ସ୍ମାର୍ଟ ପାର୍କ ଠାରେ ଗୁରୁପୂର୍ଣ୍ଣିମା ଉତ୍ସଵ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସର ରେ ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ ଆଧ୍ୟାତ୍ମିକ ସାମାଜିକ ସଂଗଠନ ଦିବ୍ୟ ଊର୍ଜ୍ଜ। ଯୋଗ ସେବା ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ରେ ଏକ ବୈଦିକ ପରମ୍ପରା ରେ…

ସୁବର୍ଣ୍ଣପୁର ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରରେ ଷଷ୍ଠ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ କନିଷ୍ଠ ଓ ବରିଷ୍ଠ ରେ ସାହିତ୍ୟ ସମ୍ପର୍କୀତ ସାଧାରଣ ଜ୍ଞାନ…

ବୁଢାପଙ୍କ ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରରେ ଗୁରୁପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଉତ୍ସବ ପାଳିତ

ଅନୁଗୋଳ (ଅଜିତ୍ କୁମାର ଭୋଇ): ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଗୁରୁ ପୂର୍ଣ୍ଣିମା ଅବସରରେ ବୁଢାପଙ୍କ ସ୍ଥିତ ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରରେ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି। ସଦଗୁରୁ ଶ୍ରୀ…

ଅନଲାଇନ ତାଲିମ ଓ ବୁଥ ସ୍ତରୀୟ ନିର୍ଭୁଲ ଭୋଟର ତାଲିମ ଦିଆଗଲା ବ୍ଲକ କର୍ମଚାରୀଙ୍କୁ

ଅନୁଗୋଳ (ଅଜିତ୍ କୁମାର ଭୋଇ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଭିଡ଼ିଓ କନଫରେନ୍ସ ହଲରେ ଓଶ୍ୱାସ ସଫ୍ଟୱେୟାର୍ ମାଧ୍ୟମରେ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଣିକି କର୍ମଚାରୀ ଆଉ କାଗଜ କଲମ ଦରକାର ନକରି ସିଧାସଳଖ ବ୍ଲକ ସ୍ତରରେ ଅନୁଷ୍ଠିତ…

ଚମ୍ପୁଆ ରେ ବନ୍ଦ ଡାକରା ର ପ୍ରଭାବ ଶୂନ୍

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଡାକାରା ଦେଇଥିବା ବନ୍ଦ ଡାକରା ର ବିଶେଷ ପ୍ରଭାବ ଚମ୍ପୁଆ ଅଞ୍ଚଳ ରେ ପଡ଼ିନାହିଁ । ଆଜି ସକାଳୁ ଟ୍ରେଡ ୟୁନିୟନ ର ହାତଗଣତି କର୍ମକର୍ତ୍ତା ଚମ୍ପୁଆ ରେ…

ଜିଲ୍ଲା ଚେସ ସଙ୍ଘ ପକ୍ଷରୁ ପ୍ରଶିକ୍ଷଣ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : ଯୋଡା ସ୍ଥିତ ଟାଟା ଡିଏଭି ସ୍କୁଲରେ କେନ୍ଦୁଝର ଜିଲ୍ଲା ଚେସ ସଂଘ ତରଫରୁ ଏକ ଦିନିକିଆ ଚେସ ପ୍ରଶିକ୍ଷଣ ଓ ସଚେତନତା ଶିବିର ସନ୍ତୋଷଜନକ ଭାବରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଚେସ ସଂଘର ସମ୍ପାଦକ ଅମର…

ଉତ୍କଳ ବେଲମା ସମାଜ ଚାରି ତାଲୁକା ବୈଠକ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର, ଆସ୍କା ରୋଡ଼ରେ ଅବସ୍ଥିତ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସ୍ଥ ଫରେଷ୍ଟ ପାର୍କରେ ଉତ୍କଳ ବେଲମା ସମାଜର ଚାରି ତାଲୁକା (ଘୁମୁସର, ଧରାକୋଟ, ଖାଲସା ଓ ଆଠଗଡ଼ ତାଲୁକା)…

ଭିଜିଲାନ୍ସ ଜାଲରେ ଛନ୍ଦା ହେଲେ ଲାଞ୍ଚୁଆ ତାଳଚେର ଥାନା ଏଏସଆଇ

ଅନୁଗୋଳ (ଅଜିତ କୁମାର ଭୋଇ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି ରଞ୍ଜନ ଭୁକ୍ତା ଠାରୁ ୩ ହଜାର ଟଙ୍କା ଲାଞ୍ଚ…

ରଥ ଉପରେ ସୁନାବେଶରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ରବିବାର ଆଷାଢ ଶୁକ୍ଲ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ବିଶ୍ବନିୟନ୍ତାଙ୍କୁ ଆକର୍ଷଣୀୟ ସୁନାବେଶରେ ଶ୍ରଦ୍ଧାଳୁ ଦେଖିଥିଲେ । ଅନ୍ୟପକ୍ଷରେ ସୁନାବେଶ ଲାଗି…

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବନମହୋତ୍ସବ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସହରର ଷୋହଳମାଇଲ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ଓକିଲ ସଙ୍ଘ ସଭାପତି ଅମର ପଟ୍ଟନାୟକ,ବନାଞ୍ଚଳ ଅଧିକାରୀ…

error: Content is protected !!
Powered by Joinchat