ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍, ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳେଇ ଯାଇଥିବାର ବନବିଭାଗର ସୂଚନା ।କରଞ୍ଜିଆ:(ଜିତେନ୍ଦ୍ର ରାଜ )ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ବାଘୁଣୀ ଜୀନତ…

ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ-୨୦୨୪ ଶୁଭାରମ୍ଭ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସଭା ଗୃହ ନୂତନ ଜିଲ୍ଲା ସ୍ଵାସ୍ଥ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ଟିବି ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ…

ଉତ୍ତମ ସ୍ୱାସ୍ଥ୍ୟ ହିଁ ପ୍ରକୃତ ଜୀବନ,କୁମାରକେଳି ୟୁପି ସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର (ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନ ଧରି ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଷଷ୍ଠ ରୁ ଅଷ୍ଟମ ବରିଷ୍ଠ, ଚତୁର୍ଥ ପଞ୍ଚମ କନିଷ୍ଠ…

କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଧାନରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ରାଶି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷକ ମାନଙ୍କୁ ପ୍ରଦାନର ଶୁଭାରମ୍ଭ । କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ‌ ଚରଣ ମାଝି ଙ୍କ କରକମଳରେ ଧାନ ର ସର୍ବନିମ୍ନ…

ଭୁବନେଶ୍ବରରେ CBIର ରେଡ: ଦେଢ଼ କୋଟିର ଡିଲ ପାଇଁ ୧୨ ଲକ୍ଷର ଲାଞ୍ଚ, ୩ ଗିରଫ

ଭୁବନେଶ୍ୱର(ସମୀର ରଞ୍ଜନ ନାୟକ) :ଭୁବନେଶ୍ବରରେ ଦିଲ୍ଲୀ ସିବିଆଇ ଟିମ୍‌ର ରେଡ଼, ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ସରକାରୀ ଅଧିକାରୀଙ୍କୁ ଦେଢ଼ କୋଟିର ଲାଞ୍ଚ ଦେବାକୁ ନୟାପଲ୍ଲୀର ଏକ ତାରକା ହୋଟେଲରେ ଡିଲ ବେଳେ ମାଡି ବସିଲା ସିବିଆଇ ।…

ଧାନର ସର୍ବନିମ୍ନ ସହାୟତା ଉପରେ ଇନପୁଟ ସବସିଡ ପ୍ରଦାନ କାର୍ଯ୍ୟକ୍ରମ।

ପୁରୀ (ସମୀର ରଞ୍ଜନ ନାୟକ) : ସରକାର କୃଷି ଓ କୃଷକ ର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ।ସେଥିପାଇଁ ପ୍ରଥମ କ୍ୟାବିନେଟ ରେ କୃଷକ ମାନଙ୍କୁ ୮୦୦ ଟଙ୍କାର ସବସିଡ ପାଇଁ ମୋହର ମାରିଥିଲେ।ଆଜି ବଡ ଖୁସି ଓ ଗୌରବ ର କଥା…

ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ।

ପୁରୀ (ସମୀର ରଞ୍ଜନ ନାୟକ ) : ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ। ଦିନ ଧାର୍ଯ୍ୟ ନେଇ ASI ଅଧୀକ୍ଷକଙ୍କ ପକ୍ଷରୁ ସୂଚନା। ଏନେଇ ନୀତି ସବ୍‌ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ଆମେ…

ଶିମିଳିପାଳରୁ ଦୁଇ ବାରହା ଶିକାରୀ ଗିରଫ,ମାଂସ ସହିତ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ଜବତ |

ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ): ଗତକାଲି ସନ୍ଧ୍ୟା ସମୟରେ ଶିମିଳିପାଳ ଜଙ୍ଗଲ ରୁ ଦୁଇ ଜଣ ବାରହା ଶିକାରୀ ଙ୍କୁ ବନ ବିଭାଗ ର ଟିମ ଗିରଫ କରିଥିବା ସୂଚନା ମିଳିଛି | ପ୍ରାପ୍ତ ସୂଚନା ଅନୁଯାୟୀ ଶିମିଳିପାଳ ଜଙ୍ଗଲ ଭିତରେ ବନ୍ୟ…

କାଶିଆ ମାଇନ୍ସ ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ): ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାଶିଆ ଆଇରନ ଓ ଡୋଲାମାଇଟ୍ ମାଇନ୍ସ ପକ୍ଷରୁ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମଏସ) ସପ୍ତାହ-୨୦୨୪-୨୦୨୫ ପାଳିତ ହୋଇଯାଇଛି । ଏହି…

ଶିଶୁ ମନ୍ଦିର ଶିକ୍ଷକ ପଦ୍ମନାଭ ତ୍ରିପାଠୀଙ୍କ ପରଲୋକ।

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଖୁବ ଜଣା ଶୁଣା ସମସ୍ତଙ୍କର ପ୍ରିୟ ପଦ୍ମନାଭ ତ୍ରିପାଠୀ ସାର ଙ୍କର ଦେହାନ୍ତ ହୋଇଯାଇଛି।ତେବେ ୧ନମ୍ୱର ୱାର୍ଡ ଶାସ୍ତ୍ରୀ ନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇ ଥିବାର ଖବର ମିଳିଛି।…

error: Content is protected !!