କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅବତରଣ କରିନପାରି ଫେରିଲା ଝାରସୁଗୁଡା

ଭୁବନେଶ୍ୱର : ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଶେଷରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ଖଡିଆଳ…

୫ବର୍ଷରେ ଓଡିଶାକୁ ୧ନଂ ରେ ପହଞ୍ଚାଇବୁ – ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଠାରେ କହିଛନ୍ତି ଯେ ୪ ଜୁନ ବିଜେଡି ସରକାରର ଶେଷ ଦିବସ ଯେଉଁଦିନ କି ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାଷଣ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଆରମ୍ଭ…

ଶ୍ରୀକ୍ଷେତ୍ରରେ ଆଜି ପଇତା ଲାଗି ନୀତି, ଭକ୍ତଙ୍କ ପାଇଁ ଦର୍ଶନ ୪ ଘଣ୍ଟା ନିଷେଧ

ପୁରୀ : ଶ୍ରୀକ୍ଷେତ୍ର ରେ ଆଜି ୬ ତାରିଖ ସୋମବାର ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ‘ପଇତାଲାଗି ନୀତି’ ଅନୁଷ୍ଠିତ ହେବ । ଏହି ନୀତିକୁ ଦଇତାପତି ସେବକମାନେ ସମ୍ପର୍ଣ୍ଣ କରିଥାନ୍ତି।ମହାପ୍ରଭୁଙ୍କ ଅଧରର ସୁରକ୍ଷା ପାଇଁ ଏହି ନୀତି ବର୍ଷକୁ…

ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟ ବାସୀ । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧରଣୀଧରଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ…

ଧରାପଡ଼ିଲା ମୋଟର ସାଇକେଲ ଚୋର ଓ ଜବତ ହେଲା ୩ ଚୋରି ମୋଟର ସାଇକେଲ

ଭୁବନେଶ୍ୱର : ମୋଟର ସାଇକେଲ ଚୋର କୁ ଧରିଲା ପୋଲିସ ଏବଂ ତିନଟି ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଟୁଙ୍ଗାମାଳ ରୁ ମୋଟର ସାଇକେଲ ଚୋରି ହୋଇଥିଲା ଏନେଇ…

ବିବାହର ପାଞ୍ଚ ବର୍ଷ ପରେ ଯୌତୁକ ଜନିତ ହତ୍ୟା ଅଭିଯୋଗ

ଭୁବନେଶ୍ୱର :ଯୌତୁକ ପାଇଁ ତଣ୍ଟି ଚିପ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ଏମିତି ଏକ ଘଟଣା ଘାଟିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡବରଡ଼ି ଗ୍ରାମ ର…

ମହାପ୍ରଭୁ ଶ୍ରୀ ଜଗନ୍ନାଥ ୧୯୦୫ ମସିହାରୁ ଦର୍ଶନ ଦେଇନାହାନ୍ତି ଦୁର୍ଲଭ ଶ୍ରୀ ରଘୁନାଥ ବେଶରେ

ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ବିଶ୍ଵବାସୀ ଦର୍ଶନ କରିଥିବାର ପ୍ରମାଣ ୧୯୦୫ ଏପ୍ରିଲ ୧୫ ତାରିଖ ରେ ଉତ୍କଳ ଦୀପିକା ନାମକ ଓଡ଼ିଆ ପତ୍ରିକାରେ ମୁଦ୍ରିତ ହୋଇଥିଲା। ମେ ୦୬ ୧୯୦୫,ଶନିବାରରେ ଶ୍ରୀକ୍ଷେତ୍ର ରେ…

ଭୁବନେଶ୍ୱରରୁ ପ୍ରାର୍ଥିପତ୍ର ଦାଖଲକଲେ ମନ୍ମଥ ରାଉତରାୟ

ଖୋର୍ଦ୍ଧା: ଭୁବନେଶ୍ୱରରୁ ନିର୍ବାଚନ ରାଣାଙ୍ଗନରେ ଅବତୀର୍ଣ୍ଣ ବିଜେଡିର ସାଂସଦ ପ୍ରାର୍ଥୀ କ୍ୟାପ୍‌ଟେନ୍‌ ମନ୍ମଥ ରାଉତରାୟ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶଗଡ଼ ଗାଡ଼ିରେ ମନ୍ମଥଙ୍କ ଶୋଭାଯାତ୍ରା ସ୍ଥାନୀୟ ମୁକୁନ୍ଦପ୍ରସାଦ ଅସୁରଢ଼ିପଠାରୁ ତିନିଟି ବଳଦ ଯୋଚା ଯାଇଥିବା ଶଗଡ଼ଗାଡ଼ିରେ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ…

ଦଳୀୟ ପ୍ରଚାରରୁ ଦେବୀ, ଦେବତା ବି ବାଦ ପଡିଲେନି

ଭୁବନେଶ୍ୱର : ଦଳୀୟ ପ୍ରଚାରରୁ ଓଡିଶାପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କୁ ବି ବାଦପଡିଲେନି। ମାଆ ଚର୍ଚ୍ଚିକାଙ୍କୁ ଲାଗି ହୋଇଛି ବିଜେଡିର ଦଳୀୟ ଶଙ୍ଖ ଚିହ୍ନର ଶାଢ଼ୀ। ଏଭଳି କଛି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ମନ୍ଦିରରେ।…

ଭାଜପା ବିଧାୟକ ପାର୍ଥୀ ପୃଥିବୀରାଜ ହରିଚନ୍ଦନ ଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର :ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି…

error: Content is protected !!