କଟକ ସହରରେ ସୋସିଆଲ ମିଡ଼ିଆ ବନ୍ଦ କଲେ ସରକାର

କଟକ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ପରେ ପ୍ରଶାସନ ଏଭଳି କଟକଣା ଲଗାଇଛି । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । କଟକ ସହରରେ ଆଜି ସନ୍ଧ୍ୟା ୦୭ ଟା…

ମାର୍ଚ୍ଚ ୨୯ ରୁ ୩୦ ନଦୀକୂଳ ସାହି ପ୍ରିମିୟର ଲିଗ ସିଜନ-୪ ।

କଟକ (ଆକାଶ କୁମାର ସ୍ୱାଇଁ): ପ୍ରତିବର୍ଷ ପରି ଚଳିତ ବର୍ଷ ମାର୍ଚ୍ଚ ୨୯ ଓ ୩୦ତାରିଖରେ ନଦୀକୂଳ ସାହି ପ୍ରିମିୟର ଲିଗ୍ ସିଜନ-୪ ବିଶ୍ଵଜିତ ମେମୋରିଆଲ୍-୨୦୨୫ କଟକ ଶିଖରପୁର କମଳାକାନ୍ତ ବିଦ୍ୟାପୀଠ ଖେଳ ପଡିଆରେ ଅନୁଷ୍ଠିତ ହେବ ବୋଲି କଟକ ଶିଖରପୁର…

ଇନଟାକ୍ ତରଫରୁ ଭୋଜନାଳୟକୁ ଐତିହ୍ୟ ମାନ୍ୟତା ପ୍ରଦାନ

କଟକ (ଆକାଶ କୁମାର ସ୍ୱାଇଁ): ମର୍କତ ନଗରସ୍ଥିତ ବାଣିଜ୍ୟ କର ଆଡଭୋକଟ୍ ସଂଘ ପ୍ରକ୍ଷଆଳୟ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କଟକ ନଗରର ପୁରାତନ ଭୋଜନାଳୟ ମାନଙ୍କୁ ଇନଟାକ୍ ତରଫରୁ ଐତିହ୍ୟ ଫଳକ ପ୍ରଦାନ କରାଯାଇଛି। ହଜାର ବର୍ଷରୁ ପୁରୁଣା…

ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଶୀର୍ଷକ ଆଲୋଚନାଚକ୍ର

କଟକ(ଆକାଶ କୁମାର ସ୍ୱାଇଁ): ଶତାବ୍ଦୀ ଭବନରେ ଶ୍ରୀ ଅଭିରାମଙ୍କ ୧୨୨ତମ ଜୟନ୍ତୀ ଉତ୍ସବ ଉପଲକ୍ଷେ ପୌର୍ଣ୍ଣମାସୀ ପାଠାଗାର ଓ ଅଭିରାମ ସାରସ୍ବତ ପରିଷଦର ମିଳିତ ଆନୁକୂଲ୍ୟରେ’ ଆୟୋଜିତ ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବ ଶୀର୍ଷକୀୟ ଆଲୋଚନା କାର୍ଯ୍ୟକ୍ରମକୁ…

କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସ

କଟକ (ଆକାଶ କୁମାର ସ୍ବାଇଁ) : କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଟକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ପ୍ରତିଷ୍ଠା ଦିବସରେ ୫୭ଟି ବରିଷ୍ଠ ନାଗରିକ ସଂଘର ସଭାପତି,ସଂପାଦକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ…

ଚଳିତ ବର୍ଷ ବାଲିଯାତ୍ରାରେ ସୋନୁ ନିଗମଙ୍କ ସହ ଡ୍ରୋନ ଏବଂ ଲେଜର ଲାଇଟ୍ ଦେଖିବାକୁ ମିଳିବ

କଟକ : ଆୟୋଜିତ ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବାଲିଯାତ୍ରାର ଗୁରୁତ୍ୱକୁ ଦର୍ଶାଇବା ପାଇଁ ୩୦୦ ଡ୍ରୋନ୍ ଏକ ଚମତ୍କାର ଶୋର ଅଂଶ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ଡ୍ରୋନ ଆକାଶକୁ ଆଲୋକିତ କରି…

କଟକ ଦୁର୍ଗାପୂଜାରେ ଚଳିତ ବର୍ଷ ଅଧିକ ସୁନା, ରୂପାର ମେଢ଼

କଟକ:ତାରକଷିର ସହର କଟକରେ, ଦେବୀ ଦୁର୍ଗାଙ୍କୁ ସଜାଇବା ପାଇଁ ସୁନା ଏବଂ ରୂପା ମୂଲ୍ଯ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ନୁହେଁ | ଏହି ଦୁର୍ଗା ପୂଜା, ଚୌଧୁରୀ ବଜାର-ସହରର ସବୁଠାରୁ ପୁରୁଣା ପୂଜା କମିଟି ମଧ୍ୟରୁ ଗୋଟିଏ-ପ୍ରଜ୍ଞାପନ ମେଢ଼ରେ ଅଧିକ ସୁନା ଯୋଡ଼ୁଛି,…

କଟକରେ ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କଲେ ତାଙ୍କ ଦୁଇ ପୁଅ

କଟକ: ମହାନଦୀବିହାର ଅଞ୍ଚଳରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଦୁଇ ପୁଅ ନିଜ ମା’ର ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ତାକୁ ଧରିବା ପାଇଁ…

ଟୁଇନ ସିଟି ସହିତ ରାଞ୍ଚିରୁ ମଧ୍ୟ ମିଲିଲା ପାଞ୍ଚଟି ସିମବକ୍ସ

ଭୁବନେଶ୍ବର (ରିପୋର୍ଟ-ସମୀର ରଞ୍ଜନ ନାୟକ) : କିଛି ଦିନହେବ ଭୁବନେଶ୍ୱରରୁ ସିମ ବକ୍ସ ଜବତ ହେବା ସହିତ ଘଟଣା ରେ ଏବେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିରୁ ମଧ୍ୟ ମିଳିଛି ତେବେ ଓଡିଶା ପୋଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରାଞ୍ଚି ନେବା ପରେ…

ପ୍ରଥମ ରାଜ୍ୟ ଭାବେ କର୍ମଜୀବୀ ମହିଳାଙ୍କ ପାଇଁ ଦିନିକିଆ ଋତୁସ୍ରାବ ଛୁଟି ଘୋଷଣା କଲା ଓଡ଼ିଶା

କଟକ : ଓଡ଼ିଶା ସରକାର ଗୁରୁବାର ଦିନ ମାସିକ ଧର୍ମ ସ୍ୱାସ୍ଥ୍ଯନୀତି ଘୋଷଣା କରିଛନ୍ତି ଯାହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିୟୋଜିତ ମହିଳା କର୍ମଚାରୀଙ୍କ ପାଇଁ ଗୋଟିଏ ଦିନର ମାସିକ ଛୁଟି ଅନୁମତି ଦେଇଛି।ଦେଶରେ ପ୍ରଥମ ରାଜ୍ୟ ଭାବେ…

error: Content is protected !!