ମହାମହିମ ରାଷ୍ଟ୍ରପତି ନିଜର ମତାଧିକାର ସାବ୍ୟସ୍ତ କଲେ

ନୂଆଦିଲ୍ଲୀ :ଗଣତନ୍ତ୍ରର ମହା ପର୍ବରେ ସାମିଲହୋଇ ମତାଧିକାର ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ରାଷ୍ଟ୍ରପତି ।ମତଦାନ କରିବା ପରେ ବେଶ ଉତ୍ସାହିତ ଦେଖାଯାଇଥିଲେ ଦ୍ରୌପଦୀ ମୁର୍ମୁ…

ଭି.କେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରାଯାଉ-ବିଜେପି

ଭୁବନେଶ୍ୱର ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ବାରମ୍ବାର ଆଶଙ୍କା ପ୍ରକାଶ କରୁଛନ୍ତି। ବିଶେଷକରି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃବର୍ଗ। ମୁଖ୍ୟମନ୍ତ୍ରୀ କଣ ଗୃହବନ୍ଦୀ ? ମୁଖ୍ୟମନ୍ତ୍ରୀ ସୁସ୍ଥ ତ ? ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖିଛନ୍ତି…

ଧାରା ୩୭୦ ଉଚ୍ଛେଦ ଆଇନ ଅନୁଯାୟୀ ବୈଧ-ସୁପ୍ରିମକୋର୍ଟ

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ଓ ଅନ୍ୟ ୩ ଜଣ ସାମ୍ବିଧାନିକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ବର୍ଷ ଡିସେମ୍ବର…

ସମ୍ବିତ ପାତ୍ର ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ଦିନ ଉପବାସ ରହିବେ

ପୁରୀ :ମହାପ୍ରଭୁ ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଭୁଲର ପ୍ରାୟଶ୍ଚିତ ସ୍ୱରୂପ ୩ ଦିନ ପାଇଁ ଉପବାସ କରିବେ ସମ୍ବିତ ପାତ୍ର ।ଜଗନ୍ନାଥ ଓ ମୋଦୀଙ୍କ…

ପ୍ରଭୁ ଜଗନ୍ନାଥଙ୍କ ଉପରେ ମନ୍ତବ୍ଯର ସ୍ପଷ୍ଟୀକରଣ ଦେଲେ ସମ୍ବିତ ପାତ୍ର

ପୁରୀ :ବିଜେପି ନେତା ସମ୍ବିତ ପାତ୍ର କହିଥିଵା ତାଙ୍କ “ଭଗବାନ ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭକ୍ତ” କୁ ନେଇ ବିବାଦରେ ପଡ଼ିଛନ୍ତି ।ଯାହାକୁ ବିଜୁ ଜନତା ଦଳ (ବିଜୁ ଜନତା ଦଳ) ଏବଂ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ତେବେ…

ଇରାନ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାରେ ଦୁଖଃଦ ନିଧନ

ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ ୧୯ ମେ ସକାଳ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ଡ୍ୟାମ୍ର ଉଦଘାଟନ କରିବାକୁ ଅଜରବୈଜାନ ଯାଇଥିଲେ। ଡ୍ୟାମ୍ ଉଦଘାଟନ ସାରି ଫେରିବା ସମୟରେ ଇରାନର ରାଜଧାନୀ ତେହରାନ ଠାରୁ ପାଖାପାଖି ୬୦୦ କିମି…

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ ସହ ସନ୍ଧ୍ୟାରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସେ ଦଳୀୟ…

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପଦ୍ମ ଧରିଲେ ସମୀର ଦାସ

ସବୁ ଚର୍ଚ୍ଚାର ଅନ୍ତ ଘଟିଲା। ଶେଷର ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସମୀର ଦାସ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସମୀର ଦାସ ବିଧିବଦ୍ଧଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ବିଜୟପାଲ ସିଂ ତୋମାର…

ମୋହିନୀ ଏକାଦଶୀ

ଆଜି ” ମୋହିନୀ ଏକାଦଶୀ ” । ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ କୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ। ମୋହିନୀ ଏକାଦଶୀ ସମସ୍ତ ଏକାଦଶୀ ମଧ୍ୟରେ ସ୍ୱତନ୍ତ୍ର ବିବେଚନା କରାଯାଏ। କାରଣ ପୌରାଣିକ ଉପାଖ୍ୟାନ ଅନୁଯାୟୀ ଏହି…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କୋଡିଏ ତାରିଖ ରେ ଦ୍ଵିତୀୟ ପର୍ଯ୍ୟାୟ ତଦାନ ଅନୁଷ୍ଠିତ ହେବ ଏବଂ ଆଜି ମଧ୍ୟ ଶେଷ ହେଉଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର l ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ…

error: Content is protected !!