ବାରହା ଉପଦ୍ରବରେ ବ୍ୟାପକ ଫସଲ କ୍ଷତି : କ୍ଷତିପୂରଣ ଦାବିରେ ବନବିଭାଗର ଦ୍ୱାରସ୍ଥ ଚାଷୀ ।

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : ଚମ୍ପୁଆ ବନାଞ୍ଚଳରେ ହାତୀ ଉପଦ୍ରବ ପରେ ଏବେ ବାରହା ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରହା ପଲ ଜଙ୍ଗଲରୁ ବାହାରି ଚାଷଜମିରେ ପଶି ବ୍ୟାପକ ଭାବେ ମକା ଓ କନ୍ଦମୂଳ ଫସଲ ନଷ୍ଟ କରୁଥିବାରୁ…

ନକଲି ପନିର୍‌ ପାଇଁ ନାଲକୋ ଏବଂ ବଅଁରପାଳରେ ଚଢ଼ଉ

ଅନୁଗୁଳ/ବନ୍ତଳା (ଅଜିତ କୁମାର ଭୋଇ): ଅନୁଗୋଳ ସହରରେ ଚିହ୍ନଟ ହୋଇଛି ନକଲି ପନିର୍ । ନକଲି ପନିର୍ କୁ ଚିହ୍ନିବା ପାଇଁ ଦ୍ୱନ୍ଦ ରେ ପଡ଼ିଛନ୍ତି ଖାଉଟି। ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ତିନି ଦିନରେ ପହଁଞ୍ଚିଛି ଚଢ଼ଉ ।…

ରାୟଗଡ଼ାରେ ବୈଦିକ ବାଲ ସଂସ୍କାର କେନ୍ଦ୍ର ଉଦଘାଟିତ)

ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡ଼ା ସହରରେ ଗାୟତ୍ରୀ ମନ୍ଦିର ପରିସରରେ ଆର୍ଯ୍ଯ ସମାଜ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ବୈଦିକ ବାଲ ସଂସ୍କାର କେନ୍ଦ୍ର। ଶିଶୁମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ଭଲ ଅଭ୍ୟାସ ଏବଂ ଆତ୍ମବିଶ୍ୱାସ ବିକାଶ କରିବା…

ଚିନ୍ତା ବଢାଇଲାଣି ବ୍ରିଜ୍ ଓ ଗାତ ଉପରେ ପାଣି।

ରାୟଗଡ଼ (ଗୋପୀନାଥ ଗୌଡ଼): ଶନିବାର ଭୋର୍ ୪ଟାରୁ ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ପାଣି ହିଁ ପାଣି ନଜରକୁ ଆସୁଛି। ରାୟଗଡା ସହର ରୁ ଜେକେ ପୁର ପର୍ୟ୍ୟନ୍ତ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥର ଅବସ୍ଥା ବେହାଲ ହୋଇପଡିଛି। ସଂକୀର୍ଣ୍ଣ…

ରାଜନୀତି ବିଜ୍ଞାନ ବିଭାଗର ଅଭିଭାବକ-ଶିକ୍ଷକ ସମ୍ମିଳନୀ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲସ୍ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ସେମିଷ୍ଟାର ଅଭିଭାବକ-ଶିକ୍ଷକ ସମ୍ମିଳନୀ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟର ଶୁଭାରମ୍ଭ କରିବା ସହ…

ଅନୁଗୋଳରେ ଅଜଗର ଉଦ୍ଧାର, ପ୍ରାକୃତିକ ଆବାସରେ ଛାଡ଼ିଲା ବନ ବିଭାଗ

ଅନୁଗୋଳ (ଅଜିତ୍ କୁମାର ଭୋଇ) : ବଡ଼ଖାଲି ଗ୍ରାମରେ ଏକ ଭାରତୀୟ ଅଜଗର ଠାବ ହେବା ପରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ତୁରନ୍ତ ଉଦ୍ଧାର ଅଭିଯାନ କରାଯାଇଛି। ଗତ ୨୦ ଅଗଷ୍ଟ ରାତି ପ୍ରାୟ ୯ଟା ୩୫ ମିନିଟ୍‌ରେ ଗଣ୍ଠିଗାଡ଼ିଆ ବିଟ୍‌ର…

ଶିଖ ବିରୋଧୀ ଦଙ୍ଗାର ଦୋଷୀ କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାର ମୃତ।

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି । ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ସେ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିଲେ । ରିପୋର୍ଟ…

ପି ଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟରେ ୧୦କୋଟି ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ସ୍ଥିତ ପି ଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ରହ୍ମ କୁମାରୀ ଜ୍ଞାନ ବିଜ୍ଞାନ ଭବନ ବୁଗୁଡ଼ାର ମିଳିତ ସହଯୋଗରେ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା…

ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ଯବାନ ସମ୍ମାନିତ।

ରାୟଗଡ଼ (ଗୋପୀନାଥ ଗୌଡ଼):ଦେଶ ମାତୃକାର ସେବାରେ ନିଜକୁ ସମର୍ପଣ କରିଥିବା ଦେଵୀ ପ୍ରସାଦ ପାଣିଗ୍ରାହୀ ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରାସ୍ୱାଧୀନତା ଦିବସରେ ସମ୍ମାନୀତ ହେଇଛନ୍ତି। ଦେଶସେବା ପାଇଁ ଭାରତୀୟ ସେନାବାହିନୀର ଶ୍ରୀ ଦେବୀ ପ୍ରସାଦ ପାଣିଗ୍ରାହୀ ପ୍ରଥମ ଥର ପାଇଁ ରାୟଗଡ଼…

ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ…

Powered by Joinchat