ଚମ୍ପୁଆ ରେଞ୍ଜ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଚମ୍ପୁଆ ଉପଖଣ୍ଡରେ ପରବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି । ଏହି ଅବସରରେ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟଠାରେ ମାଆଙ୍କ ନାମରେ ବୃକ୍ଷଟିଏର ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଥିଲା । ଏଥିରେ…

ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢାଉ କରାଯାଇଥିବା ସୂଚନା ରହିଛି । କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟାୟତଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ ଜଗା ରାଓଙ୍କ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଶିକ୍ଷୟତ୍ରୀ ସମ୍ମାନିତ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍-ପ୍ରଦୀପ ମହାନ୍ତ):ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ପ୍ରୀତି ସମ୍ପର୍ଣ୍ଣା ସାହୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପବିତ୍ର…

ବିଜେଡି ତରଫରୁ ବଡ଼ପାଟଣା ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର/ପାଟଣା(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ସରପଞ୍ଚ ଭାବେ ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ରୁ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିବା ବିନତି ବାନାରା ଙ୍କୁ ଦିଲ୍ଲୀର ଲାଲକିଲ୍ଲା ଠାରେ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମାନିତ…

ବିପଦ ସଙ୍କୁଳ ଅବସ୍ଥାରେ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବିଶ୍ରାମ କକ୍ଷ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ): ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ଥିବା ବସ ଷ୍ଟପ୍ (ବିଶ୍ରାମ କକ୍ଷ) ଅବହେଳିତ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହାଫଳରେ ଛାତ୍ର ଛାତ୍ରୀ ମାନେ ବସରେ ଯାତାୟତ ପାଇଁ ବିପଦ ପୂର୍ଣ୍ଣ ଅବସ୍ଥାରେ…

ଚମ୍ପୁଆ ବ୍ଲକ ପାଇଁ ବିଜେଡି ସଭାପତି ଓ ନଗର ସଭାପତିଙ୍କ ନାମ ଘୋଷିତ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) : ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ଦଳୀୟ ନେତାମାନେ ନିଦ୍ୱର୍ନ୍ଦରେ ମନୋନୀତ ହୋଇଛନ୍ତି ।…

ରାସ୍ତା ପାଇଁ ଯମଯନ୍ତ୍ରଣା ଭୋଗୁଛନ୍ତି ବିସ୍ଥାପିତ ଓ ଟୁଙ୍ଗଲେଇସାହି ବାସୀ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ପୁର ବିସ୍ଥାପିତ ନୂଆ କଲୋନୀ ଓ ଟୁଙ୍ଗଲେଇ ସାହିକୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ରାସ୍ତାରେ ଅନେକ ବଡ଼ ବଡ଼ ଗର୍ତ୍ତ ସହିତ…

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ବ୍ରୋଞ୍ଜ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) : ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତି ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତ ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି…

ସ୍ପନ୍ଦନଙ୍କ ବିୟୋଗରେ ଯୋଡ଼ାବାସୀ ସ୍ତବ୍ଧ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୩ ନମ୍ବର ୱାର୍ଡ ର ବେଶ ଜଣାଶୁଣା ସ୍ପନ୍ଦନ ସେନ ଓରଫ (କାହ୍ନା)ଙ୍କ ୩୪ ବର୍ଷ ବୟସରେ ଆଜି ଭୋର ୨ ଟା ପାଖା ପାଖି ହୃଦଘାତ ରେ ମୃତ୍ୟ…

ସହାୟତାର ହାତ ବଢ଼ାଇଲା ଭରସା ପରିବାର

ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) :ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ । ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ଗ୍ରାମର ନନ୍ଦ ମୁଣ୍ଡାଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ନ ଥିବା…

error: Content is protected !!
Powered by Joinchat