ଆଇନ ମନ୍ତ୍ରୀଙ୍କ ବଡ ସୂଚନା ; କହିଲେ ତୁରନ୍ତ ମେଘନାଦ ପାଚେରୀର କାମ ହେବ

ପୁରୀ/ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଦେଖିବାକୁ ମିଳିଛି। ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସମସ୍ତ ନୀତି ବିଳମ୍ବ ଓ ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିବାରୁ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି । ଏହି ସମୟରେ ପ୍ରାୟ ୧ ଘଣ୍ଟା ପାଇଁ ମାହପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ…

ୱାକଫ୍ ବୋର୍ଡ ଗାଁ ସମ୍ପତ୍ତି ଦାବି କରିବା ପରେ ହିଂସା

ବେଙ୍ଗାଲୁର :କର୍ଣ୍ଣାଟକରେ ୱାକଫ ବିବାଦ ହିଂସାତ୍ମକ ରୂପ ନେଇଛି। ରାଜ୍ଯ଼ର ହାବେରୀ ଜିଲ୍ଲାରେ ମୁସଲମାନ ନେତାମାନଙ୍କ ଘର ଉପରେ ଭିଡ଼ ପଥର ଫିଙ୍ଗିଥିବା ଖବର ମିଳିଥିଲା। ସେମାନେ ଭୟ କରୁଛନ୍ତି ଯେ ୱାକଫ ବୋର୍ଡ ସେମାନଙ୍କ ସମ୍ପତ୍ତି ଅଧିକାର କରିବ। ଏହି…

ସାମ୍ୱାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଖଲିକୋଟ ସାମ୍ୱାଦିକ ସଂଘ ତତଫରୁ ପ୍ରତିବାଦ

ଖଲ୍ଲିକୋଟ (ରିପୋର୍ଟ:- ଅଶ୍ଵିନୀ କୁମାର ମହାନ୍ତି): ଗତକାଲି ନିଉଜ -୭ ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଖବର ସଂଗ୍ରହ ନିମନ୍ତେ ସୁବର୍ଣ୍ଣପୁର ବିଡ଼ିଓ ଙ୍କ କାର୍ଯ୍ୟାଳୟ ଯାଇଥିବା ବେଳେ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ କେତେକ ପ୍ରଶ୍ନ…

ଚୈତନ୍ୟ ମଠରେ ଗୋବର୍ଦ୍ଧନ ପୂଜାତ୍ସୋବ ଅନୁଷ୍ଠିତ

ବୁଗୁଡା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଗୌଡୀୟ ମଠରେ ଗୋବର୍ଦ୍ଧନ ପୂଜାତ୍ସୋବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପବିତ୍ର କାର୍ତ୍ତିକ ଶୁକ୍ଲ ପ୍ରତିପଦାରେ ଆୟୋଜିତ ଏହି ଉତ୍ସବ ଅବସରରେ ଶ୍ରୀକୃଷ୍ଣଙ୍କ ଅଭିଷେକ…

ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ…

ନିଆରା ଢଙ୍ଗରେ ଦୀପାବଳି ପାଳିଲା ଏବିଭିପି

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଘୁମୁସର ଜିଲ୍ଲା ବୁଗୁଡ଼ା ନଗର ପକ୍ଷରୁ ଦୀପାବଳି ଉତ୍ସବ ପାଳନ କରାଯାଇଛି।ଏହି ଅବସରରେ ବୁଗୁଡ଼ା ବ୍ଲକ୍ କାନସୁକା ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱଦେଶୀ ବାଣ ଫୁଟାଇବା…

error: Content is protected !!