ନିଷିଦ୍ଧାଞ୍ଚଳରେ ମାଛ ଧରି ୭ ମତ୍ସଜୀବୀ ଅଟକ

ପୁରୀ /କୋଣାର୍କ (ସମୀର ରଞ୍ଜନ ନାୟକ) :ନିଷିଦ୍ଧାଞ୍ଚଳରେ ମାଛ ଧରିବାରୁ ୭ ଜଣ ମତ୍ସଜୀବୀଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପାଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳରେ କିଛି ମତ୍ସଜୀବୀ ମାଛ ଧରୁଥିବା ବେଳେ ଧରାପଡିଛନ୍ତି ଯାହା ପରେ…

ପୁରୀରେ ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ।

ପୁରୀ (ସମୀର ରଞ୍ଜନ ନାୟକ) : ପୁରୀରେ ୭୧ ତମ ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ଟାଉନ ହଲ ଠାରେ ପାଳିତ ହୋଇଥିଲା।ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ…

ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ

ପୁରୀ /ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):କଡ଼ା ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନକହିଲେଶ୍ରୀ ଜଗନ୍ନାଥ ଜମିବେଆଇନ ଭାବେ ବିକ୍ରି ହୋଇଥିଲେ କାହାକୁ ଛଡ଼ା ଯିବନି କ୍ରେତା ଓ ବିକ୍ରେତା ଓ ସବ୍‌ ରେଜିଷ୍ଟ୍ରାର ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।ତେବେ ଶ୍ରୀଜଗନ୍ନାଥ…

ଜିଲ୍ଲା ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ): ସଡକକୁ ସୁରକ୍ଷିତ ରଖାଯାଇପାରିଲେ ସଡ଼କ ସୁରକ୍ଷା ସହଜ ହୋଇ ପାରିବ। ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ଜୀବନ ରକ୍ଷା ହୋଇ…

ବାଲିଯାତ୍ରା ସଚେତନତା ରଥକୁ ସ୍ବାଗତ।

ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ କଟକ ବାଲିଯାତ୍ରା ସଚେତନତା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଭବ୍ୟ ରଥକୁ ସ୍ବାଗତ କରିବା ସହ ବାଲିଯାତ୍ରା ଆମ…

ଶ୍ରୀମନ୍ଦିରରୁ ହଟିଲା କାର୍ତ୍ତିକ କଟକଣା,ଆଜିଠୁ ପୁଣି ଚାରିଦ୍ବାରରେ ଦର୍ଶନ

ପୁରୀ (ସମୀର ରଞ୍ଜନ ନାୟକ) : ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ଲାଗିଥିବା ଦର୍ଶନ କଟକଣା ହଟାଇ ଦିଆଯାଇଛି। ଶନିବାରଠାରୁ ପୁଣି ଥରେ ଚାରିଦ୍ବାରରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତ ପୂର୍ବଭଳି…

ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୀ (ସମୀର ରଞ୍ଜନ ନାୟକ): ସାଧାରଣ ଲୋକଙ୍କ ଆଶା, ଭରସା ଓ ବିଶ୍ୱାସର ପ୍ରତୀକ ଗଣମାଧ୍ୟମ ହୋଇଥାଏ ବୋଲି କହିଛନ୍ତି ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା।ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ…

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ

ପୁରୀ (ସମୀର ରଞ୍ଜନ ନାୟକ ):ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌…

ପୁରୀ ଜିଲ୍ଲାରେ ସ୍କାଉଟ୍ ଗାଇଡ୍‌ର ପ୍ରତିଷ୍ଠା ଦିବସ ପାଳିତ

ପୁରୀ (ସମୀର ରଞ୍ଜନ ନାୟକ) :୧୯୦୭ ମସିହା ନଭେମ୍ବର ୭ ତାରିଖରେ ବିଶ୍ଵରେ ପ୍ରଥମ କରି ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତ୍ୟକ ବର୍ଷ ନଭେମ୍ବର ମାସ ୭ ତାରିଖକୁ ବିଶ୍ଵ ସଂଗଠନ ସ୍କାଉଟସ୍ ଓ ଗାଇଡ଼ସ୍‌ର…

ପୁରୀ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ :(ସମୀର ରଞ୍ଜନ ନାୟକ): ପୁରୀ ପୋଲିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରାୟ ୧୦ ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…

error: Content is protected !!
Powered by Joinchat