜେପି ରେ ମିଶିଲେ

ଭୁବନେଶ୍ୱର : ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌ ଅନ୍ତର୍ଗତ ଚ଼ଣ୍ଡେଶ୍ବର ପଞ୍ଚାୟତର ବିଜେଡ଼ି କର୍ମୀ ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ‌…

ମେ ୬ରେ ଓଡିଶା ଆସିବେ ମୋଦୀ

ଭୁବନେଶ୍ୱର : ମେ’ ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରହ୍ମପୁରରେ ବିଶାଳ ରୋଡ଼ ସୋ କରିବେ ଓ ପରେ ନବରଙ୍ଗପୁରରେସାଧାରଣ ସଭାରେ ଯୋଗ ଦେବେ। ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତ…

error: Content is protected !!
Powered by Joinchat