ପ୍ରଧାନମନ୍ତ୍ରୀ ପୁନଃ ନିଜ ବକ୍ତବ୍ୟରେ ଆକ୍ରମଣ ଜାରି ରଖି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ଭାଷା,ସଂସ୍କୃତି ଉପରେ ଧାରଣା ନାହିଁ। ତା ହାତକୁ ଓଡ଼ିଶା ଯିବା ଉଚିତ…
Category: ରାଜନୀତି
ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନିଜ ଭିଡ଼ିଓ ବାର୍ତା ରେ ଓଡିଆ ଅସ୍ମିତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିବା ପରେ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ‘୨୦୨୦ର ଏକ ନ୍ୟାୟିକ ଘଟଣାକୁ…
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକଯୁଦ୍ଧ
ଚଳିତ ନିର୍ବାଚନରେ ପ୍ରଥମଥର ଓଡ଼ିଶାରେ ଦେଖିବାକୁ ମିଳିଛି ଜଣେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ। କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଭଳି ବୟାନରେ ଆକ୍ରମଣ କରିଥିଲେ…
ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନବୀନଙ୍କୁ ସିଧା ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି ପଚାରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୋଦୀ ।ବଲାଙ୍ଗୀରରେ ମୋଦୀ କହିଛନ୍ତି, ଏବେ ଆପଣଙ୍କ…
ନବୀନ ସରକାର ନ ଆସିଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି – ପାଣ୍ଡିଆନ
ପୂର୍ବଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ‘କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ୧୦ ବର୍ଷ ମଧ୍ୟରେ ସାମାନ୍ୟ ଗୋଟେ…
ବିଜେପି ପାଇଁ ପ୍ରଚାରରେ ଓଡିଶା ଆସିବେ ଡ୍ରିମ ଗାର୍ଲ ହେମା ମାଳିନୀ ଓ ଅନେକ ହେଭିୱେଟ
ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ହେମା ମାଳିନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଦଳରେ ସାମିଲ ହେଲେ ହେମାମାଳିନୀ । ପ୍ରକାଶଥାଉ କି ବଲିଉଡ ଷ୍ଟାର ଡ୍ରିମଗାର୍ଲ ହେମା ଏବେ ମଥୁରାରୁ ସାଂସଦ ଅଛନ୍ତି । ତାଲିକାରେ ସାମିଲ…
କଂଗ୍ରେସ ଯଦି ସତ୍ତାକୁ ଆସେ କୋର୍ଟର ଆଦେଶ ବଦଳାଇ ମନ୍ଦିର ଜାଗାରେ ମସଜିଦ ତିଆରି କରିବ
ଆମେଥି : ବିଜେପି ସାଂସଦ ଓ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ଇତି ମଧ୍ୟରେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଯଦି ପୁନଃ ସରକାରକୁ ଆସେ ସୁପ୍ରିମକୋର୍ଟର ଆଦେଶକୁ ବଦଳାଇ ପୁଣି ଅଯୋଧ୍ୟାରେ ମସଜିଦ ତିଆରିକରିବ। ଆମେଥିର ଗୌରୀଗଞ୍ଜରେ ଏକ…
୫ବର୍ଷରେ ଓଡିଶାକୁ ୧ନଂ ରେ ପହଞ୍ଚାଇବୁ – ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଠାରେ କହିଛନ୍ତି ଯେ ୪ ଜୁନ ବିଜେଡି ସରକାରର ଶେଷ ଦିବସ ଯେଉଁଦିନ କି ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାଷଣ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଆରମ୍ଭ…
ନୁପୁର ଶର୍ମା, ରାଜା ସିଂ ଙ୍କ ଭଳି ହିନ୍ଦୁତ୍ୱବାଦୀ ବିଜେପି ନେତାଙ୍କୁ ହତ୍ୟା କରିବା ଯୋଜନା ପଣ୍ଡ
ଗୁଜୁରାଟ ପୋଲିସ ଶୁକ୍ରବାର ଦିନ ଜଣେ ବ୍ୟକ୍ତି କୁ ଗିରଫ କରିଛି ଯେ କି କିଛି ବିଜେପିର ଆଗ ଧାଡିର ନେତା ଏବଂ ଏକ ଦକ୍ଷିଣପନ୍ଥୀ ସଂଗଠନର ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା । ଅଭିଯୁକ୍ତର ନାମ ମୌଲଭି ସୋହେଲ…
ଦିଲ୍ଲୀ କଂଗ୍ରେସ କୁ ଶକ୍ତ ଧକ୍କା
ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ଦିଲ୍ଲୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲି ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ବିଧାୟକ ନୀରଜ ବସୋୟା ଓ ନସିବ ସିଂହ ଏବଂ…