ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା-କରସିଙ୍ଗି ମୁଖ୍ୟ ରାସ୍ତାରେ ଆସୁଥିବା ଜନୈକା ମହିଳା କାର୍ ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ମହିଳା ଜଣକ ନିକଟସ୍ଥ ଶ୍ରୀରାମ ନଗର ନିବାସୀ କୃଷ୍ଣ ଜେନାଙ୍କ ପତ୍ନୀ ସୁଷମା ଜେନା…
Category: ରାଜ୍ୟ
କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
ଭୁବନେଶ୍ଵର (ସମୀର ରଞ୍ଜନ ନାୟକ):ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରଫଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ନାଏବ…
ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର(ସୀତାରାମ ଦୀକ୍ଷିତ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଧରଣୀଧର…
ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ
ଅନୁଗୋଳ (ଅଜିତ କୁମାର ଭୋଇ ): ବିଗତ ସମୟରେ ଅନୁଗୋଳ, ମୟୁରଭଞ୍ଜ, କେନ୍ଦୁଝର ଭଳି ଅନେକ ଜିଲ୍ଲାରେ ହାତୀ ଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଛି। ନିଧଡ଼କ ଜଙ୍ଗଲ କଟା ଏହାର ମୁଖ୍ୟ କାରଣ। ଅନେକ ଧନ ଜୀବନ ନଷ୍ଠ ହେଲାଣି। ଖଞ୍ଜା…
ନିରୁପାୟ ହୋଇ ବେସରକାରୀ ଚିକିତ୍ସାଳୟ ମୁହାଁ ହେଉଛନ୍ତି ରୋଗୀ
ଅନୁଗୋଳ (ଅଜିତ କୁମାର ଭୋଇ): ନୂତନ ସରକାର ଆସିବା ପରେ ରାଜ୍ୟ ରାଜ୍ୟ ରେ ଉନ୍ନତ ଚିକିତ୍ସା ପାଇଁ ଯୋଜନା ହେଉଥିବା ବେଳେ ସରକାରୀ ଚିକିତ୍ସାଳୟ କର୍ମଚାରୀଙ୍କ ଅତ୍ୟାଚାର ବଢିଚାଲିଛିଏଭଲି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅନେକ…
ନାରୀ ନିର୍ଯାତନା ବିରୋଧରେ ଅନୁଗୋଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ
ଅନୁଗୋଳ (ଅଜିତ କୁମାର ଭୋଇ ): ରାଜ୍ୟରେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି ଗଣଧର୍ଷଣ, ହତ୍ୟା, ଅପହରଣ, ନାବାଳିକା ମାତୃତ୍ବ ଆଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିପଳ ହୋଇଥିବା ବିଜେପିର ମୋହନ ମାଝି ସରକାରଙ୍କ ବିରୋଧରେ ଗତ କାଲି…
ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟକର କାର୍ଯ୍ୟାଳୟ ଘେରାଉ
ଅନୁଗୋଳ (ଅଜିତ କୁମାର ଭୋଇ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ ଅକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାରେ ଭାରତ ସରକାର ଚାର୍ଜସିଟ୍ ଦାଖଲ କରିଛନ୍ତି। ମାମଲାରେ କୌଣସି ସତ୍ୟତା…
ସୁବର୍ଣ୍ଣପୁର ରେ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ସଚେତନତା କାର୍ଯ୍ଯକ୍ରମ
ସୁବର୍ଣ୍ଣପୁର -ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଅଗ୍ନିଶମ ସେବା ସପ୍ତାହ ପାଳନ ଓ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯିବା ସହ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା l ଏହି ଅବସର ରେ ସହକାରୀ ଅଗ୍ନି ସମାଧି କାରୀ…
ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି…
ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀକାନ୍ତ ଜେନାଙ୍କୁ ଭେଟିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ
ଭୁବନେଶ୍ୱର(ସମୀର ରଞ୍ଜନ ନାୟକ) :ଦ୍ବନ୍ଦ୍ବ ଦୂର କଲେ ଶ୍ରୀକାନ୍ତ ଜେନା । କହିଲେ କଂଗ୍ରେସରେ ଅଛି, ଆଉ ରହିବି । ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ସ୍ପଷ୍ଟ…
