ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ

ପୁରୀ :ଚନ୍ଦନଯାତ୍ରାରେ ଆତସବାଜି ବିସ୍ଫୋରଣର କିଛିଦିନ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମନ୍ଦିରର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପାର୍ଶ୍ଵରେ ରଖାଯାଇଥିବା ଫାଇବର ବ୍ୟାରିକେଡ଼ରେ ନିଆଁ…

ଟୁଙ୍ଗୁରୁ ଭୋଳ ସାଙ୍ଗରେ ଚନ୍ଦକା ପୋଲିସ କଲା ଖେଳ

ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିଲା ଟୁଙ୍ଗୁରୁ ଭୋଳ।ଏଥର ଚୋରଙ୍କ ସହ ସମ୍ପର୍କ ରଖି ପୁଲିସ ହାବୁଡ଼ରେ ପଡି଼ଛି ।ଭୁବନେଶ୍ୱରରୁ ଏକ କୋଟି ଟଙ୍କାର ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ ହୋଇଛନ୍ତି।ରାଜ୍ୟ…

ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଜୋରଦାର ଟକ୍କର

ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। ପାଟକୁରା ରେ ବିଧାୟକ ପାର୍ଥୀ ଭାବେ ବିଜେଡିରୁ ବରିଷ୍ଟ…

ଶ୍ରୀକ୍ଷେତ୍ର ଚନ୍ଦନଯାତ୍ରାରେ ଆତସବାଜି ଦୁର୍ଘଟଣା ଘଟି ୩ ଜଣ ମୃତ

ପୁରୀ :ଶ୍ରୀକ୍ଷେତ୍ରରେ ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଯାତ୍ରାର ବିଂଶ ତମ ଦିବସ ତଥା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ…

ମହାପ୍ରଭୁଙ୍କୁ ମିଳିଲା ରେକର୍ଡ ପରିମାଣର ଦାନ

ପୁରୀ:ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣର ଅନନ୍ୟ ଉଦାହରଣ ପୁଣିଥରେ ଦେଖାଇଛନ୍ତି କେହି ଜଣେ ଭକ୍ତ। ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮୦୦ ମିଲିଗ୍ରାମ ଓଜନର ସୁନା। କେହି ଭକ୍ତ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ଏହି ସୁନା ପକାଇଛନ୍ତି। ଯାହାର…

ନବୀନଙ୍କ ଉପରେ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀଙ୍କ କଟାକ୍ଷ

ଜୁନ ୧ ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଘନ ଘନ ଓଡିଶା ଗସ୍ତରେ କରୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ…

ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଛି ୨୦୨୪ ର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଅଙ୍କ ଠାରୁ ଝିଅଙ୍କ ରେଜଲ୍ଟ ଭଲ ହୋଇଛି ।…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ

ପୁରୀ :ସରକାରଙ୍କ ତରଫରୁ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ନୂଆ ଦାୟିତ୍ବ ମିଳିଛି । ଶ୍ରୀ ପାଢ଼ୀ ଓଡିଶା କ୍ୟାଡରର ୧୯୯୬ ମସିହା ବ୍ୟାଚର ଆଇଏଏସ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ। ଆଇଏଏସ୍ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତି ଯୋଗୁଁ…

ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଗିରଫ

ବିବାଦୀୟ ରାଜନେତା ପ୍ରଶାନ୍ତ ଜଗଦେବ ନିକଟରେ ବିଜେପି ରେ ଯୋଗ ଦେଇଥିଲେ। ପୁଣି ବିବାଦ ରେ ନା ଆସିଛି ବୁଥ୍ ଭିତରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ଘଟଣା ପାଇଁ । ସେଥିପାଇଁ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ…

ବାତ୍ୟା ‘ରେମାଲ’ ପାଇଁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ରେମାଲ’ ତୀବ୍ର ହୋଇ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ୨୬ ତାରିଖ ମଧ୍ୟରାତ୍ରିରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମାଡ ହେବ ବୋଲି ଆଶା କରାଯାଉଛି। ବଙ୍ଗୋପସାଗରରେ ଚଳିତ ମୌସୁମୀର ଏହା…

error: Content is protected !!