ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାପଥର ଠାରେ ଆପାର୍ ପରିଚୟ ପତ୍ର ପ୍ରସ୍ତୁତି ନିମନ୍ତେ ଶିକ୍ଷକ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହେଇଯାଇଛି ।…
Category: ଜିଲ୍ଲା
ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ହିନ୍ଧୁ ପରିଷଦ ଓ ବଜରଙ୍ଗ ଦଳ ର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଏସଏସ ର ଖଣ୍ଡ କାର୍ଯ୍ୟବାହ…
ପୁରୀ ଗସ୍ତରେ ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ୍ ଓ ତାଙ୍କ ପରିବାର
ପୁରୀ : ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ ଗାର୍ସେଟି ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ଶ୍ରୀ ଜଗନ୍ନାଥ ମନ୍ଦିରର ପରିକ୍ରମା ବୁଲି ଦେଖିଥିଲେ। ଗାର୍ସେଟି ସକାଳେ ସହରରେ ପହଞ୍ଚିଥିଲେ ଏବଂ ବ୍ଲୁ ଫ୍ଲାଗ୍ ବେଳାଭୂମି ଅଭିମୁଖେ ଯାତ୍ରା କରିଥିଲେ ଯେଉଁଠାରେ…
ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ
ପୁରୀ (ସମୀର ରଞ୍ଜନ ନାୟକ ):ଆଜି ରାତି ପ୍ରାୟ ୮ଟା ସମୟରେ ବଳିଆପଣ୍ଡା ଥାନା ମେରାଇନ ଡ୍ରାଇଭ୍ ରୋଡ୍ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କମଲେଶ ମହାପାତ୍ର।ସୂଚନା ଅନୁସାରେ ବାସେଳିସାହି ଥାନା…
ବରପାଲିରେ ଟେକ୍ସର୍ ଅଫ୍ ଡ୍ରିମ୍ସ୍ ଜାତୀୟ ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରପାଲି ରାଉତ ଆର୍ଟ ଫାଉଣ୍ଡେସନ ତରଫରୁ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରାଉତ ଆର୍ଟ ଗ୍ୟାଲେରୀରେ ଉଦଯାପନୀ ସମାରୋହ ପାଳିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ ରବୀନ୍ଦ୍ର ଗଡତିଆ ଓ…
ସାଇ ସମିତି ପକ୍ଷରୁ ମଣ୍ଡଳସ୍ତରୀୟ ପ୍ରାକୃତିକ ବିପର୍ଜୟ ମୁକାବିଲା ତାଲିମ ଶିବିର ଆୟୋଜିତ
ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ )- ସୁବର୍ଣ୍ଣପୁର ଜିଲ୍ଲା ସଦର ଢେରାପଡ଼ା ସ୍ଥିତ ବୁଢୀମା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଅନୁକୁଲ୍ୟରେ ମଣ୍ଡଳ ସ୍ତରୀୟ ଦୁଇ ଦିନିଆ ପ୍ରାକୃତିକ ବିପର୍ଯୟ ମୁକାବିଲା ମହିଳା ତାଲିମ୍…
ଜନମିତ୍ରର ୨୦ତମ ପ୍ରତିଷ୍ଠା ଦିବସ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ଜନମିତ୍ରର ୨୦ତମ ପ୍ରତିଷ୍ଠା ଦିବସ କ୍ଷେତରାଜପୁର ସ୍ଥିତ ନାରାୟଣୀ ସତସଙ୍ଘ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଶାନ୍ତ ପାଢ଼ୀ, ସମ୍ମାନିତ ଅତିଥି…
ବିଜେପି ସମବାୟ ପ୍ରକୋଷ୍ଠ ଓଡିଶା ପ୍ରଦେଶ (ବରଗଡ ଜିଲ୍ଲା) ସଦସ୍ୟତା ଅଭିଯାନ -୨୦୨୪
ବରଗଡ (ମୁକୁନ୍ଦ ଦାସ ) : ଆବାହକ ତଥା ପୂର୍ବତନ ସମବାୟ ପ୍ରକୋଷ୍ଠ ସଭାପତି ସମ୍ବଲପୁର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବରଗଡ ଶ୍ରୀଯୁକ୍ତ ସୁକାନ୍ତ କୁମାର ଦାଶ ଙ୍କ ସଭାପତିତ୍ୱରେ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କୁଶ କୁମ୍ଭାର…
ଦୂର୍ଗାପୂଜା କମିଟି ତରଫରୁ ବିଜେପୁର ବିଧାୟକ ସନତ କୁମାର ଗଡତୀୟାଙ୍କୁ ଭବ୍ୟ ସ୍ଵାଗତ
ବରଗଡ (ମୁକୁନ୍ଦ ଦାସ) :ଗତ କାଲି ସନ୍ଧ୍ୟା ସମୟରେ ବରପାଲି ଜଗନ୍ନାଥ ନଗର ଦୂର୍ଗାପୂଜା କମିଟି ତରଫରୁ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ୍ ସନତ କୁମାର ଗଡତୀୟାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଗଲା ଏବଂ ବରପାଲି ରେଲୱେ ଓଭର ବ୍ରିଜ ର…
