ଭୁବନେଶ୍ୱର :ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟ ବାସୀ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧରଣୀଧରଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ…
Category: ରାଜ୍ୟ
ଧରାପଡ଼ିଲା ମୋଟର ସାଇକେଲ ଚୋର ଓ ଜବତ ହେଲା ୩ ଚୋରି ମୋଟର ସାଇକେଲ
ଭୁବନେଶ୍ୱର : ମୋଟର ସାଇକେଲ ଚୋର କୁ ଧରିଲା ପୋଲିସ ଏବଂ ତିନଟି ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଟୁଙ୍ଗାମାଳ ରୁ ମୋଟର ସାଇକେଲ ଚୋରି ହୋଇଥିଲା ଏନେଇ…
ବିବାହର ପାଞ୍ଚ ବର୍ଷ ପରେ ଯୌତୁକ ଜନିତ ହତ୍ୟା ଅଭିଯୋଗ
ଭୁବନେଶ୍ୱର :ଯୌତୁକ ପାଇଁ ତଣ୍ଟି ଚିପ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ଏମିତି ଏକ ଘଟଣା ଘାଟିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡବରଡ଼ି ଗ୍ରାମ ର…
ମହାପ୍ରଭୁ ଶ୍ରୀ ଜଗନ୍ନାଥ ୧୯୦୫ ମସିହାରୁ ଦର୍ଶନ ଦେଇନାହାନ୍ତି ଦୁର୍ଲଭ ଶ୍ରୀ ରଘୁନାଥ ବେଶରେ
ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ବିଶ୍ଵବାସୀ ଦର୍ଶନ କରିଥିବାର ପ୍ରମାଣ ୧୯୦୫ ଏପ୍ରିଲ ୧୫ ତାରିଖ ରେ ଉତ୍କଳ ଦୀପିକା ନାମକ ଓଡ଼ିଆ ପତ୍ରିକାରେ ମୁଦ୍ରିତ ହୋଇଥିଲା। ମେ ୦୬ ୧୯୦୫,ଶନିବାରରେ ଶ୍ରୀକ୍ଷେତ୍ର ରେ…
ଭୁବନେଶ୍ୱରରୁ ପ୍ରାର୍ଥିପତ୍ର ଦାଖଲକଲେ ମନ୍ମଥ ରାଉତରାୟ
ଖୋର୍ଦ୍ଧା: ଭୁବନେଶ୍ୱରରୁ ନିର୍ବାଚନ ରାଣାଙ୍ଗନରେ ଅବତୀର୍ଣ୍ଣ ବିଜେଡିର ସାଂସଦ ପ୍ରାର୍ଥୀ କ୍ୟାପ୍ଟେନ୍ ମନ୍ମଥ ରାଉତରାୟ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶଗଡ଼ ଗାଡ଼ିରେ ମନ୍ମଥଙ୍କ ଶୋଭାଯାତ୍ରା ସ୍ଥାନୀୟ ମୁକୁନ୍ଦପ୍ରସାଦ ଅସୁରଢ଼ିପଠାରୁ ତିନିଟି ବଳଦ ଯୋଚା ଯାଇଥିବା ଶଗଡ଼ଗାଡ଼ିରେ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ…
ଦଳୀୟ ପ୍ରଚାରରୁ ଦେବୀ, ଦେବତା ବି ବାଦ ପଡିଲେନି
ଭୁବନେଶ୍ୱର : ଦଳୀୟ ପ୍ରଚାରରୁ ଓଡିଶାପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କୁ ବି ବାଦପଡିଲେନି। ମାଆ ଚର୍ଚ୍ଚିକାଙ୍କୁ ଲାଗି ହୋଇଛି ବିଜେଡିର ଦଳୀୟ ଶଙ୍ଖ ଚିହ୍ନର ଶାଢ଼ୀ। ଏଭଳି କଛି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ମନ୍ଦିରରେ।…
ଭାଜପା ବିଧାୟକ ପାର୍ଥୀ ପୃଥିବୀରାଜ ହରିଚନ୍ଦନ ଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର :ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି…
ମୋଦୀ ବ୍ରିଗେଡରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସୁଛନ୍ତି କଟକ
ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଆସୁଛନ୍ତି ବିଦେଶ ମନ୍ତ୍ରୀ ।କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ୫ତାରିଖରେ କଟକରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ମଇଦାନକୁ…
KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟ ଫର୍ଣ୍ଣେସ୍ ବିସ୍ଫୋରଣ
ଭୁବନେଶ୍ୱର : ଭାୟାବହ ବିସ୍ଫୋରଣ ଘଟିଛି କେନ୍ଦୁଝର ଜିଲ୍ଲା ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ। ଭୟଙ୍କର ବିସ୍ଫୋରଣରେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଗୁରୁତର ମାନଙ୍କର ପରିଚୟ ମିଳିପାରି ନାହିଁ।ରୁଗୁଡ଼ି…
କଲ୍ୟାଣ ଜୁଏଲାରୀରେ ଏସି ବିସ୍ଫୋରଣ
କର୍ଣ୍ଣାଟକର ବେଲାରୀ କଲ୍ୟାଣ ଜୁଏଲର୍ସରେ ସର୍ଟ ସର୍କିଟ ଯୋଗୁଁ ଏସି ବିସ୍ଫୋରଣ ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ବେଲାରୀ-ବେଙ୍ଗାଲୁରୁ ରାସ୍ତାରେ ଥିବା କଲ୍ୟାଣ ଜୁଏଲାରୀ ଦୋକାନରେ ଏହି ଘଟଣା ଘଟିଛି। ହଠାତ୍ ଏସି ବିସ୍ଫୋରଣ ଯୋଗୁଁ ଦୋକାନରେ…