ସିରିଆ ଛାଡ଼ି ପଳାୟନ କରିବା ପରେ ପୁଟିନ୍ ଆସାଦଙ୍କୁ ରାଜନୈତିକ ଆଶ୍ରୟ ପ୍ରଦାନ କରିଛନ୍ତି।

ନୂଆଦିଲ୍ଲୀ : ସିରିଆ ରାଷ୍ଟ୍ରପତି ବଶର ଅଲ-ଆସାଦ ଦେଶ ଛାଡ଼ି ରୁଷିଆ ଚାଲିଯାଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସାଦ ଏବଂ ତାଙ୍କ ପରିବାରକୁ ଆଶ୍ରୟ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଆସାଦ ତାଙ୍କ ପତ୍ନୀ ଆସମା ଏବଂ ସେମାନଙ୍କ ଦୁଇ ପିଲାଙ୍କ…

“ମୋଦି ବିରୋଧୀ ଏଜେଣ୍ଡାର ଅଭିଯୋଗ ନିରାଶାଜନକ ଏବଂ ଭିତ୍ତିହୀନ” – ଆମେରିକା

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଥିଲା ଯେ ଆମେରିକାର ବୈଦେଶିକ ବିଭାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଏଜେଣ୍ଡା ଅନୁସରଣ କରୁଛି। ବିଜେପି କହିଛି ଯେ ଆମେରିକା ସରକାରଙ୍କ ସହାୟତାରେ ଓସିସିଆରପି (ଅର୍ଗାନାଇଜଡ୍…

ବରଗଡ଼ ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ବରଗଡ(ମୁକୁନ୍ଦ ଦାସ) : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, ନୂତନ ଜ୍ଞାନକୌଶଳ ପ୍ରୟୋଗ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ…

୫୨୦ ନମ୍ବର ଜାତୀୟ ରାଜପଥ ରେ ପୁଣି ଏକ ଦୁର୍ଘଟଣା ।

କେନ୍ଦୁଝର(ସୀତାରାମ ଦୀକ୍ଷିତ): ଆଜି ସକାଳ ରେ ରୋଇଡା ଛକ ଓ ରଣା ସାଳ ଘାଟି ମଧ୍ୟ ଭାଗରେ ଏକ ଦୁର୍ଘଟଣା ହୋଇଥିଲା ।୫୨୦ ନମ୍ବର ଜାତୀୟ ରାଜପଥରେ ବାଇକ ରେ ରିମୁଳି ପଟୁ ଆସୁଥିବା ବେଳେ ନିଜର ବାଇକ ଦୃତଗତି ଥିବାରୁ…

ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍, ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳେଇ ଯାଇଥିବାର ବନବିଭାଗର ସୂଚନା ।କରଞ୍ଜିଆ:(ଜିତେନ୍ଦ୍ର ରାଜ )ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ବାଘୁଣୀ ଜୀନତ…

ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ-୨୦୨୪ ଶୁଭାରମ୍ଭ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସଭା ଗୃହ ନୂତନ ଜିଲ୍ଲା ସ୍ଵାସ୍ଥ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ଟିବି ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…

ଉତ୍ତମ ସ୍ୱାସ୍ଥ୍ୟ ହିଁ ପ୍ରକୃତ ଜୀବନ,କୁମାରକେଳି ୟୁପି ସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର (ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନ ଧରି ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଷଷ୍ଠ ରୁ ଅଷ୍ଟମ ବରିଷ୍ଠ, ଚତୁର୍ଥ ପଞ୍ଚମ କନିଷ୍ଠ…

କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଧାନରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ରାଶି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷକ ମାନଙ୍କୁ ପ୍ରଦାନର ଶୁଭାରମ୍ଭ । କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ‌ ଚରଣ ମାଝି ଙ୍କ କରକମଳରେ ଧାନ ର ସର୍ବନିମ୍ନ…

ଭୁବନେଶ୍ବରରେ CBIର ରେଡ: ଦେଢ଼ କୋଟିର ଡିଲ ପାଇଁ ୧୨ ଲକ୍ଷର ଲାଞ୍ଚ, ୩ ଗିରଫ

ଭୁବନେଶ୍ୱର(ସମୀର ରଞ୍ଜନ ନାୟକ) :ଭୁବନେଶ୍ବରରେ ଦିଲ୍ଲୀ ସିବିଆଇ ଟିମ୍‌ର ରେଡ଼, ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ସରକାରୀ ଅଧିକାରୀଙ୍କୁ ଦେଢ଼ କୋଟିର ଲାଞ୍ଚ ଦେବାକୁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ ବେଳେ ମାଡି ବସିଲା ସିବିଆଇ ।…

ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ।

ପୁରୀ (ସମୀର ରଞ୍ଜନ ନାୟକ ) : ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ। ଦିନ ଧାର୍ଯ୍ୟ ନେଇ ASI ଅଧୀକ୍ଷକଙ୍କ ପକ୍ଷରୁ ସୂଚନା। ଏନେଇ ନୀତି ସବ୍‌ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ଆମେ…

error: Content is protected !!
Powered by Joinchat