ଅଟୋ ଓଲଟି ଜଣେ ଗୁରୁତର ଜଣେ ଆହତ

ପାଟଣା(ଦଶରଥ ବାରିକ): ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ସୂଚନା ଅନୁସାରେ ଭାଲୁକିପତଳା ଗ୍ରାମର ଅର୍ଜ୍ଜୁନ ଚରଣ ନାଏକ ଓ ଦରିଆ ନାଏକ ଏକ ଅଟୋ ଯୋଗେ ଧାନନେଇ…

ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ସ୍ଥିତ ଧରଣୀଧର ନଗର ଭବନ ଠାରେ ଚମ୍ପୁଆ ବନାଞ୍ଚଳ ପକ୍ଷରୁ ନିଆଁ ଦାଉରୁ କିପରି ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ବଲାଣି ରୁ ପାସେଞ୍ଜର ରେଳ ଚଳାଚଳ ନେଇ ସାଉଥ୍ ଇଷ୍ଟର୍ଣର “ଜି ଏମ “ଙ୍କୁ ଲିଖିତ ଅଭିଯୋଗ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ଉପଖଣ୍ଡ ବଲାଣି ଠାରେ ଆଜି ସକାଳୁ ସକାଳୁ ଚକ୍ରଧରପୁର ଡିଭିଜନର ଦକ୍ଷିଣ ପାର୍ଶ୍ଵବର୍ତ୍ତି ଥିବା ବଲାଣି ରେଳ ସାଇଡିଂ କୁ ସାଉଥ୍ ଇଷ୍ଟର୍ଣ୍ଣ ର ଜେନେରାଲ ମ୍ୟାନେଜର “ଶ୍ରୀ ଅନିଲ କୁମାର ମିଶ୍ର ”…

କେନ୍ଦୁଝରଠାରେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ମେଗା ଶିବିର ତଥା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଆଜି ୦୩.୦୨.୨୦୨୫ ଦିନ ପୂର୍ବାହ୍ନ ୧୧.୦୦ ଟାରେ କେନ୍ଦୁଝରର…

ସାହାରପଡ଼ା ଶ୍ରୀ ଅନ୍ନ ଅଭିଯାନ ତରଫରୁ ମାଣ୍ଡିଆ ମଣ୍ଡି ଉଦଘାଟିତ

କେନ୍ଦୁଝର/ପାଟଣା(ଦଶରଥ ବାରିକ) : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ରାଇଡିହା ଗ୍ରାମ ପଞ୍ଚାୟତ ସ୍ଥିତ କଟୁପଡ଼ା ଠାରେ ସାହାରପଡା କୃଷି ଉତ୍ପାଦକ ସଙ୍ଗଠନ କାର୍ଯ୍ୟାଳୟ ପରିସରରେ ସାହାରପଡା ବ୍ଲକ ଅଧ୍ୟକ୍ଷା ରିନା ନାଏକ ଙ୍କ ଦ୍ଵାରା ମାଣ୍ଡିଆ ମଣ୍ଡି ର…

ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଯୋଗଦାନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଆଜି ପୂର୍ବାହ୍ଣରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ…

ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର, ଆସନ୍ତା ଫେବ୍ରୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି । ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମର ସୂଚୀ ଅନୁଯାୟୀ ତା.୦୩.୦୨.୨୦୨୫ରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ…

ଡାକ୍ତର ସାର୍ଥକ ପଟ୍ଟନାୟକ ଭାରତୀୟ ଆଇସ୍‌ ହକି ଟିମ୍‌ର ମୁଖ୍ୟ ଚିକିତ୍ସା ଅଧିକାରୀ ନିଯୁକ୍ତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଡାକ୍ତର ତଥା ଆର୍ଥୋସ୍କୋପିକ୍‌ ସର୍ଜନ ଏବଂ କ୍ରୀଡା ଆଘାତ ବିଷେଷଜ୍ଞ ତଥା ସ୍କୋର୍ଟ୍ସ ସାଇନସ୍‌ ଇଣ୍ଡିଆ (SSI)ର ପ୍ରତିଷ୍ଠାତା ସାର୍ଥକ ପଟ୍ଟନାୟକ ପ୍ରଥମ ଓଡ଼ିଆ ଡାକ୍ତର ଭାବରେ ୨୦୨୫ ଏସିଆନ୍‌ ୱିଣ୍ଟର ଗେମ୍‌ ପାଇଁ ଭାରତୀୟ…

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସମାପିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (OSDA)ଙ୍କ ମିଳିତ ଆନୁକୁଳ୍ୟରେ ସ୍ଥାନୀୟ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟରେ ଦୁଇ ଦିନିଆ ନିଯୁକ୍ତି ମେଳା ଆଜି ସମାପିତ ହୋଇଯାଇଛି । ଆଜି ଦ୍ଵିତୀୟ ତଥା…

କଂଗ୍ରେସର ରାଷ୍ଟ୍ରପତିଙ୍କ ବିରୋଧରେ ଅପଶବ୍ଦକୁ ବିରୋଧ କରି କୁଶପୁତ୍ତଳିକା ଦାହ କଲା ବିଜେପି

କେନ୍ଦୁଝର (ଦଶରଥ ବାରିକ): ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଗରିବ ମହିଳା ସମ୍ବୋଧନ କରିଥିବାରୁ ତାହାର ପ୍ରତିବାଦ ରେ ଆଜି ପାଟଣା ବ୍ଲକ ମୁଖ୍ୟାଳୟ ବ୍ଲକ ଛକ ଠାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

error: Content is protected !!