ବିବାଦୀୟ ରାଜନେତା ପ୍ରଶାନ୍ତ ଜଗଦେବ ନିକଟରେ ବିଜେପି ରେ ଯୋଗ ଦେଇଥିଲେ। ପୁଣି ବିବାଦ ରେ ନା ଆସିଛି ବୁଥ୍ ଭିତରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ଘଟଣା ପାଇଁ । ସେଥିପାଇଁ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ…
Author: Shree khetra News
ବାତ୍ୟା ‘ରେମାଲ’ ପାଇଁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ରେମାଲ’ ତୀବ୍ର ହୋଇ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ୨୬ ତାରିଖ ମଧ୍ୟରାତ୍ରିରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ମାଡ ହେବ ବୋଲି ଆଶା କରାଯାଉଛି। ବଙ୍ଗୋପସାଗରରେ ଚଳିତ ମୌସୁମୀର ଏହା…
ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ
ସବୁ କଳ୍ପନାର ଅନ୍ତ ଘଟାଇ ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ। ଆସନ୍ତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ସହ ହାଇଦ୍ରାବାଦର ହେବ ଫାଇନାଲ ମ୍ୟାଚ। ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ପରାଜିତ କରିଛି ହାଇଦ୍ରାବାଦ। ipl…
କେଜ୍ରିୱାଲଙ୍କ ଦାବି ମୋଦୀଙ୍କ ପରବର୍ତୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ ସରକାର
ମଦ ଦୁର୍ନୀତିରେ ବେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ମୋଦୀ ସରକାରଙ୍କ ଆଗାମୀ ଟାର୍ଗେଟରେ ରହିଛି କେରଳ ଓ ପଶ୍ଚିମବଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ କେଜ୍ରିୱାଲ ଦାବି କରିଛନ୍ତି ପଶ୍ଚିମବଙ୍ଗ ଓ କେରଳ ସରକାର ଭାଙ୍ଗିବାକୁ…
ଭି.କେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯାଉ-ବିଜେପି
ଭୁବନେଶ୍ୱର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ବାରମ୍ବାର ଆଶଙ୍କା ପ୍ରକାଶ କରୁଛନ୍ତି। ବିଶେଷକରି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃବର୍ଗ। ମୁଖ୍ୟମନ୍ତ୍ରୀ କଣ ଗୃହବନ୍ଦୀ ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି…
କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀର ମହାସମର
ଏକଦା ବିଜୁ ବାବୁଙ୍କ ନିର୍ବାଚନ କ୍ଷେତ୍ର ଥିଲା ପାଟକୁରା। ଏଥର ପାଟକୁରା ନିର୍ବାଚନ ମଣ୍ଡଳିରେ ଦେଖାଦେଇଛି ନିର୍ବାଚନି ଉଷ୍ମତା । ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସର ବିଧାୟଜ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଚଳିତ…
ପ୍ରାକ ନିର୍ବାଚନୀ ହିଂସା ରୋକିବା ପାଇଁ ପୋଲିସର ମେଗା ଫ୍ଲାଗ ମାର୍ଚ୍ଚ
ଭୁବନେଶ୍ୱର :: ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରାକ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛି ପୋଲିସ।ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଏକ ମେଗା ଫ୍ଲାଗ…
ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି
ଭୁବନେଶ୍ୱର :ଜଣେ ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି।ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ର ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଏବଂ ସରଳସିଂହ ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼ରେ ଏକ ଅଜଣା ବ୍ୟକ୍ତିର ଗଳିତ ଶବ…
ଆଇପିଏଲ ଇତିହାସରେ ବିରାଟଙ୍କ ବିରାଟ ରେକର୍ଡ
ଚଳିତ ଆଇପିଏଲ୍ ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ…
