ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : ଖବରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଞ୍ଚଳରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକି ଥିଲେ l ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ…

ସଡ଼କ ଦୃଘଟଣା ରେ ମୋଟରସାଇକେଲ ଆରୋହୀ ମୃତ

ଭୁବନେଶ୍ୱର : ଏକ ସଡ଼କ ଦୃଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପାଞ୍ଚ ନମ୍ବର ଜାତୀୟ ରାଜପଥରେଏହି ସଡ଼କ ଦୃଘଟଣା ଘଟିଛି l ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ…

ପୁରୀ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲର ସଫଳତା

ପୁରୀ : ପୁରୀର ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ର, ଛାତ୍ରୀ ମାନେ ସ୍ଥାପିତ କରିଛନ୍ତି ସଫଳତାର ନୂଆ କୀର୍ତି ସ୍ତମ୍ଭ। କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସସି) ଦ୍ଵାରା ପରିଚାଳିତ ଆଇସିଏସଇ (ଦଶମ ଶ୍ରେଣୀ) ଓ ଆଇଏସସି…

ଶ୍ରୀ ପତିତପାବନଙ୍କ ଦିବ୍ୟ ଆରତୀ ଦର୍ଶନ

ସନରାଇଜର୍ସ ହାଇଦ୍ରାବାଦର ଏକତରଫା ବିଜୟ

ହାଇଦ୍ରାବାଦ : ଚଳିତ ବର୍ଷର ଆଇପିଏଲ୍ ର 57 ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ…

ଭାରତୀୟଙ୍କ ରଙ୍ଗକୁ ନେଇ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ ପିତ୍ରୋଡା

ପୂର୍ବ ଭଳି ପୁଣି ଥରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ତାଙ୍କ ବୟାନକୁ ନେଇ ଆଲୋଚନା ଓ ବିରୋଧ ତୀବ୍ର ହେବାରେ ଲାଗିଛି। ସୂଚନାଯୋଗ୍ୟ, ‘ଦ ଷ୍ଟେଟ୍ସମ୍ୟାନ’କୁ ଏକ ସାକ୍ଷାତକାରରେ…

ମାଟ୍ରିକ ପରୀକ୍ଷା ଫଳ ଚଳିତ ମାସ ଶେଷ ସୁଦ୍ଧା

ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । କିନ୍ତୁ ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ମାଟ୍ରିକ୍ ଫଳ ପ୍ରକାଶନରେ ଏଥର କିଛି ନୂତନ ପଦକ୍ଷେପ…

ଚଳିତବର୍ଷ ରଥ ଖଳା ପାଇଁ ଜାଗାର ଅଭାବ

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ବଡଦାଣ୍ଡର ଗୋଟିଏ ପାଶ୍ୱର୍ରେ ପ୍ରସ୍ତୁତ ଚାଲିଛି ରଥଖଳା । ଅନ୍ୟପଟରେ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଅସ୍ଥାୟୀ ଏସି ସେଡ୍ । ଆଉ ସଂକୀର୍ଣ୍ଣ ମଝି ରାସ୍ତାରେ ଚାଲିଚାଲି ଯିବେ ଶ୍ରଦ୍ଧାଳୁ । ଏହାସହିତ ଯାନବାହନ…

ଏଇତ ମୋ ସ୍ୱର୍ଗ …

କୁଆଁ କୁଆଁ ଡାକି ଯା’ କାନ୍ଥ ବାଡ଼ କମ୍ପାଇଲିପେଟେଇ ଆଣ୍ଠେଇ ଯା ‘ପରେ ଚାଲିବା ଶିଖିଲି,ଯା’ ଚାଳ ବଞ୍ଚାଇଲା ଖରା ଓ ବର୍ଷାରୁଯା’ କାନ୍ଥ ରୋକି ନେଲା କୋହରା ଶୀତରୁ,ସେଇ ମୋ ଘର, ସାକ୍ଷୀ ମୋ ଅସ୍ତିତ୍ୱର I ମୋ ଷଠିଘର…

ବିଜେପି ପାଇଁ ପ୍ରଚାରରେ ଓଡିଶା ଆସିବେ ଡ୍ରିମ ଗାର୍ଲ ହେମା ମାଳିନୀ ଓ ଅନେକ ହେଭିୱେଟ

ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ହେମା ମାଳିନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ ସାମିଲ ହେଲେ ହେମାମାଳିନୀ । ପ୍ରକାଶଥାଉ କି ବଲିଉଡ ଷ୍ଟାର ଡ୍ରିମଗାର୍ଲ ହେମା ଏବେ ମଥୁରାରୁ ସାଂସଦ ଅଛନ୍ତି । ତାଲିକାରେ ସାମିଲ…

error: Content is protected !!