ରାୟଗଡ଼ (ଗୋପୀନାଥ ଗୌଡ଼): ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତ୍ରୁର୍ଥି ତିଥି ୨୭ତାରିଖ ବୁଧୁବାର ଦିନ ଆରମ୍ଭ ହୋଇଯାଇଛି ବିଘ୍ନରାଜ୍, ପ୍ରଥମ ପୂଜ୍ୟ, ଲମ୍ବଧର ମୁସିକ ବାହନ ଶ୍ରୀ ଗଣେଷଙ୍କ ପୁଜା। ଏହି ପରିପେକ୍ଷୀରେ ରାୟଗଡ଼ ସଦର ୩ନମ୍ବର ୱାର୍ଡ଼…
Tag: Newspaper Online
କୋଶଲି କବିତା “ନୁଆଁଖାଇ “
ଭୂଦୋ ମାସର୍ ଉଜଲ୍ ପଞ୍ଚମୀ ଗଣେଶ୍ ପୂଜାର୍ ବାସି,ଇ ଦିନେ ତ ନୁଆଁଖାଇ ତିହାର୍ ମାନସୁଁ କୋଶଲ୍ ବାସୀ ll ଚଷା ପୁଅର୍ ବଡଖା ତିହାର୍ ଆଇଛେ ଆଏଜ୍ ଭାଇ,ବଛର୍ ଟାକେ ସଭେ ମାନସନ୍ ଭାବର୍ ନୁଆଁଖାଇ ll ଖେତ୍ ମଜରିଆ…
ୱାଗନର କାର ଧକ୍କାରେ ଚାଳକ ଗୁରୁତ୍ତର ଭାବେ ଆହତ
ଅନୁଗୋଳ(ଅଜିତ କୁମାର ଭୋଇ): ବଅଁରପାଳ ଥାନା ନୂଆହତା ଦେଇ ଯାଇଥିବା ୫୫ନମ୍ବର ବାଇପାସ ଜାତୀୟ ରାଜପଥରେ ଏକ ୱାଗନର କାର ଧକ୍କାରେ ଜଣେ ଚାଳକ ଗୁରୁତ୍ତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଛନ୍ତି ।ସୂଚନା ଅନୁଯାୟୀ ଆଜି…
ଶାବଳଭଙ୍ଗା ଗ୍ରାମ ରାସ୍ତା ଉପରେ ହାତୀ ପଲ; ଯାତାୟାତ ବାଧାପ୍ରାପ୍ତ
ଅନୁଗୋଳ (ଅଜିତ କୁମାର ଭୋଇ): (ଅଜିତ୍ କୁମାର ଭୋଇ) ବ୍ଲକ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ରାସ୍ତା ଉପରେ ମଙ୍ଗଳବାର ସକାଳ ସାତଟା ବେଳେ ହାତୀ ପଲ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ସଦର ଥାନା ଅନ୍ତର୍ଗତ…
ବୁଗୁଡା ବ୍ଳକରେ ୧୦ ଜଣ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ) : ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୧, ଗଞ୍ଜାମ ଜିଲ୍ଲାର ୮ ଗୋଟି ବ୍ଳକର ୧୬ ଗୋଟି ପଞ୍ଚାୟତରେ ୧୬ ଟି ଗୃପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ…
ଗଣେଶ ପୂଜା ପାଇଁ ଗାଁ ଠୁ ସହର ଚଳଚଞ୍ଚଳ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଚଳିତ ମାସ ୨୭ ତାରିଖ ଦିନ ପଡୁଛି ଗଣେଶ ପୂଜା ଉତ୍ସବ। ଏବେଠାରୁ ସଜେଇ ହେଲାଣି ବୁଗୁଡା ଅଞ୍ଚଳର ବିଭିନ୍ନ ଗ୍ରାମ। ବିଭିନ୍ନ ସ୍ଥାନରେ ଟେଣ୍ଟ ଭିଡା କାମ ଆରମ୍ଭ ହୋଇଯାଇଥିଲା ବେଳେ ମୂର୍ତ୍ତି ଗଢା କାମ…
ଗୌଡ଼ିଆବୋରଦା ପଞ୍ଚାୟତ କାର୍ଯ୍ୟାଳୟରେ 500ରୁ ଉର୍ଦ୍ଧ୍ବ ପରିବାରକୁ ଡଷ୍ଟବିନ ବଣ୍ଟନ ମେଳା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ସମାଜ l ସ୍ୱଚ୍ଛ ପରିବେଶ ପାଇଁ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା l ଏହି ଯୋଜନା ମାଧ୍ୟମରେ ପ୍ରତି…
ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ଗସ୍ତ।
ରାୟଗଡ(ଗୋପୀନାଥ ଗୌଡ଼): ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ…
ଅଗ୍ନିକାଣ୍ଡରେ ଚାଳଘର ଭସ୍ମୀଭୂତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଭଗବାନପୁର ଗ୍ରାମ ଛକ ନିକଟରେ ଥିବା ଏକ ଚାଳଘରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।ପ୍ରକାଶ ଯେ,କେନ୍ଦୁପତ୍ର ରଖିବା ପାଇଁ ତିଆରି ହୋଇଥିବା ସେହି ଘରେ କିଛି ଲୋକ ନିଜ ନିଜର ଛେଳି ରଖୁଥିଲେ।ଛେଳି ରଖିବାକୁ…
ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁଗୋଳ ଜିଲ୍ଲା ଗସ୍ତ
ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ପୂର୍ବାହ୍ନରେ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୁଦନ ପାଢୀ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଆସନ୍ତା ତ୍ରି-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ସମ୍ପର୍କରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷଠାରେ ସମୀକ୍ଷା କରିଥିଲେ । ଏହି ସମୟରେ…
