ଲୋକସଭାରେ ହାଇ-ଭୋଲ୍ଟେଜ ଡ୍ରାମା

ନୂଆଦିଲ୍ଲୀ :ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଅପମାନିତ କରି କହିଥିଲେ ଯେ ହିନ୍ଦୁ ଧର୍ମ ଭୟ , ଘୃଣା ଏବଂ ମିଥ୍ୟା ପ୍ରଚାର କରିବା ପାଇଁ ନୁହେଁ। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ…

A1 କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ପୁରୀ :ଦେଶ ଓ ଜାତିକୁ ଶ୍ରେଷ୍ଠ ଭାବେ ଗଢି ତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଅବର୍ଣ୍ଣନୀୟ । ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବା ସହ ଶିକ୍ଷାନୁଷ୍ଠାନ ରେ ଥିବା ସମସ୍ୟା ଗୁଡ଼ିକର ଉପଯୁକ୍ତ ଭାବରେ ସମାଧାନ କରାଗଲେ ନିଶ୍ଚିତ…

ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ 89ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ 76ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି 08ଟି…

ଦଶମୂଳ ମୋଦକ ପ୍ରସ୍ତୁତି ପରେ ଶ୍ରୀମନ୍ଦିରକୁ ବିଜେ

ପୁରୀ: ଶ୍ରୀ ବିଗ୍ରହ ମାନେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡୀରେ ଅବସ୍ଥାନ କରିଛନ୍ତିି । ମହାପ୍ରଭୁଙ୍କ ସେବକ ଦଇତାପତି ଏବଂ ପତି ମହାପାତ୍ର…

ଅଖିଳ ଭାରତୀୟ ମଜଦୁର ସଙ୍ଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁରୀ :ଅଖିଳ ଭାରତୀୟ ମଜଦୁର ସଂଘ ର କାର୍ଯ୍ୟକାରିଣୀ ବୈଠକ 28/6ରୁ ଆରମ୍ଭ ହୋଇ 30/6ରେ ପୁରୀ ଜାନକି ରେସିଡେଣ୍ଟ ପରିସର ରେ ଶେଷ ହୋଇଥି ଲା l ଏହି କାର୍ଯ୍ୟକ୍ରମ ରେ ସିମେଣ୍ଟ ମହାସଙ୍ଗର ପ୍ରତିକ ମାସ ର ପ୍ରତିକ…

ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ୧୧ଜଣ ଅସୁସ୍ଥଙ୍କ ମଧ୍ୟରୁ ୫ଗୁରୁତର

ଭଞ୍ଜନଗର :ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ ପାର୍ତିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ବିଷାକ୍ତ ଛତୁ ଖାଇ ଗ୍ରାମର ଭଜମନ ନାୟକ, କୋରା ନାୟକ ଓ ତ୍ରୟୋନାଥ ନାୟକଙ୍କ ପରିବାରର ୧୧ ଅସୁସ୍ଥ ହୋଇପଡିଥିଲେ।ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…

ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାରର ୧୭ଶ ସ୍ଵନକ୍ଷତ୍ର ଉତ୍ସବ ପାଳନ

ପୁରୀ: ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳିତ। ଏହି ଅବସରରେ ରାଜ୍ୟସ୍ତରୀୟ ବକୃତା,ଗଣିତ ସମାଧାନ,ପ୍ରବନ୍ଧ ପ୍ରତିଯୋଗିତା ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ…

ରଥ ଟାଣିବେ ରାଷ୍ଟ୍ରପତି କେନ୍ଦ୍ରୀୟ ଗୃହମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ

ଭୁବନେଶ୍ୱର : ଚଳିତ ଘୋଷଯାତ୍ରାରେ ରଥରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ରାଷ୍ଟ୍ରପତି । ନୂଆ ସରକାର ରଥଯାତ୍ରାରେ ଯୋଗଦେବାକୁ ଅନେକ ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିଛି । ଅନେକ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ ହଜାରରୁ…

ସ୍ୱର୍ଣ୍ଣିମ ଯୁଗର ଅନ୍ତ, ଆଉ ଟି୨୦ ମ୍ୟଚରେ ଦେଖାଯିବେନି ରୋହିତ ଓ କୋହଲି

ବର୍ବାଡୋସ: ଭାରତ ଦକ୍ଷିଣ ଆଫ୍ରିକାକୁ 7 ରନ୍ ରେ ପରାସ୍ତ କରିଛି। ମ୍ୟାଚ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-20 ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଅବସର ଘୋଷଣା କରି ବିରାଟ କହିଛନ୍ତି, “ଏହା ଭାରତ ପାଇଁ…

ଭାରତର ବିଜୟ ପରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ

ମୁମ୍ବାଇ :ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଟି-20 ବିଶ୍ୱକପ୍ ଜିତିଛି। ଭାରତ ଟି-20 ବିଶ୍ୱକପ୍ ଫାଇନାଲ ଜିତିବା ପରେ ଲୋକମାନେ ଖୁସିରେ ଲୁହ ଢାଳି ଦେଇଥିଲେ। ଏହି ମହାନ ବିଜୟ ପରେ ସମଗ୍ର ଦେଶ ଉତ୍ସବ ପାଳନ କରୁଛି। ସାଧାରଣ…

error: Content is protected !!