ପୁରୀ (ସମୀର ରଞ୍ଜନ ନାୟକ ): ସୁନ୍ଦରଗଡ ଠାରେ ୧୭ ବର୍ଷ ରୁ କମ୍ ବାଳକ ବର୍ଗର କବାଡି ପ୍ରତିଯୋଗିତାରେ ପୁରୀ ଜିଲ୍ଲା ଚମ୍ପିୟାନ ହୋଇଛି।ବଲାଙ୍ଗୀର ଜିଲ୍ଲା ସହ ଖେଳ ଆରମ୍ଭ କରିଥିବା ପୁରୀ ବାଳକ କବାଡି ଦଳ ସେମିଫାଇନାଲରେ ଢେ଼ଙ୍କାନାଳ…
Author: Shree khetra News
ଜାମ୍ମୁ କାଶ୍ମୀରରେ ଇଣ୍ଡି ମେଣ୍ଟ ସରକାର ଗଢିବ, ଫାରୁକ କହିଲେ ଉମର ହିଁ ହେବେ ପରବର୍ତୀ CM
ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ, ଏନସି + ( ଇଣ୍ଡି ମେଣ୍ଟ ) ଦଶ ବର୍ଷ ପରେ ଅନୁଷ୍ଠିତ ନିର୍ବାଚନରେ ୪୯ ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ମାର୍କ ଅତିକ୍ରମ କରିଛି। ନ୍ୟାସନାଲ କନଫରେନ୍ସ ଅଧ୍ଯକ୍ଷ ଫାରୁକ୍ ଅବଦୁଲ୍ଲା…
ସତ୍ୟବାଦୀ ଜୁନିୟର କଲେଜରେ ଯୁବ ରେଡକ୍ରସର ପ୍ରବେଶ ଉତ୍ସବ ପାଳିତ
ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ରେଡ୍ କ୍ରସ୍ ର ପ୍ରବେଶ ଉତ୍ସବ ଆୟୋଯିତ ହେଇଯାଇଛି । ଜିଲ୍ଲା ରେଡକ୍ରସ କାର୍ଯ୍ୟକାରୀ କମିଟିର ସଭ୍ୟ ତଥା ଅଧ୍ୟକ୍ଷ ଶ୍ରୀକାନ୍ତ…
ରାହୁଲ ଗାନ୍ଧୀଙ୍କୁ ପନୌତି କହିଲେ କଲ୍କି ପୀଠାଧୀଶ୍ୱର ଆଚାର୍ଯ୍ଯ ପ୍ରମୋଦ କୃଷ୍ଣମ୍
ଚଣ୍ଡିଗଡ : ହରିଯ଼ାଣା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ସମୟରେ ପୂର୍ବତନ କଂଗ୍ରେସ ନେତା ତଥା କଲ୍କି ପୀଠାଧୀଶ୍ୱର ଆଚାର୍ଯ୍ଯ ପ୍ରମୋଦ କ୍ରିଷ୍ଣମ ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ…
କୁମାରୀ ଶୈଳଜା ହୁଡାଙ୍କ ଉପରେ ବର୍ଷିଲେ,ହରିୟାଣା କଂଗ୍ରେସରେ ଖୋଲାଖୋଲି ଲଢ଼େଇ
ନୂଆଦିଲ୍ଲୀ : ହରିୟାଣାରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବାରେ ବିଫଳ ହେବା ପରେ ମଙ୍ଗଳବାର ଦିନ କଂଗ୍ରେସରେ ଏକ ଦୋଷାରୋପ ଖେଳ ଆରମ୍ଭ ହୋଇଥିଲା। ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ମଙ୍ଗଳବାର ଦିନ କଂଗ୍ରେସ ନେତୃତ୍ୱରେ ଅସନ୍ତୋଷ ଆହୁରି…
ହରିୟାଣା : ରାହୁଲଙ୍କ ଏହି ଭୁଲ ପାଇଁ ଜିତୁଥିବା ବାଜି ହାରିଗଲା କଂଗ୍ରେସ
ନୂଆଦିଲ୍ଲୀ : ହରିୟାଣାରେ ବିଧାନସଭା ନିର୍ବାଚନର ଫଳାଫଳ ଆଜିଘୋଷିତ ହୋଇଛି । ଏହି ଫଳାଫଳ ସମଗ୍ର ଦେଶକୁ ଚକିତ କରିଦେଇଛି , ଯେଉଁଠାରେ ସମସ୍ତ ନ୍ୟୁଜ ଚ୍ୟାନେଲ ଏବଂ ରାଜନୈତିକ ବିଶ୍ଳେଷକ କଂଗ୍ରେସ ପାଇଁ ଏକ ବଡ଼ ବିଜୟ ଦାବି କରୁଥିଲେ,…
ବିଶ୍ୱ ମସ୍ତିସ୍କ ପକ୍ଷାଘାତ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ ସହାୟତା ରେ ଧୋବାମୁଣ୍ଡା ରେଆର ଡେ଼ କେୟାର ଥେରାପି କେନ୍ଦ୍ର ଠାରେ ବିଶ୍ୱ ମସ୍ତିଷ୍କ ପକ୍ଷ୍ୟାଘାତ…
ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ନବରାତ୍ରିର ପଞ୍ଚମ ଦିନରେ ଆଜି ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା’ସୁରେଶ୍ଵରୀ ଭୈରବୀ ବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ମାତାଙ୍କ ଏହି ସ୍ୱରୂପ ଦଶ ମହାବିଦ୍ୟା ମଧ୍ୟରେ ଏକ ପ୍ରମୁଖ ଅବତାର…
ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ
ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର…
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଖୋର୍ଦ୍ଧା ଜିଲାପାଳ ଙ୍କ ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ…
