ରାୟଗଡ଼ (ଗୋପୀନାଥ ଗୌଡ଼): ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା ଷ୍ଟେସନ ରାଜ ରାସ୍ତା ଦେଇ ପୁଣିଥରେ ଷ୍ଟେସନରେ ଆସି ପହଁଚିଥିଲା। ଉକ୍ତ ପଦଯାତ୍ରା ରେ…
Category: ରାୟଗଡା
ନୂତନ ପାଣି ଟାଙ୍କିରୁ ପାଣି ଝରିବା ଅଭିଯୋଗ ପାଇବା ପରେ ବିଧାୟକ ଶ୍ରୀ କାଡ୍ରାକାଙ୍କ ନିରୀକ୍ଷଣ
ରାୟଗଡା (ଗୋପୀନାଥ ଗୌଡ଼) :ରାୟଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଆପୋଲସ୍ବାମୀ କାଡ୍ରାକା ରାୟଗଡା ସହର ଓଏମପି ସମ୍ମୁଖରେ ନୂତନ ପାଣି ଟାଙ୍କିରୁ ପାଣି ଝରିବା ଅଭିଯୋଗ ପାଇବା ପରେ ବିଧାୟକ ଶ୍ରୀ କାଡ୍ରାକା ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳକୁ ଡାକିଛନ୍ତି। ପାଣି…
ରାୟଗଡ଼ ଜିଲ୍ଲା କାର୍ଲାକଣା ଅନ୍ତର୍ଗତ ଗେଟିପଡ଼ା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା
ରାୟଗଡା(ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲା କାର୍ଲାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଗେଟିପଡ଼ା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖା ଦେଇଛି। ବର୍ଷ ବର୍ଷ ଧରି ଗ୍ରାମବାସି ମାନେ ବିଭାଗୀୟ ଅଧିକାରି ମାନଙ୍କୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା, କର୍ଣ୍ଣପାତ…
ନିୟମଗିରି ଅଞ୍ଚଳକୁ ବିଜୁଳୀ ସାତ ସପନ, ସରକାରୀ ଉଦାସୀନତାର ଶିକାର
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ପାର୍ସାଳୀ ପଞ୍ଚାୟତ ନିୟମଗିରି ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଗାଁ ଗୁଡିକ ଆଜକୁ ୭୭ ବର୍ଷ ହେଲା ୧୨ ଟି ଗାଁ କୁ ବିଜୁଳି ଆଲୁଅ ସାତ ସପନ ହୋଇ…
ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର।
ରାୟଗଡା(ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଆଜି ଶନିବାର…
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଜିଲ୍ଲା ସ୍ତରୀୟ ବୈଠକ
ରାୟଗଡ଼ା (gopi ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ମଜଦୂର ସଂଘ ର ଜିଲ୍ଲା ଊପସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ବିଦ୍ୟା…
ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟର ସମୀକ୍ଷା
ରାୟଗଡ (ଗୋପୀନାଥ ଗୌଡ଼): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ତଥା ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ତିନି ଗୋଟି ବିଭାଗର…
ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ସଚେତନତା
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି ଏହି ଅବସର ରେ ମୋଟର ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା । ଏହି ମୋଟର ସାଇକେଲ ରାଲିକୁ ବନଖଣ୍ଡ ଅଧିକାରୀ…
ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଦିବସ ପାଳନ
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି I ଅଙ୍ଗନବାଡି କେନ୍ଦ୍ର ସ୍ତରରେ, ଗ୍ରାମ ସ୍ତରରେ, ବିଦ୍ୟାଳୟ ସ୍ତରରେ, ଗ୍ରାମ ସଭା ଆୟୋଜନ…
ଉତ୍କଳ ଆଲୁମିନା କେଣ୍ଟିନରେ ଜଣେ ଯୁବକ କାମ କରୁଥିବା ଅବସ୍ଥାରେ ନିଆଁ ଲାଗି ଗୁରୁତର ।
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ଦୋରଗୁଡା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କେଣ୍ଟିନରେ ବଡ ଧାରଣ ଏକ ଅଘଟଣ ଘଟି ଯାଇଥିବା ବେଳେ, ପୀଡିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି ହେଇ ମୃତ୍ୟୁ…
