ରଥଯାତ୍ରା ଉପଲକ୍ଷେ ଆର୍ଟ ଗ୍ୟାଲିରୀ ପ୍ରଦର୍ଶୀତ

ପୁରୀ :ଆଜି ପୁରୀ ୱାଟରୱାକ ରୋଡ଼ ଠାରେ ରଥଯାତ୍ରା ଉପଲକ୍ଷ ଶ୍ରୀକ୍ଷତ୍ର ଆଟଗ୍ୟାଲି ପରିସର ରେ ପ୍ରଦର୍ଶୀତ ହୋଇ ଯାଇଛି ଚିତ୍ର ଶିଳ୍ପୀ ସନ୍ତୋଷ କୁମାର ସେଠି ଏହି ଚିତ୍ର ତାଙ୍କ ମନର ଭାବନାରେ ସେ ଏହି ଚିତ୍ର ଆଙ୍କିଛନ୍ତି l…

ବଡଠାକୁର ପଡିଯିବା ଘଟଣା ପରେ ଚେତିଲେ ସରକାର,ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରକୁ ବଡଠାକୁର ପହଣ୍ଡି ବିଜେ ବେଳେ ଚାରମାଳ ଉପରେ ପଡିଯିବା ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ଆଜି ସକାଳେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ ସରକାର ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ବରିଷ୍ଠ…

ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର :ଚଳିତବର୍ଷ ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ପହଣ୍ଡିବିଜେ ବେଳେ ଅଘଟଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉଦବେଗ ବ୍ୟକ୍ତ କରିଥିଲେ । ଏହାସହିତ ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି…

ଭାରତ ହିଁ ବନ୍ଦ କରିପାରିବ ରୁଷିଆ ଓ ୟୁକ୍ରେନ ଯୁଦ୍ଧ – ଆମେରିକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତକୁ ଅନେକ ପଶ୍ଚିମି ଦେଶ ସମାଲୋଚନା କରିଥିଲେ । ଆମେରିକା ମଧ୍ୟ ଉକ୍ତ ସମାଲୋଚକଙ୍କ ସହ ସାମିଲ ଥିଲା ଓ ଉଦ୍‌ବେଗ ପ୍ରକାଶ କରିଥିଲା। ୟୁକ୍ରେନର ରାଷ୍ଟ୍ରପତି…

ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା

ପୁରୀ :ଗତକାଲି ପହଡ଼ି ବେଳେ ରଥ ରୁ ବଡ ଠାକୁର ପଡ଼ି ଯିବା ଘଟଣା ର ସମ୍ପର୍କ ରେ ସିଂହ ଦ୍ୱାରଥାନାରେ ଏତଲା ହୋଇ ଥିବା ଖବର ଆମ ହସ୍ତଗ ହୋଇଛି।ମିଳିଥିବା ଖବର ଅନୁଯାଇ ଶ୍ରୀ ବଳଭଦ୍ର ରଥରେ ପଡ଼ିଯିବା ଘଟଣାର…

ଶ୍ରୀବଳଭଦ୍ରଙ୍କୁ ପକାଇ ଦେବା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନ ମନ୍ତ୍ରୀ

ପୁରୀ :ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଝୁଙ୍କିପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି, ଏଯାଏଁ ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖରୁରେ କରାଯାଇଛି । ଆଡପ ବିଜେ ସମୟରେ ଯାହା ଘଟିଛି ତାହା ସମାନ୍ୟ ଏକ ଦୁର୍ଘଟଣା ।ଆହତ…

ଅଷ୍ଟ୍ରେଲିଆ ପ୍ରମୁଖ ସହର ମେଲବୋର୍ଣ୍ଣରେ ପାଳିତ ହୋଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ବିଶ୍ୱକୁ ଭାଇଚାରା ଓ ସ୍ୱଛତାର ବାର୍ତ୍ତା ଦେଇଥାଏ ମହାପ୍ରଭୁଙ୍କ ରଥ ଯାତ୍ରା।କେବଳ ଓଡିଶା କି ଭାରତରେ ନୁହେଁ ବିଶ୍ୱର କୋଣ, ଅନୁକୋଣରେ ପାଳିତ ହେଉଛି ରଥଯାତ୍ରା।ଅଷ୍ଟ୍ରେଲିଆର ପ୍ରମୁଖ ସହର ମେଲବୋର୍ଣ୍ଣରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡିଛି । ଏଠାକାର ପ୍ରବାସୀ ଓଡ଼ିଆମାନଙ୍କୁ…

ସାରା ବିଶ୍ୱ ଜଗନ୍ନାଥମୟ , ଆମେରିକାର ରୋଜେନବର୍ଗରେ ପାଳିତ ହେଲା ଘୋଷଯାତ୍ରା

ଭୁବନେଶ୍ୱର: କେବଳ ଶ୍ରୀକ୍ଷେତ୍ରରେ ନୁହେଁ ସାରା ବିଶ୍ୱର କୋଣ ଅନୁକୋଣରେ ଜଗନ୍ନାଥ ପ୍ରେମୀ ଙ୍କ ଦ୍ୱାରା ପାଳିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଆମେରିକାର ଟେକ୍ସାସ ଅନ୍ତର୍ଗତ ରୋଜେନବର୍ଗରେ ବି ଭକ୍ତ ଟାଣିଲେ ପ୍ରଭୁଙ୍କ ରଥ । ପ୍ରତିବର୍ଷ ଭଳି ଚଳିତ…

ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀବିଗ୍ରହଙ୍କ ତିନି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ।

ପୁରୀ: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ । ହୁଳହୁଳି…

ରଥଯାତ୍ରା ଇତିହାସରେ ପ୍ରଥମ ଥର ରଥ ଟାଣିଲେ ରାଷ୍ଟ୍ରପତି

ପୁରୀ :ରଥଯାତ୍ରା ଇତିହାସରେ ପ୍ରଥମଥର ରାଷ୍ଟ୍ରପତି ଟାଣିବାକୁ ଆସିଲେ ରାଷ୍ଟ୍ରପତି।ପୂର୍ବ ନିର୍ଧାରଣ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସୁରକ୍ଷା ଭିତରେ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ପ୍ରଣାମ ଜଣାଇ ଓ ହାତ ଟେକି…

error: Content is protected !!