ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରର ବଡଦାଣ୍ଡ , ହାଇସ୍କୁଲ ଛକ ଓ ବ୍ଲକ କଲୋନୀ ସମେତ ଜଗତ…
Tag: Odia ePaper
ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ ତମ ପ୍ରତିଷ୍ଠାତା ଦିବସ ପାଇଁ ମା ସମଲେଶ୍ବରୀଙ୍କୁ ନିମନ୍ତ୍ରଣ
ବରଗଡ଼ :ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା…
ନିର୍ବାଚନ ସମୟରେ ମାଗଣା ଉପହାରର ପ୍ରତିଶ୍ରୁତି ଭୋଟରଙ୍କୁ ଲାଞ୍ଚ ଦେବା ସହ ସମାନ
ନୂଆଦିଲ୍ଲୀ :ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମାଗଣା ଉପହାର ବିରୋଧରେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି. ଏହି ମାମଲାକୁ ଅନ୍ଯ ପିଟିସନ୍ ସହିତ ଯୋଡ଼ିଛନ୍ତି। ଆବେଦନକାରୀ ଅନୁରୋଧ କରିଛନ୍ତି ଯେ ବିଧାନସଭା…
କ୍ୟାନ୍ସରରେ ସଂଘର୍ଷ କରୁଥିବା ହିନା ଖାନ ନିଜର ଭ୍ରୁ ଏବଂ ଆଖିପତା ହରାଇଲେ
ମୁମ୍ବାଇ :ଟିଭି ଶୋ ‘ୟେ ରିସ୍ତା କ୍ୟା କହଲାତା ହୈ’ ର ମୁଖ୍ଯ ଅଭିନେତ୍ରୀ ହିନା ଖାନ କର୍କଟ ରୋଗ ଭଳି ଏକ ଗୁରୁତର ରୋଗ ସହ ଲଢ଼ୁଛନ୍ତି। ଅଭିନେତ୍ରୀଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ହିନା ଖାନ ବହୁତ ଯନ୍ତ୍ରଣା ଦେଇ…
ହିନ୍ଦୁମାନଙ୍କ ନାମ ନେଇ କଂଗ୍ରେସକୁ ଅପମାନିତ କଲେ ଫାରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଆଜି ସକାଳେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଓମାର ଅବଦୁଲ୍ଲା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀନଗରର ଶେର-ଏ-କାଶ୍ମୀର…
ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ମୁନାୱର ଫାରୁକିଙ୍କ ନାମ; ହତ୍ୟା ଉଦ୍ଯମ କଲା ଗ୍ୟାଙ୍ଗ
ନୂଆଦିଲ୍ଲୀ : ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ତାଲିକାରୁ ଆଉ ଏକ ଆଶ୍ଚର୍ଯ୍ଯଜନକ ନାମ ସାମ୍ନାକୁ ଆସିଛି। ବାସ୍ତବରେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ଅନେକ ହାଇ-ପ୍ରୋଫାଇଲ୍ ଲୋକଙ୍କ ନାମ…
SCO ଶିଖର ସମ୍ମିଳନୀରେ ଜୟଶଙ୍କରଙ୍କ ସହିତ ହାତ ମିଳାଇଲେ ପାକ୍ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପାକିସ୍ତାନରେ ଏସସିଓ ସମ୍ମିଳନୀର ପ୍ରଥମ ଦିନ ଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଏହି ସମ୍ମିଳନୀରେ ଯୋଗଦେବା ପାଇଁ ସହରରେ ଅଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ମଧ୍ୟ ଭେଟିଥିଲେ। କେବଳ ଏତିକି ନୁହେଁ, ଶାହବାଜ…
୨ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ,୧୨ ଜୁଆଡି ଗିରଫ
ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡ଼ା ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ପରମ୍ପରା ନାଁରେ ତାସଖେଳ ଏବଂ ଜୁଆଖେଳର ଆସର ଜମିଥିବା ବେଳେ ପୋଲିସ୍ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇ…
ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ
ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମହାସପ୍ତମୀରୁ ପୂଜା ପାଇଆସୁଥିବା ମା ଦୁର୍ଗାଦେବୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରାଞ୍ଚଳର ବସଷ୍ଟାଣ୍ଡ ଓ ମଦନ ମୋହନ ଛକଠାରେ ଆୟୋଜିତ ଦୁର୍ଗା ମେଢର…
