ଭୁବନେଶ୍ୱର : ପୂର୍ବ ବିଜେଡି ସରକାର ତାଙ୍କୁ ୨୦୧୮ ମସିହାରେ ନିଲମ୍ବନ କରିଥିଲେ। ସେହି ସମୟରେ ତାଙ୍କୁ ୪ ଥର ବଦଳି କରିବା ପରେ ଶେଷରେ ନିଲମ୍ବନ କରାଯାଇଥିଲା। ଏହା ପରେ ପୂର୍ବତନ ସରକାରଙ୍କୁ ଇଙ୍ଗିତ କରି ଓଏଏସ୍ ଅଫିସର ଦେବ…
Tag: www.shreekhetranews.com
ମମତାଙ୍କ ମନ୍ତବ୍ଯ ବିରୋଧରେ ଢାକାରୁ ‘କୂଟନୈତିକ ନୋଟ୍ “ପାଇଛୁ – MEA
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଦିନ କହିଛି ଯେ ସରକାରୀ ଚାକିରି ପାଇଁ କୋଟା ବ୍ଯବସ୍ଥାକୁ ନେଇ ପଡ଼ୋଶୀ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ଉପରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ମନ୍ତବ୍ଯ…
ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଦାଵିକଲା ଏବିଭିପି
ସୁବର୍ଣ୍ଣପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ରେ ଛାତ୍ର ସଂସଦ ନିର୍ବାଚନ ନେଇ ଦାବି ଉପସ୍ଥାପନା କରାଯିବ। ସୁବର୍ଣ୍ଣପୁର ଜିଲ୍ଲାରେ ଏବିଭିପି ର ସଦସ୍ୟତା ସଂଗ୍ରହ ବିଷୟରେ ସୂଚନା ଦିଆଯାଇଛି…
ସୁବର୍ଣ୍ଣପୁର ଜିଲାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଶିକ୍ଷା ସପ୍ତାହ ପାଳନ
ସୁବର୍ଣ୍ଣପୁର :କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଜୁଲାଇ ୨୨ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତି ୨୦୨୦ ର ଚତୁର୍ଥ…
ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା , ସନ୍ଦେହ ବଢ଼ିବାରେ ଲାଗିଛି
ଭୁବନେଶ୍ୱର :ମହିଳା ସାମ୍ବାଦିକା ମଧୁମିତା ପରିଡା ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା କୁହାଯାଉଛି। ବାପୁଜୀନଗର ଟ୍ରେନ୍ ଲାଇନରୁ ସାମ୍ବାଦିକା ମଧୁମିତା ପରିଡାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ମହିଳା ସାମ୍ବାଦିକା ମଧୁମିତା ଇନଷ୍ଟା ଭିଡିଓରେ ନିଜ ସ୍ୱାମୀଙ୍କ ବିଷୟରେ…
DRDO ର ଆଉ ଏକ ସଫଳତା,ଶୁଭେଚ୍ଛା ଜଣାଇଲେ ରକ୍ଷାମନ୍ତ୍ରୀ
ଭୁବନେଶ୍ୱର : ଡି.ଆର୍.ଡି.ଓ. ସଫଳତାର ସହ ସ୍ୱଦେଶୀ ବାଲାସ୍ଟିକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଓଡ଼ିଶାର ବାଲେଶ୍ୱରର ଚାନ୍ଦିପୁରସ୍ଥିତ ଏକ ପରୀକ୍ଷଣ ସ୍ଥଳରୁ ପୃଥ୍ୱୀ-2 କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା ଏବଂ ଅବଦୁଲ କଲାମ ଦ୍ୱୀପରୁ ନିକ୍ଷେପ କରାଯାଇଥିବା ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର…
ହାର୍ଦ୍ଦିକଙ୍କ ଅଧିନାୟକତ୍ୱକୁ ଏକ,ଦୁଇ ନୁହେଁ ସମସ୍ତ ସାଥି ଖେଳାଳି ବିରୋଧ କରିଥିଲେ
ମୁମ୍ବାଇ :ଟି-20 ବିଶ୍ୱକପ୍ ପରଠାରୁ, ଯେତେବେଳେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟି-20 କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଦଳର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅଧିନାୟକ ହେବାର ଦୌଡ଼ରେ ଆଗରେ ଥିଲା। ଶ୍ରୀଲଙ୍କା ଗସ୍ତ ପାଇଁ ହାର୍ଦ୍ଦିକ…
‘ସମ୍ବିଧାନ ହତ୍ୟା ଦିବସ’ କେତେ ସାମ୍ବିଧାନିକ, କେନ୍ଦ୍ର ସରକାରକୁ ନୋଟିସ ଜାରି କଲେ କୋର୍ଟ
ଆହ୍ଲାବାଦ:ଜୁନ୍ ୨୫ କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିଥିବା ଜୁଲାଇ ୧୩ ବିଜ୍ଞପ୍ତିକୁ ଚ୍ୟାଲେଞ କରି ଏକ ଜନସ୍ୱାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତିକ୍ରିୟା ମାଗିଛନ୍ତି। ୨୫ ଜୁନ୍ ୧୯୭୫ ରେ ତତ୍କାଳୀନ…
NEET ପ୍ରଶ୍ନପତ୍ର ପ୍ରଘଟ ଉପରେ ସୁପ୍ରିମକୋର୍ଟଙ୍କ ରାୟ , ପୁନଃ ପରୀକ୍ଷାକୁ ନା
ନୂଆଦିଲ୍ଲୀ :ଏନ୍.ଇ.ଇ.ଟି. ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି। ସିଜେଆଇଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ ପୁନର୍ବାର ପରୀକ୍ଷା ହେବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷାର ପବିତ୍ରତା ଉଲ୍ଲଙ୍ଘନ ହୋଇଛି ବୋଲି ଦର୍ଶାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ପ୍ରଧାନ ବିଚାରପତିଙ୍କ…
ମୋଦୀ @ 3.0 ର ପ୍ରଥମ ବଜେଟରେ ଟିକସଦାତାଙ୍କୁ ବଡ ଉପହାର
Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୋଦୀ 3-ର ପ୍ରଥମ ବଜେଟରେ ଟିକସଦାତାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ନୂଆ ଟିକସ ବ୍ଯବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି…
