ଭୁବନେଶ୍ବର (ରିପୋର୍ଟ – ସମୀର ରଞ୍ଜନ ନାୟକ) : ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ(ଓ୍ପାଇ ବି ଖୁରାନିଆ) ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି। ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ…
Tag: Newspaper
ଷ୍ଟାଲିନ୍ ଙ୍କ ‘ସନାତନ ଧର୍ମ’ ମାମଲା ରାଜ୍ଯ ବାହାରକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ : ‘ସନାତନ ଧର୍ମ’ ଉପରେ ମନ୍ତବ୍ଯ ଦେଇ ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଙ୍କ ବିରୋଧରେ ରାଜ୍ଯ ବାହାରକୁ ମକଦ୍ଦମା ଦାୟର କରିବାକୁ ସୁପ୍ରିମକୋର୍ଟ ବୁଧବାର ମୌଖିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ଯ ତାଙ୍କୁ ଏହି ମାମଲାରେ ବ୍ଯକ୍ତିଗତ…
ବାଂଲାଦେଶ ହିନ୍ଦୁ ବିରୋଧୀ ହିଂସା ର ଉପଚାର ଆରମ୍ଭ କଲା ମୋଦୀ ସରକାର
ନୂଆଦିଲ୍ଲୀ : ବାଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସା ମଧ୍ଯରେ ମୋଦି ସରକାର ‘ବିଦ୍ୟୁତ ରପ୍ତାନି ନିୟମ’ ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏବେ ଆଦାନୀ ପାୱାରର ଝାଡ଼ଖଣ୍ଡ ସ୍ଥିତ କୋଇଲା ଚାଳିତ ବିଦ୍ୟୁତ କେନ୍ଦ୍ର, ଯାହା ପୂର୍ବରୁ କେବଳ…
ପ୍ରଥମ ରାଜ୍ୟ ଭାବେ କର୍ମଜୀବୀ ମହିଳାଙ୍କ ପାଇଁ ଦିନିକିଆ ଋତୁସ୍ରାବ ଛୁଟି ଘୋଷଣା କଲା ଓଡ଼ିଶା
କଟକ : ଓଡ଼ିଶା ସରକାର ଗୁରୁବାର ଦିନ ମାସିକ ଧର୍ମ ସ୍ୱାସ୍ଥ୍ଯନୀତି ଘୋଷଣା କରିଛନ୍ତି ଯାହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିୟୋଜିତ ମହିଳା କର୍ମଚାରୀଙ୍କ ପାଇଁ ଗୋଟିଏ ଦିନର ମାସିକ ଛୁଟି ଅନୁମତି ଦେଇଛି।ଦେଶରେ ପ୍ରଥମ ରାଜ୍ୟ ଭାବେ…
ମମତାଙ୍କୁ ସତ୍ତାରୁ ବେଦଖଲ କରିବ କି ମୋଦୀ ସରକାର! ଲାଗି ପାରେ ରାଷ୍ଟ୍ରପତି ଶାସନ
କୋଲକାତା : ପଶ୍ଚିମବଙ୍ଗରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ସେପଟେ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ବୁଧବାର, ଅଗଷ୍ଟ ୧୪ ରେ, ଅଖିଳ ଭାରତୀୟ ସରକାରୀ ଡାକ୍ତର ସଂଘର…
ରାହୁଲ ନବୀନ ପରବର୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଯୁକ୍ତ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଇ. ଆର୍. ଏସ୍. ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ସେ ୧୯୯୩ ବ୍ୟାଚର ଜଣେ ଆଇ.ଆର୍.ଏସ୍. ଅଧିକାରୀ। ସେ ଏ ପର୍ଯ୍ଯନ୍ତ ଏଜେନ୍ସିର କାର୍ଯ୍ଯକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ଯ…
୧୯୮୯ ବ୍ୟାଚ୍ ର ଆଇଏଏସ ଗୋବିନ୍ଦ ମୋହନ ପରବର୍ତୀ ଗୃହ ବିଭାଗ ସଚିବ ନିଯୁକ୍ତ
ନୂଆଦିଲ୍ଲୀ : ସିକିମ କ୍ୟାଡରର ୧୯୮୯ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଗୋବିନ୍ଦ ମୋହନଙ୍କୁ ବୁଧବାର ନୂଆ ଗୃହ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ଆସାମ-ମେଘାଳଯ଼ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନ ନେବେ।…
ଜାମ୍ମୁ-କାଶ୍ମୀରର ପରବର୍ତୀ DGP ଭାବେ ଆଇପିଏସ ନଳିନ ପ୍ରଭାତ ନିଯୁକ୍ତ
ନୂଆଦିଲ୍ଲୀ : ଆଇପିଏସ୍ ନଳିନ ପ୍ରଭାତ ଜାମ୍ମୁ କାଶ୍ମୀରର ନୂତନ ଡିଜିପି ହେବେ। କେନ୍ଦ୍ର ସରକାର ତାଙ୍କ ନାମ ଘୋଷଣା କରିଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି ଏନ୍.ଏଲ୍.ଜି. ର ବର୍ତ୍ତମାନର ମହାନିର୍ଦ୍ଦେଶକ ନଳିନ ପ୍ରଭାତଙ୍କୁ ତିନି ବର୍ଷ ପାଇଁ ଜାମ୍ମୁ-କାଶ୍ମୀରର ଡିଜିପି…
ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଜିଲ୍ଲା ପ୍ରଶାସନ ବିଜୟୀ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ଅବସରର ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଅନୁଷ୍ଠିତ…
ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ:ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମହାଲିଙ୍ଗ
ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ ) : ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ…
