ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ୨ ଦିନ

ପୁରୀ :ପ୍ରତିବର୍ଷ ୧୫ ଦିନ ଅଣସରରେ ରହିଥାନ୍ତି ମହାପ୍ରଭୁ କିନ୍ତୁ ଚଳିତ ବର୍ଷ ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ । ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି ।ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…

ନିର୍ବାଚନ ସରିବା ପରେ ରାଜ୍ୟ ସରକାର ବଢ଼ାଇଲେ ପେଟ୍ରୋଲ, ଡିଜେଲ ମୂଲ୍ୟ

ବେଙ୍ଗାଲୁରୁ :କଂଗ୍ରେସ ଶାସିତ କର୍ଣ୍ଣାଟକର ସିଦ୍ଧରମେୟା ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଗତ ନିର୍ବାଚନରେ ଦେଇଥିବା ଗ୍ୟାରେଣ୍ଟି ପୂରଣ ପାଇଁ ଅର୍ଥର ଆବଶ୍ୟକତା ହିଁ ମୂଲ୍ୟ ବୃଦ୍ଧିର…

ରାଜ୍ୟ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।ଶପଥ ନେବାର ୪ ଦିନ ପରେ ରାଜ୍ୟରେ…

ଛତିଶାନିଯୋଗ ବୈଠକରେ ନିର୍ଧାରିତ ହେଲା ସ୍ନାନପୁର୍ଣିମା ନୀତିକାନ୍ତି

ପୁରୀ :ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ସ୍ନାନ୍ନ ପୂର୍ଣ୍ଣିମା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ହୋଇଛି ଆଲୋଚନା। ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନୀତିକାନ୍ତି ଉପରେ ମୋହର ଲାଗିଛି…

ଇଭିଏମ ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର :ସରକାର ବଦଳିବା ସହିତ କ୍ଷମତା ହସ୍ତାନ୍ତର ହୋଇସାରିଛି କିନ୍ତୁ ସରିନି ବିବାଦ। ଏବେ ମଧ୍ୟ ନିର୍ବାଚନକୁ ନେଇ ବିବାଦ ଚାଲିଛି। ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଇତିମଧ୍ୟରେ ଦୀପାଳି…

ଚିଲିକା ମଝିରେ କୋଡିଏ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗା ଅଟକିଲା

ପୁରୀ :ଚିଲିକା ମଝିରେ ଡ଼ଙ୍ଗା ବୁଢ଼ୀବା ହେଉ କିମ୍ବା ଡ଼ଙ୍ଗା ଅଟକି ବା ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି l ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ମୁତାବକ l ଚିଲିକା ମଝିରେ ପୁଣି ଅଟକିଲା…

ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି।

ଭୁବନେଶ୍ୱର: ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ଯେପରି କୌଣସି…

ଆଇନଶୃଙ୍ଖଳାକୁ ନେଇ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର :ପୋଲିସ ଲୋକଙ୍କୁ ଉତ୍ତମ ବ୍ୟବହାର କରନ୍ତୁ । ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାର ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ…

କନ୍ନଡ ଅଭିନେତା ଦର୍ଶନଙ୍କ ନିଷ୍ପାପ ପୁଅକୁ ସୋସିଆଲ ମିଡିଆରେ ଆପତ୍ତିଜନକ ବାର୍ତ୍ତା

ବେଙ୍ଗାଲୁର:ପବିତ୍ର ଗୌଡ଼ାଙ୍କ ବିରୋଧରେ ଏକ ଇନଷ୍ଟାଗ୍ରାମ ମନ୍ତବ୍ଯକୁ ନେଇ ବେଙ୍ଗାଲୁରୁରେ 33 ବର୍ଷୀଯ଼ା ରେଣୁକାସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ ଏବଂ ଅନ୍ଯ 12 ଜଣଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ସୂଚନା ଅନୁଯାଯ଼ୀ, ଏକ ଦଶନ୍ଧିରୁ…

ଯୋଗୀ ଆଦିତ୍ୟନାଥଙ୍କ କଡା ନିର୍ଦେଶ

ଉତ୍ତରପ୍ରଦେଶ ରେ ବକ୍ରୀଇଦ ଅବସରରେ ବଳିଦାନ ପାଇଁ ସ୍ଥାନ ପୂର୍ବରୁ ଚିହ୍ନିତ କରାଯିବା ଉଚିତ। ଅନ୍ଯ କୌଣସି ସ୍ଥାନରେ ବଳିଦାନ କରାଯିବା ଉଚିତ ନୁହେଁ। ବିବାଦୀଯ଼ କିମ୍ବା ସମ୍ବେଦନଶୀଳ ସ୍ଥାନରେ ବଳିଦାନ କରାଯିବା ଉଚିତ ନୁହେଁ। ଅଧିକାରୀମାନେ ସୁନିଶ୍ଚିତ କରିବା ଉଚିତ…

error: Content is protected !!