ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ।ବଲାଙ୍ଗୀରରେ ମୋଦୀ କହିଛନ୍ତି, ଏବେ ଆପଣଙ୍କ…

ଜାତୀୟ ପତାକାକୁ ଅସମ୍ମାନ ଦେଖାଇଥିବା ପୁରୀ ରେଳବାଇ କର୍ମଚାରୀଙ୍କ ନାଁ ରେ ମକଦ୍ଦମା

ପୁରୀ:ଖବରରୁ ପ୍ରକାଶ ଯେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରେଳ ବିଭାଗର ୬ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଶୁକ୍ରବାର ମୋକଦ୍ଧମା ରୁଜୁ କରିଛି ରେଳବାଇ ପୁଲିସ। ସେମାନଙ୍କ ଉପରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧୭ ସମେତ ଜାତୀୟ ସମ୍ମାନ ଆଇନର…

ନବୀନ ସରକାର ନ ଆସିଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି – ପାଣ୍ଡିଆନ

ପୂର୍ବଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ‘କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ୧୦ ବର୍ଷ ମଧ୍ୟରେ ସାମାନ୍ୟ ଗୋଟେ…

ଭୁବନେଶ୍ୱରରେ ରୋଡ ସୋ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପିଏମଙ୍କୁ ଓଡିଶା ଭାଜପାର ନେତା ଓ କର୍ମୀମାନେ ଜୋରଦାର ସ୍ବାଗତ କରିଛନ୍ତି।ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ…

ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ

ଖୋର୍ଦ୍ଧା : ବାଣ ପ୍ରସ୍ତୁତି ସମୟ ରେ ବିସ୍ଫୋରଣ ଏମିତି ଏକ ଖବର ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଆଞ୍ଚଳର ଲେଖନପୁର ଗାଁ ରେ ।ଘଟଣାରୁ ପ୍ରକାଶ ଗୌରାଙ୍ଗ ଚରଣ ପଟ୍ଟନାୟକ ଘରେ ବାଣ ଭିଡୁଥିବା ସମୟ ବିସ୍ଫୋରଣ ହୋଇଥିଲା…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲାରେ ପୁର୍ବାନ୍ହ 11.00 ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତା ରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତହୋଇଯାଇଛି। ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥ…

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି , ମିଳିଲା ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି ।ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ…

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଓ ଏହାର ଇତିହାସ

ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ସମସ୍ତ ପର୍ବ ମଧ୍ୟରେ ଚନ୍ଦଣାଯାତ୍ରା ର ସ୍ଥାନ ଅନନ୍ୟ।ପ୍ରଭୁପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବାପାଇଁ ଏହି ଯାତ୍ରା କରିଥାନ୍ତି।ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ପର୍ବ…

ଭାରତକୁ ନାଲିଆଖି ଦେଖାଇବା ମହଙ୍ଗା ପଡ଼ିଲାଣି ମାଳଦ୍ୱୀପକୁ

ମାଳଦ୍ୱୀପର କିଛି ମନ୍ତ୍ରୀ, ଅଧିକାରୀ ଓ ନିଜେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଇଣ୍ଡିଆ ଆଉଟ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଭାରତୀୟଙ୍କୁ ଅପମାନଜନକ ଟିପ୍ପଣୀ ଦେଇଥିଲେ । ବର୍ତମାନ ନିଜ ଦେଶର ପର୍ଯ୍ୟଟନ ନିମ୍ନଗାମୀ ହେଉଥିବାରୁ ମାଳଦ୍ୱୀପର ପର୍ଯ୍ୟଟନ…

ଅନଲାଇନ ବେଟିଂ ଖେଳର କରୁଣ ପରିଣତି

ଝାରସୁଗୁଡା :ଏକ ହୃଦୟ ବିଦାରକ ଘଟଣା କ୍ରମରେ କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି…

error: Content is protected !!