ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା…

ବୁଗୁଡ଼ାରେ ଉତ୍ସାହ ଓ ଉଦ୍ଦୀପନା ସହ ପବିତ୍ର ରଜ ପର୍ବ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଓଡ଼ିଶାର ଗଣପର୍ବ ‘ରଜ’ ବେଶ୍‌ ଧୂମଧାମ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ପହିଲି ରଜ ଅବସରରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ଓ ସ୍ଵେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର…

ବୁଗୁଡ଼ାରେ ‘ମୁଥୁଟ୍ ଫିନକର୍ପ’ର ନୂତନ ଶାଖା ଉଦଘାଟିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସ୍ଥିତ ବ୍ଲକ ଛକ ଠାରେ ଦେଶର ଅଗ୍ରଣୀ ଆର୍ଥିକ ସଂସ୍ଥା ‘ମୁଥୁଟ୍ ଫିନକର୍ପ ଲିମିଟେଡ୍’ର ଏକ ନୂତନ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଆଜି ଆୟୋଜିତ ଉଦଘାଟନୀ ଉତ୍ସବରେ…

ରାଜରାସ୍ତାରେ ଚାଲିଛି ରବି ମଣ୍ଡି,ଆନ୍ଧ୍ରକୁ ବେଧଡକ ଚାଲାଣ ହେଉଛି ଧାନ

ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ପଦ୍ମପୁର ବ୍ଲକରେ ରାଜ ରାସ୍ତାରେ ଚାଲିଛି ମଣ୍ଡି । ସରକାରୀ ବ୍ୟବସ୍ଥାକୁ ଫୁ କରିଦେଇଛନ୍ତି ମିଲର । ରବି ଋୁତୁରେ ଉତ୍ପାଦିତ ଧାନ ଆଉ ମଣ୍ଡିକୁ ଯାଉନି ବରଂ ଏହା…

ରଥଖଳାରେ ଦୁଃଖଦ ଘଟଣା।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ରଥଖଳାରେ ଖେଳିଯାଇଛି ଶୋକର ଛାୟା। ରଥ ନିର୍ମାଣ କାର୍ଯ୍ୟରେ ସେବାରତ ଥିବା ଜଣେ ବରିଷ୍ଠ ଭୋଇ ସେବକଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ ସେବକଜଣକ ହେଉଛନ୍ତି ତାଳଧ୍ୱଜ…

ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ଓ ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନଙ୍କର ପଦସ୍ଥାପନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ…

ଦକ୍ଷିଣ ଓଡ଼ିଶାରେ ନୂତନ ରେଳ ଯୁଗର ଆରମ୍ଭ,ରାୟଗଡ଼ା ଡିଭିଜନ୍‌ରେ କାର୍ଯ୍ୟରମ୍ଭ

ରାୟଗଡା (ଗୋପୀନାଥ ଗୌଡ଼): ପୂର୍ବତଟ ରେଳପଥର ନବଗଠିତ ରାୟଗଡ଼ା ରେଳଡିଭିଜନ୍ ୧ ଜୁନ୍ ୨୦୨୬ ରୁ କାର୍ଯ୍ୟକ୍ଷମ ହୋଇଛି, ଯାହା ଦକ୍ଷିଣ ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରେଳ ପ୍ରଶାସନ ଏବଂ ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ…

ଜବର ଦଖଲ ସରକାରୀ କ୍ୱାଟର ଚିହ୍ନଟ କଲେ ଜିଲ୍ଲାପାଳ – କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁଙ୍କ ସହ ଏକ ୧୨ ଜଣିଆ ଉଚ୍ଚ ସ୍ତରୀୟ ପ୍ରାଶାସନିକ ଅଧିକାରୀ ଦଳ ଆଜି ସହରର ବିଭିନ୍ନ ସ୍ଥାନରେ ଥିବା ଜବର ଦଖଲ ସରକାରୀ କ୍ୱାଟର ଗୁଡ଼ିକୁ ହଠାତ୍ ପରିଦର୍ଶନ କରି…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଶିକ୍ଷା କ୍ଷେତ୍ରର ବିକାଶ ଓ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ପ୍ରଦାନ ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନୂତନ ଭବନ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ଗଞ୍ଜାମ ଜିଲ୍ଲା…

error: Content is protected !!
Powered by Joinchat