ପ୍ରଥମ ରାଜ୍ୟ ଭାବେ କର୍ମଜୀବୀ ମହିଳାଙ୍କ ପାଇଁ ଦିନିକିଆ ଋତୁସ୍ରାବ ଛୁଟି ଘୋଷଣା କଲା ଓଡ଼ିଶା

କଟକ : ଓଡ଼ିଶା ସରକାର ଗୁରୁବାର ଦିନ ମାସିକ ଧର୍ମ ସ୍ୱାସ୍ଥ୍ଯନୀତି ଘୋଷଣା କରିଛନ୍ତି ଯାହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିୟୋଜିତ ମହିଳା କର୍ମଚାରୀଙ୍କ ପାଇଁ ଗୋଟିଏ ଦିନର ମାସିକ ଛୁଟି ଅନୁମତି ଦେଇଛି।ଦେଶରେ ପ୍ରଥମ ରାଜ୍ୟ ଭାବେ…

ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ…

ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ:ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମହାଲିଙ୍ଗ

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ…

ଅପରାଧୀକୁ ଗିରଫ ଦାବିକଲା ଆଦିବାସୀ ସଂଘ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର(ରିପୋର୍ଟ-ଚୈତନ୍ୟ ଭୁକ୍ତା) ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋହିରିଆଘାଟ ଗ୍ରାମର ରାଜକିଶୋର କୁଅଁର ଙ୍କୁ ଗତ ତା ୮.୦୮.୨୦୨୪ ରିଖ ସନ୍ଧ୍ୟା ସମୟରେ…

ସ୍ୱାଧୀନତା ଯଦି କଂଗ୍ରେସ ଆଣିଛି, ଦେଶ ବିଭାଜନ ପାଇଁ ଦାୟୀ କିଏ ?

ଭାରତକୁ ସ୍ୱାଧୀନତା ପ୍ରଦାନ କରିବାର ସମ୍ପୂର୍ଣ୍ଣ ଶ୍ରେୟ କଂଗ୍ରେସ ନେଉଛି। କଂଗ୍ରେସ କହୁଛି ଯେ ଯାହା କିଛି କରାଯାଇଛି ତାହା ତାର ନେତାମାନେ କରିଛନ୍ତି। କିନ୍ତୁ ସତ୍ଯ ହେଉଛି ଯେ ଦେଶର ପ୍ରତ୍ୟେକ ସହର , ଗାଁ ,ପ୍ରତ୍ୟେକ ଘରର ଅନେକ…

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ

ବରଗଡ଼ : ଇହଲୋକରେ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି l ଶ୍ୱାସ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ…

ଶ୍ରୀ ମନ୍ଦିର ପରିଚାଳନା କମିଟି କାର୍ଯ୍ଯକାରୀ ଅଧ୍ଯକ୍ଷ ଭାବେ ମୁଖ୍ଯ ଶାସନ ସଚିବଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ଓଡ଼ିଶା ସରକାର ମଙ୍ଗଳବାର ମୁଖ୍ଯ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ଅଧ୍ଯକ୍ଷ ଭାବେ ନିଯୁକ୍ତ କରିଛନ୍ତି। ୧୯୯୦ ବ୍ୟାଚ ଆଇଏଏସ୍ ଅଧିକାରୀ ଆହୁଜାଙ୍କୁ ତାଙ୍କ ବର୍ତ୍ତମାନର କର୍ତ୍ତବ୍ଯ ସହିତ ଏହି…

ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ-ଚୈତନ୍ୟ ଭୁକ୍ତା) : ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା,ଉତ୍ତରଦ୍ୱାୟୀତ୍ୱ ଓ ସ୍ୱଚ୍ଛତା ସମିତି ତରଫରୁ ଆଜି ପଞ୍ଚମ ପର୍ଯ୍ୟାୟ ରେ ସଦର ବ୍ଲକ ହରଡ଼ଖଳ, ଜନମୁରା, ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ…

ଡାକ୍ତରଖାନାକୁ ରୋଗ ଦେଖାଇବାକୁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ଶିକାର ଅଭିଯୋଗ

ଭୁବନେଶ୍ୱର (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଡାକ୍ତରଖାନାକୁ ରୋଗ ଦେଖିବା ପାଇଁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ lଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀ ଦୁଷ୍କର୍ମର…

ହରଘର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ): ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ହରଘର ତିରଙ୍ଗା ଅଭିଯାନର ଅଂଶବିଶେଷ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,…

error: Content is protected !!
Powered by Joinchat