କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ବାମେବାରୀ ନିକଟସ୍ଥ ଚଡ଼କମରା ହୁଡ଼ି ଅଞ୍ଚଳରେ ଚାଲିଥିବା ବେଆଇନ ଖଣିଜ ଉତ୍ତୋଳନ ଉପରେ ବଡ଼ ଧରଣର ଚଢାଉ କରାଯାଇଛି। ଖଣି ବିଭାଗ ଓ ବନ ବିଭାଗର ସଂଯୁକ୍ତ ଟିମ୍ ଦ୍ୱାରା ହୋଇଥିବା ଏହି ଚଢାଉରେ ଜଙ୍ଗଲ ଭିତରୁ ପ୍ରାୟ…
Author: Shree khetra News
ତାଳସାକରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଠାରେ ଭରଚୁଆଲ ମୁଡରେ ଓଡ଼ିଶାରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୬…
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ–୨୦୨୬ ସାରା ରାଜ୍ୟରେ ପାଳନ ପ୍ରରିପ୍ରେକ୍ଷୀରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ମଧ୍ୟ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ…
ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକର କଞ୍ଚୁରୁ ଗ୍ରାମ ନିକଟସ୍ଥ ଏକ କଲଭର୍ଟକୁ ଧକ୍କା ଦେଇ ଜନୈକ ବାଇକ୍ ଚାଳକ ମୃତ୍ଯୁ ବରଣ କରିଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ କଞ୍ଚୁରୁ ଗ୍ରାମର କାମେଶ୍ଵର ସ୍ବାଇଁ(୨୮) । ଏ…
କମ୍ପାନୀ କବଳରେ ଆଦିବାସୀ ଜମି : ପ୍ରଶାସନର ନୀରବତା ବିରୋଧରେ ଧାରଣା
କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲାର ବଡ଼ବିଲ ତହସିଲ ଅଞ୍ଚଳରେ କେତେକ ସରଳ ଆଦିବାସୀଙ୍କ ଜମିକୁ ସ୍ଥାନୀୟ କେତେକ ଖଣି କମ୍ପାନୀ ଚଞ୍ଚକତା କରି ଅବୈଧ ଭାବେ ହଡପ କରି ନେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ଗୁହାରୀ…
ବୁଢ଼ାପଙ୍କ ଗ୍ରାମରେ ପୌଷ ପୂର୍ଣ୍ଣିମା ତଥା ମା’ ବାଉତି ବାର୍ଷିକ ଯାତ୍ରା ଉତ୍ସବ ଅନୁଷ୍ଠିତ
ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ପୌଷ ପୂର୍ଣ୍ଣିମା ତଥା ମା’ ବାଉତି ବାର୍ଷିକ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଜା ବାଣ ରୋଷଣୀ ପ୍ରଭୃତି…
ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅନୁଷ୍ଠିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଲୋକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି।ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବିଡ଼ିଓ ଦୁତିକୃଷ୍ଣ ପାତ୍ର,…
ମା’ସେବକ ସଂଘ ପକ୍ଷରୁ ନବବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ
ତାଳଚେର(ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ୪ନମ୍ବର ୱାର୍ଡ଼ ବିରାଦରପଡ଼ା ସାହି ଆନୁକୂଲ୍ୟରେ ନବବର୍ଷ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାଳଚେର ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରଦୀପ ସାହା, ପୌର କାର୍ଯ୍ୟାଳୟର…
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ସାତକୋଶିଆ ଅଭୟାରଣ୍ୟ
ଅନୁଗୁଳ(ଅଜିତ କୁମାର ଭୋଇ): ସାତକୋଶିଆ ଅଭୟାଣ୍ୟରେ ଆରମ୍ଭ ହୋଇଛି ଉଭୟ କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଟିକରପଡା ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବନ କର୍ମଚାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି…
ସ୍ମେଲଟର ପ୍ଲାଣ୍ଟ ଗେଟରୁ ଅଜଗର ସାପ ଉଦ୍ଧାର
ଅନୁଗୋଳ (ଅଜିତ୍ କୁମାର ଭୋଇ): ବନ ବିଭାଗର ଉଦ୍ଧାର କାର୍ଯ୍ୟ – ସ୍ମେଲଟର ପ୍ଲାଣ୍ଟ ଗେଟରୁ ଅଜଗର ସାପ ଉଦ୍ଧାର୦୫ ଜାନୁଆରୀ ୨୦୨୬ ରେ, ଅନୁଗୁଳ ରେଞ୍ଜ ଅନ୍ତର୍ଗତ ଅନୁଗୁଳ ଟାଉନ ସେକ୍ସନ କର୍ମଚାରୀମାନେ ନାଲକୋ ସ୍ମେଲଟର ପ୍ଲାଣ୍ଟ ଗେଟରୁ ଏକ…
