ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ସମ୍ଭଲର ଜାମା ମସଜିଦର ସର୍ଭେ ସମୟରେ ଘଟିଥିବା ହିଂସା ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିଲା, ଯେଉଁମାନେ ନାବାଳକମାନଙ୍କୁ ଆଗକୁ ଠେଲି ଦେଇଥିଲେ। ଆକ୍ରମଣକାରୀଙ୍କ ମୁହଁକୁ ଢାଙ୍କି ଦିଆଯାଇଥିଲା। ଚାରିଟି ରାସ୍ତାରୁ ହଜାର ହଜାର ଲୋକ ଆସି…
Tag: news oriya
ସମ୍ବିଧାନରୁ ‘ଧର୍ମନିରପେକ୍ଷ ଏବଂ ସମାଜବାଦୀ’ ଶବ୍ଦ ହଟାଇଵା ଉପରେ ଆଜି ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ସମ୍ବିଧାନରେ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଉପରେ ସୁପ୍ରିମକୋର୍ଟ ନିଜର ରାୟ ପ୍ରଦାନ କରିବେ। ସରକାର ସମ୍ବିଧାନରେ ପରିବର୍ତ୍ତନ…
ପ୍ରଚଣ୍ଡ ଶୀତରେ ଥରିବ ଓଡ଼ିଶା, ବଢିବ ତାପମାତ୍ରା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଆଗାମୀ ୨ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ ପରବର୍ତ୍ତୀ ୩ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। କନ୍ଧମାଳ, କୋରାପୁଟ, କଳାହାଣ୍ଡି ଏବଂ…
ଜାନୁଆରୀ ୧ ସୁଦ୍ଧା ଶେଷ ହେବ ରତ୍ନ ଭଣ୍ଡାର ମରାମତି କାମ ଆଇନ ମନ୍ତ୍ରୀ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଦିନେ କି ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ମରାମତି କାମ ବୋଲି କହିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ସେ ଆହୁରି ମଧ୍ୟ…
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ଡିଜିପି ଙ୍କ ସମୀକ୍ଷା ବୈଠକ
ପୁରୀ (ସମୀର ରଞ୍ଜନ ନାୟକ): ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ…
ବିବେକାନନ୍ଦ ପବ୍ଲିକ ସ୍କୁଲର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କରଞ୍ଜିଆ (ଜିତେନ୍ଦ୍ର ରାଜ): କରଞ୍ଜିଆ ସହରର ପ୍ରମୁଖ ବେସରକାରୀ ସ୍କୁଲ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁକୁମାର ଅଗ୍ରୱାଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ…
ବାରମ୍ବାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି କରଞ୍ଜିଆର ପୋଖରୀ ମାନଙ୍କର ସ୍ଥିତି
କରଞ୍ଜିଆ(ଜିତେନ୍ଦ୍ର ରାଜ) : କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରାତନ ପୋଖରୀ ଗୁଡିକର ପୁନରୁଦ୍ଧାର ଓ ସଫେଇ ପାଇଁ ପ୍ରତ୍ୟେକ ଦୁଇବର୍ଷ କିମ୍ବା ତିନିବର୍ଷ ଅନ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଫଳକରେ ରଙ୍ଗ ଲଗାଇ କାର୍ଯ୍ୟ ହେବା…
ଜଙ୍ଗଲ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟଜିତ
କରଞ୍ଜିଆ/ମୟୁରଭଞ୍ଜ (ଜିତେନ୍ଦ୍ର ରାଜ):କରଞ୍ଜିଆ ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ଠାରେ ଏହି ଅଭିଯାନକୁ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଫୋରେଷ୍ଟର ସୁରମୋହନ ବେହେରାଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନରକ୍ଷୀ…
କେନ୍ଦୁଝର ଔଷଧ ପ୍ରତିନିଧିଙ୍କ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ରୋଟାରୀ ଭବନ ଠାରେ ଔଷଧ ବିକ୍ରେତା ପ୍ରତିନିଧି ସଂଘ ର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ର ସେକ୍ରେଟାରୀ…
ଜାନୁଆରୀ ୩ ରୁ ୧୩ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ,ବଦଳିବେ କଂସ
ବରଗଡ(ମୁକୁନ୍ଦ ଦାସ): ଆସନ୍ତା ଜାନୁଆରୀ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ଡିସେମ୍ବର ୪ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ , ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’…
