ଶୀତରେ ପ୍ରକୋପରେ ଥରୁଛି ଶିମିଳିପାଳ ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲା

କରଞ୍ଜିଆ:(ଜିତେନ୍ଦ୍ର ରାଜ)ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ହ୍ରାସ ପାଇଥିବା ବେଳେ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ୁଛି । ଶୀତ ପ୍ରକୋପରେ ପ୍ରବଳ ଜାଡ଼ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା…

ପରକୀୟା ପ୍ରୀତିର ପ୍ରତିଶୋଧ, ପତ୍ନୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା ସ୍ବାମୀ

କରଞ୍ଜିଆ ( ଜିତେନ୍ଦ୍ର ରାଜ) : ସ୍ୱାମୀ ସହିପାରିଲେନି ପତ୍ନୀର ପରକୀୟା ପ୍ରୀତି । ପ୍ରତିଶୋଧ ନିଆଁରେ ଜଳି ଶେଷରେ ସନ୍ଦେହରେ ଯୁବକଙ୍କୁ ରାସ୍ତାରୁ ହଟାଇ ଦେଲେ ସ୍ବାମୀ । ଗତ ସୋମବାର ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଧୋବାଧୋବଣୀ ଗାଁରୁ…

ବିବେକାନନ୍ଦ ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ମାନବାଧିକାର ଦିବସ ପାଳିତ

କରଞ୍ଜିଆ (ଜିତେନ୍ଦ୍ର ରାଜ): କରଞ୍ଜିଆ ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ମାନବାଧିକାର ଦିବସ ତାଲୁକ ଆଇନ ସେବା କମିଟି ଆନୁକୁଲ୍ୟ ରେ ଓ କମିଟି ର ସଭାପତି ତଥା ଅତିରିକ୍ତ ଜିଲ୍ଲା ଦୌର୍। ଜଜ ଆଶିଷ ରଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…

ଶିମିଳିପାଳରେ ଟ୍ରାପ କ୍ୟାମେରା ରେଚି଼ହ୍ନଟ ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ ଟିମ ।

କରଞ୍ଜିଆ (ଜିତେନ୍ଦ୍ର ରାଜ) : ପୁଣି ଟ୍ରାପ କ୍ୟାମେରା ଦ୍ୱାରା ଠାବ କରି ଶିକାରୀ ଙ୍କୁ ବନବିଭାଗ ଧରିବାକୁ ସଫଳତା ପାଇଛି ଦୁଇଦିନ ପୂର୍ବରୁ ଟ୍ରାପକ୍ୟାମେରା ଦ୍ୱାରା ଠାବ କରି ଠାକୁରମୁଣ୍ଡା ଅଞ୍ଚଳର ୨ ଶିକାରୀ ଙ୍କ ସହିତ ବରାହା ମାଂସ…

ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍, ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳେଇ ଯାଇଥିବାର ବନବିଭାଗର ସୂଚନା ।କରଞ୍ଜିଆ:(ଜିତେନ୍ଦ୍ର ରାଜ )ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ବାଘୁଣୀ ଜୀନତ…

ଶିମିଳିପାଳରୁ ଦୁଇ ବାରହା ଶିକାରୀ ଗିରଫ,ମାଂସ ସହିତ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ଜବତ |

ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ): ଗତକାଲି ସନ୍ଧ୍ୟା ସମୟରେ ଶିମିଳିପାଳ ଜଙ୍ଗଲ ରୁ ଦୁଇ ଜଣ ବାରହା ଶିକାରୀ ଙ୍କୁ ବନ ବିଭାଗ ର ଟିମ ଗିରଫ କରିଥିବା ସୂଚନା ମିଳିଛି | ପ୍ରାପ୍ତ ସୂଚନା ଅନୁଯାୟୀ ଶିମିଳିପାଳ ଜଙ୍ଗଲ ଭିତରେ ବନ୍ୟ…

ଯୁବ କ୍ରିକେଟର ଅମ୍ରିତ ଦାସ ଙ୍କୁ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

ମୟୁରଭଞ୍ଜ/କରଞ୍ଜିଆ(ଜିତେନ୍ଦ୍ର ରାଜ) :ଜାମ୍ମୁ-କାଶ୍ମୀର ଠାରେ ୧୮ରୁ ୨୧ ତାରିଖ ମଧ୍ୟରେ ୩୫ ତମ ଜାତୀୟ ସିନିୟର ଟେନିସ୍ ବଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।.ଓଡ଼ିଶା ଦଳରେ ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର କରଞ୍ଜିଆ ସହରୁ ଜଣେ ପ୍ରତିଭାବାନ ଯୁବ କ୍ରିକେଟର…

୨୨୦ ନଂ ଜାତୀୟ ରାଜପଥ ରେ ‌ସିରିଜ ଦୁର୍ଘଟଣା, ଚାରି ମୃତ ଓ ତିନି ଗୁରୁତର

କରଞ୍ଜିଆ (ଜିତେନ୍ଦ୍ର ରାଜ଼) : ମୟୂରଭଞ୍ଜ ଜିଲ୍ଲାରେ ଘଟି ଯାଇଛି ସିରିଜ ସଡ଼କ ଦୁର୍ଘଟଣା। ୨୨୦ ନଂ ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳ ରେ ଚାରି ଜଣ ମୃତ୍ୟୁବରଣ କରିଥିବା ବେଳେ ତିନି ଜଣ ଗୁରୁତର ଭାବରେ…

ବିବେକାନନ୍ଦ ପବ୍ଲିକ ସ୍କୁଲର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କରଞ୍ଜିଆ (ଜିତେନ୍ଦ୍ର ରାଜ): କରଞ୍ଜିଆ ସହରର ପ୍ରମୁଖ ବେସରକାରୀ ସ୍କୁଲ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁକୁମାର ଅଗ୍ରୱାଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ…

ବାରମ୍ବାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ବେ ସୁଧୁରୁନି କରଞ୍ଜିଆର ପୋଖରୀ ମାନଙ୍କର ସ୍ଥିତି

କରଞ୍ଜିଆ(ଜିତେନ୍ଦ୍ର ରାଜ) : କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରାତନ ପୋଖରୀ ଗୁଡିକର ପୁନରୁଦ୍ଧାର ଓ ସଫେଇ ପାଇଁ ପ୍ରତ୍ୟେକ ଦୁଇବର୍ଷ କିମ୍ବା ତିନିବର୍ଷ ଅନ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଫଳକରେ ରଙ୍ଗ ଲଗାଇ କାର୍ଯ୍ୟ ହେବା…

error: Content is protected !!