ଭାରତ ମୁମ୍ବାଇ ଆକ୍ରମଣ ପରେ ନିରବ ଥିଲା,କିନ୍ତୁ ଏବେ ଏହାକୁ ଆଉ ସହ୍ୟ କରିବ ନାହିଁ

Foreign Minister S Jaishankar: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ଯମ ଜୟଶଙ୍କର ରବିବାର କହିଛନ୍ତି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ତରଫରୁ କୌଣସି ପ୍ରତିକ୍ରିଯ଼ା ଆସିନାହିଁ। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯଦି…

ପୂର୍ବତନ କାଉନସିଲରଙ୍କ ବିୟୋଗ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଏନ୍ଏସିର ପୂର୍ବତନ କାଉନସିଲର ରଜନୀ କୁମାରୀ ଦାଶଙ୍କ ବୁଗୁଡ଼ା ନବ ଗୁଞ୍ଜର ସ୍ଥିତ ବାସ ଭବନରେ ଶନିବାର ରାତି ସାଢ଼େ ଦଶଟା ସମୟରେ ପରଲୋକ ଘଟିଛି।ତାଙ୍କର ଜ୍ୟେଷ୍ଠ ପୁତ୍ର ଅମୂଲ୍ୟ କୁମାର ଦାଶଙ୍କ…

ସୁବଳୟା କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଉଦଯାପିତ

ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ନିଶାମୁକ୍ତ ଭାରତ ଅଭିଯାନ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ରେ ନିଶାମୁକ୍ତ ସମ୍ପର୍କିତ ଓଡ଼ିଆ ରଚନା…

ମୁର୍ଷୁଣ୍ଢୀ ଠାରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର (ରିପୋର୍ଟ =ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଶନିବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜକ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ଓ ସଦାନନ୍ଦ ପଣ୍ଡା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି…

ବିଜେପିକୁ ବିରୋଧ କରିବା ଅପରାଧ କି – ଶଙ୍କରାଚାର୍ଯ୍ଯ ଅବିମୁକ୍ତେଶ୍ୱରାନନ୍ଦ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶଙ୍କରାଚାର୍ଯ୍ଯ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ଗୋ ମାତାଙ୍କ ପାଇଁ ଶପଥ ନେଉଥିବା ଯେକୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସ୍ୱାମୀ…

ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ଥାନାରେ ଅଭିଯୋଗ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ )ଗତ ୨୪ତାରିଖରେ ସମ୍ବାଦ ଦୈନିକ ଖବର କାଗଜରେ ସାମ୍ବାଦିକ ଏବଂ ସ୍ତମ୍ଭକାର ସମ୍ବିତ ସାହୁଙ୍କ ବ୍ରାହ୍ମଣ ଜାତିକୁ ଆକ୍ଷେପ କରି “ଢ଼ିଙ୍କିଶାଳରୁ ଢେଙ୍କାନାଳ ” ନିୟମିତ ସ୍ତମ୍ବରେ ” ପାଉଁଶ ତଳର ନିଆଁ…

ରାଜ୍ୟରେ ଓବିସି ମାନଙ୍କୁ ଅଣଦେଖା କରୁଛି ସରକାର: ଓବିସି ସୁରକ୍ଷା ମଞ୍ଚ

ବରଗଡ଼ (ରିପୋର୍ଟ – ମୁକୁନ୍ଦ ଦାସ ) : ଅନ୍ୟାନ ପଛୁଆ ବର୍ଗ (ଓବିସି) ମାନଙ୍କ ବିଭିନ୍ନ ପ୍ରସଙ୍ଗ ଯଥା ଶିକ୍ଷା,ଚାକିରୀ ଓ ରାଜନୀତି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବା ଦାବୀ ରେ ଓବିସି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ…

ଗୋଲିଆ ଗ୍ରାମର ଛକରେ ଭାସୁଛି ନର୍ଦ୍ଦମା ପାଣି, ପ୍ରତିକାର ଦାବି

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗାଁ ମୁହଁ ଛକରେ ନର୍ଦ୍ଦମା ଜଳ ଭାସୁଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସାଙ୍ଗକୁ ଲୋକଙ୍କ ଯାତାୟତରେ ମଧ୍ୟ ଅସୁବିଧା ହେଉଥିବା ଜଣାଯାଇଛି । ମୁଖ୍ୟ ରାସ୍ତା…

କ୍ଷୟକ୍ଷତିର ଆକଳନ କରିବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌‌ – ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ ବୁଢାବଳଙ୍ଗ ନଦୀରେ ପାଣି ବଢିଛି। ହେଲେ ବିପଦ ସଙ୍କେତ ଟପିନି। ବନ୍ୟା ସ୍ଥିତି ହୋଇନଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ…

SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ – ମନ୍ତ୍ରୀ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ବାତ୍ୟା ଜନିତ କ୍ଷୟକ୍ଷତି ପ୍ରଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରୁ ଆଖି ଦେଖା…

error: Content is protected !!