ଦେଢ ଲକ୍ଷ ଟଙ୍କାର ବାଣ ଜବତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର-୪ର୍ଥ ଲାଇନର ଏକ ଘରେ ଗତ ଗୁରୁବାର ରାତିରେ ପୁଲିସ ଅଚାନକ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଣ ଜବତ କରିଛି। ଏହି ସବୁ…

କୁଲାଡ ଗ୍ରାମର ସୋମିତ କୁମାର ସେଠ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି

ଅନୁଗୁଳ/ବଅଁରପାଳ (ଅଜିତ୍ କୁମାର ଭୋଇ) : ଶୁକ୍ରବାର ଦିନ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ବଅଁରପାଳ ବ୍ଲକ କୁଡାଲଡ ଗ୍ରାମ ତଥା ନାଲକୋ ବିଦ୍ୟୁତ୍ ମଜୁଦୁରୁ ସଂଘର ସାଧାରଣ ସମ୍ପାଦକଙ୍କ ସୁଜିତ କୁମାର ସେଠ…

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାଯ୍ୟ ହେଲେ ସୁବର୍ଣ୍ଣପୁର ର ଦିବ୍ୟାଙ୍ଗ ଝିଅ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମର ଦିବ୍ୟାଙ୍ଗ ଝିଅ ସ୍ମୃତି ଶିଖା ଭୋଇ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୩୩୫ ନମ୍ବର ରେଙ୍କ୍ ରଖି ସମଗ୍ର ଜିଲ୍ଲା ପାଇଁ…

OAS ପରୀକ୍ଷାରେ ସଫଳତା ପାଇଲେ କଣିହାଁ ଅଞ୍ଚଳର ଝିଅ ସୁଦିପ୍ତା ନାଏକ୍

ଅନୁଗୁଳ (ଅଜିତ କୁମାର ଭୋଇ): ଓ.ଏ.ଏସ ପରୀକ୍ଷା ରେ ସଫଳତା ପାଇଲେ ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳ ର ଝିଅ ସୁଦିପ୍ତା ନାଏକ୍ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ସୁଦିପ୍ତା ନାଏକ ୨୦୨୩ ଓଏଏସ ପରୀକ୍ଷାରେ ପାଇଲେ…

ବିନିକା ସିଦ୍ଧାର୍ଥ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲା କାର୍ଡ,ବେନର ଧରି ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରି ସଡ଼କ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରିଥିଲେ ।…

ପିପୁଲସ କଲେଜରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଯୁବ ରେଡ଼ କ୍ରସ ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସେପ୍ଟେମ୍ବର ୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡ କ୍ରସର…

ଦୁର୍ଗାପୂଜା ପାଇଁ ବୁଗୁଡ଼ାରେ ପ୍ରସ୍ତୁତି ଜୋରଦାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଶାରଦୀୟ ଦୁର୍ଗାପୂଜା ପାଇଁ ବୁଗୁଡ଼ା ସହରରେ ଏବେ ଉତ୍ସାହର ମାହୋଲ। ମା’ ଦୁର୍ଗାଙ୍କ ଆଗମନ ପୂର୍ବରୁ ସବୁଆଡ଼େ ଜୋରଦାର ପ୍ରସ୍ତୁତି ଚାଲିଛି। ପୂଜା କମିଟିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମା’ଙ୍କୁ ସ୍ୱାଗତ…

ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ଆଣ୍ଠୁଏ ପାଣି,ଯାତାୟାତ ବ୍ୟାହତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସାମାନ୍ୟ ବର୍ଷା ହେଲେ ପୋଲ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି।ଯାହା ଫଳରେ ଯିବା ଆସିବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଧିନସ୍ତ ଗୁଲାପଡ଼ା…

ସୁସ୍ଥ ନାରୀ ଏବଂ ସଶକ୍ତ ପରିବାର’ ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୋଳ(ଅଜିତ କୁମାର ଭୋଇ): ସୁସ୍ଥ ନାରୀ ଏବଂ ସଶକ୍ତ ପରିବାର’ଅଭିଯାନ ଅଧୀନରେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶସନ, ଅନୁଗୋଳର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳର ଓଡିଶା ରକ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ…

NTPC TTPS ପକ୍ଷରୁ ଆଶାଲୋକ ହସ୍ପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦେଶବ୍ୟାପୀ ମେଗା ସ୍ୱେଚ୍ଛାସେବୀ ରକ୍ତଦାନ ଅଭିଯାନର ଅଂଶ ସ୍ୱରୂପ ୨୫ ସେପ୍ଟେମ୍ବର ୨୦୨୫ (ଗୁରୁବାର) ଦିନ ଆଶାଲୋକ ହସ୍ପିଟାଲ TTPSରେ NTPC ତାଳଚେର ଥର୍ମାଲ୍…

error: Content is protected !!