କଥାଟା ନିଶ୍ଚୟ କିଛି ଲୋକଙ୍କୁ ଖରାପ ଲାଗିବ ଓ କଷ୍ଟ ଦେବ। କିନ୍ତୁ ଏହା ନିରାଟ ସତ୍ୟ ଓ ମହତ୍ୱପୂର୍ଣ୍ଣ । ଓଡ଼ିଆ ଅସ୍ମିତା ସହ ପ୍ରକୁତରେ ଖେଳୁଥିଲା କିଏ? ଜଣେ ଅଣଓଡ଼ିଆ ସଚିବ ନା ନିଜେ ଆମ ପ୍ରିୟ ପୂର୍ବ…
Category: ବିଶେଷ ଖବର
ପ୍ରଧାନମନ୍ତ୍ରୀଙ୍କୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଅଭିନନ୍ଦନର ସୁଅ
ବିଦେଶୀ ରାଷ୍ଟ୍ରମୁଖ୍ୟ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲଗାତାର ୩ଥର ବିଜୟୀ…
ନବୀନ ପଟ୍ଟନାୟକ ଓ ବିଜେଡି ହାରିବାର ପ୍ରଛଦପଟର କାରଣ
ଦୀର୍ଘ ୨୪ବର୍ଷ ଶାସନ ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି।…
ଶେଷରେ କଣ୍ଟାବାଞ୍ଜିରୁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଶେଷରେ କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଛନ୍ତି।କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ…
ଇସ୍ରାଏଲ ପର୍ଯ୍ୟଟକ ମାଲଦ୍ୱୀପ ନ ଯାଇ ଲକ୍ଷଦୀପ ଯାଆନ୍ତୁ
ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ କାର୍ଯ୍ୟାଳୟରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଥିଲା। ଗୋଟିଏ ପରେ ଗୋଟିଏ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ଏହା ପରେ ଚୀନ୍ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ କରୁଥିବା ମାଲଦ୍ୱୀପ ଏକ ବଡ଼ ଘୋଷଣା କରିଛି। ପ୍ରଥମେ ଲାଗୁଥିଲା…
ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ
ପୂର୍ବରୁ ଅନେକଥର ଶ୍ରୀମନ୍ଦିର ମଧ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଓ ସୁରକ୍ଷା ଜନିତ ଅଘଟଣ ଘଟିଛି। କେବେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ରେ ଫୋଟୋ। କେବେ ଶ୍ରୀମନ୍ଦିର ଉପରେ ଦ୍ରୋନ। କିନ୍ତୁ ପ୍ରଶାସନର ଚେତା ପଶୁନି ।ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ।…
ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲଙ୍କ ସ୍ବୀକାରୋକ୍ତି ପିଓକେ ବିଦେଶୀ ଅଞ୍ଚଳ
ପାକିସ୍ତାନର ଅତିରିକ୍ତ ଆଟର୍ନି ଜେନେରାଲ ଇସ୍ଲାମାବାଦ ହାଇକୋର୍ଟରେ ସ୍ବୀକାର କରିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର (ପିଓକେ) ବିଦେଶୀ ଅଞ୍ଚଳ। ଶୁକ୍ରବାର ଇସ୍ଲାମାବାଦ ଉଚ୍ଚ ନ୍ୟାୟାଳୟରେ କଶ୍ମୀରୀ କବି ତଥା ସାମ୍ବାଦିକ ଅହମଦ ଫାର୍ହାଦ ଶାହଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ…
ବିଶ୍ୱ ତମାଖୁ ବର୍ଜନ ଦିବସ
ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସର ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍ଷ୍ଟ୍ରୋକ୍ ଆଦିର କାରଣ ସାଜିଛି। ତମାଖୁ ସେବନ ହ୍ରାସ କରିବା ପାଇଁ ବିଶ୍ୱ ତମାଖୁ…
ମହାମହିମ ରାଷ୍ଟ୍ରପତି ନିଜର ମତାଧିକାର ସାବ୍ୟସ୍ତ କଲେ
ନୂଆଦିଲ୍ଲୀ :ଗଣତନ୍ତ୍ରର ମହା ପର୍ବରେ ସାମିଲହୋଇ ମତାଧିକାର ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ରାଷ୍ଟ୍ରପତି ।ମତଦାନ କରିବା ପରେ ବେଶ ଉତ୍ସାହିତ ଦେଖାଯାଇଥିଲେ ଦ୍ରୌପଦୀ ମୁର୍ମୁ…
ଭି.କେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯାଉ-ବିଜେପି
ଭୁବନେଶ୍ୱର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ବାରମ୍ବାର ଆଶଙ୍କା ପ୍ରକାଶ କରୁଛନ୍ତି। ବିଶେଷକରି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃବର୍ଗ। ମୁଖ୍ୟମନ୍ତ୍ରୀ କଣ ଗୃହବନ୍ଦୀ ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି…