ପୁରୀ ଅର୍ଣ୍ଣପୂର୍ଣ୍ଣା ରେ ଆରମ୍ଭ ତିନିଦିନିଆ ନୃତ୍ୟ ଉତ୍ସବ

ପୁରୀ :ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ରେ cultural development foundation ଓ IICAT ଗ୍ଲୋବାଲ university ର ମିଳିତ ଅନୁକୂଲ୍ୟ ରେ ଏକ ସୁନ୍ଦର ନୃତ୍ୟ କାର୍ଯ୍ୟକ୍ରମ ପାଳିତ ହେଉଛି ! ଏ ସମ୍ପର୍କରେ ଅର୍ଣ୍ଣପୂର୍ଣ୍ଣା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ…

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ୱର :ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟ ଶାସନ ସଚିବ। ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ନିଯୁକ୍ତି ମିଳିଛି। ଏନେଇ ଜିଏ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।…

ବିଭିନ୍ନ ସମସ୍ୟା ନେଇ ରେଳବାଇ କୁଲିଙ୍କର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ପୁରୀ :ରେଳବାଇ କୁଲି ମାନଙ୍କର ବିଭିନ୍ନ ସମସ୍ୟାର ଦାବୀ ନେଇ ଆଜି ଇଷ୍ଟକୋଷ୍ଟ ରେଳବାଇ ପୋଟର୍ସ ୟୁନିୟନ ପ୍ରତିବାଦ କରିଥିଲା। ୟୁନିଅନ ତରଫରୁ ଶହ ଶହ କୁଲି ଏଆଇଟିୟୁସିର ବ୍ୟାନର, ପ୍ଲାକାର୍ଡ ଓ ପତାକା ହାତରେ ଧରି ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟଳୟ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାପାରେ ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ। ଗସ୍ତର ପ୍ରଥମ ଚରଣରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ଅନୁଷ୍ଠିତ ହେଲା ଦ୍ୱାତୀୟ ସମନ୍ଵ କମିଟି ବୈଠକ

ପୁରୀ :ଆଉ ଅଳ୍ପ ଦିନ କ ପରେ ମହା ପ୍ରଭୁ ଘୋଷ ଯାତ୍ରା ଅନୁଷ୍ଠିତଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କଅନୁଷ୍ଠିତ ହେବ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା ଏଥି ପାଇଁ ରଥ ଖଳା ରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି lରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ…

ଚଳିତ ବର୍ଷ ସର୍ବସାଧରଣଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ।

ପୁରୀ :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଏହି କମିଟି। ତେବେ ନୀତି…

ଅଣସର ପିଣ୍ଡିରେ ମହାପ୍ରଭୁ ଜଗନ୍ନାଥ

ପୁରୀ :ଅଣସର ପିଣ୍ଡିରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ତୃତୀୟ ଦିନ ବ୍ରହ୍ମଗିରିରେ ଶୀ ଅଲାରନାଥଙ୍କ ମନ୍ଦିରେ ଦେଖିବାକୁମିଳିଛି ପ୍ରବଳ ଭିଡ଼…

ଧୀରେ ଧୀରେ ପୋତି ହେବାକୁ ବସି ଲାଣି ଚିଲିକା

ପୁରୀ :ଧୀରେ ଧୀରେ ଚିଲିକା ପୋତି ହେବାକୁ ବସିଲାଣି l ଆଗ ଭଳି ଚିଲିକା ରୁ ମିଳୁଥିବା ମାଛ ପାତୁଆ, ସୁକୁରା, ବଲିଙ୍ଗି, ଖୁରାଣ୍ଡି, ସାଙ୍ଗୁଶ, ମଗର, କଣ୍ଟିଆ, ଖଇଙ୍ଗା ଚୁଙ୍ଗୁଡ଼ି, କଙ୍କଡା, ଖାରିପଣିଆ, ଗଣିଆ,ଆଦି ମାଛ କମ ମାତ୍ରା ରେ…

ସ୍ନାନବେଦୀରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ, ଶ୍ରୀମନ୍ଦିର ପ୍ରଶାସନ ମୁକଦର୍ଶକ

ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ବତନ୍ତ୍ର ବ୍ୟବସ୍ଥାବଳୀ। ଭକ୍ତ ଓ ଭଗବାନଙ୍କ ମିଳନରେ ଯେମିତି ସେବାୟତ ଅଡୁଆଲ ନ ହୁଅନ୍ତି ସେ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନଯାତ୍ରା ସହିତ…

error: Content is protected !!