ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

ଯୋଡ଼ା/କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ ମାଇନ୍ସର ପାରିପାର୍ଶ୍ୱିକ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର ବଣ୍ଟନ କରାଯାଇଛି। ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର କେବି ହାଇସ୍କୁଲ,…

ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ସ୍ଥାନୀୟ ରାମଲା ଆଶ୍ରମ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୩ଗୋଟି କ୍ଲଷ୍ଟରର ୨୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବେ…

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା,ଚାରି ଗୁରୁତର

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ):କେନ୍ଦୁଝର ଜିଲ୍ଲାର ଯୋଡ଼ା ରେ ଥିବା ଦୀର୍ଘତମ ଫ୍ଲାଇଓଭରରେ ଶନିବାର ରାତି ଏକ ଅଟୋ ଦୁର୍ଘଟଣା ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ଧାର ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁ ସ୍ଥାନୀୟମାନେ…

ପଞ୍ଚମ ଚନ୍ଦ୍ରଶେଖର କପ ଫୁଟବଲ ଖେଳ ଉଦଘାଟିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ ମହାନ୍ତ): ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ପଞ୍ଚମ ଚନ୍ଦ୍ରଶେଖର ଫୁଟବଲ କପ ଖେଳ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଯୋଡା ଟ୍ରକମାଲିକ ସଂଘ ସମ୍ପାଦକ…

ପୋଲିସର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ପୋଲିସ ପକ୍ଷରୁ ଜିଲ୍ଲା ର ସମସ୍ତ ଥାନା ରେ ଜବତ ହୋଇଥିବା ଯାନ ବାହାନ ଓ ମୋବାଇଲ ଫୋନ ଫେରସ୍ତ କରିବା କାର୍ଯ୍ୟକ୍ରମ ଆରମ୍ଭ…

ମା ଦୁର୍ଗା ଯୁବକ ସଂଘ ଆନୁକୂଲ୍ୟରେ ଦଶହରା ପୂଜା ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ ମହାନ୍ତ): ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଳ ପଞ୍ଚାୟତ, କାଶିପାଳ ପାନପଶି ଗ୍ରାମର ଦେହୁରୀସାହି ମା ଦୁର୍ଗା ଯୁବକ ସଂଘ ଆନୁକୂଲ୍ୟରେ ଦଶହରା ଉପଲକ୍ଷେ ଡ୍ୟାନ୍ସ ଧାମାକା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫଗୁ ନାଏକ, ଅଖୟ କୁମାର ନାଏକ, ଉଦ୍ଧବ…

ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ଶୁଦ୍ଧିକ୍ରିୟା ପାଇଁ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲା ଭରସା ପରିବାର ଟ୍ରଷ୍ଟ, କେନ୍ଦୁଝର । ଚମ୍ପୁଆ ବ୍ଲକ୍ ସୁନାପଶି ପଞ୍ଚାୟତ ଅନ୍ତର୍ଗତ ବାଙ୍କ ଗ୍ରାମର ଲଳିତ ଲୋହାର ଗ୍ୟାସରେ ରୋଷେଇ କରୁଥିବା ସମୟରେ ଅତ୍ୟଧିକ ଗ୍ୟାସ…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଉଦ୍‌ଯାପିତ

କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ପବିତ୍ର ଏକାଦଶୀ ତିଥିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ ପ୍ରାଙ୍ଗଣରେ ପ୍ରଥମଥର ପାଇଁ ଏକ ଏତିହାସିକ “ପୂର୍ବଛାତ୍ର ଏକତ୍ରୀକରଣ” କାର୍ଯ୍ୟକ୍ରମ ଉଦ୍‌ଯାପିତ ହେଲା। ୨୦୦୪ ଠାରୁ ୨୦୨୫ ପର୍ଯ୍ୟନ୍ତ ବର୍ଷଗତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ମୃତିକୁ…

କଂଗ୍ରେସ ପକ୍ଷରୁ ଗାନ୍ଧୀ ପଥେ ଓଡିଶା ପଦଯାତ୍ରା।

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା କଂଗ୍ରେସ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଉପଲକ୍ଷେ “ଗାନ୍ଧି ପଥେ ଓଡିଶା” କାର୍ଯ୍ୟକ୍ରମ ରେ ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା…

୫୨୦ ନମ୍ବର ଜାତୀୟ ରାଜପଥରେ ଫସିଲା ବସ,ରାସ୍ତାର ଅବସ୍ଥା ଶୋଚନୀୟ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅନ୍ତର୍ଗତ ଟୋପାଡି ନିକଟରେ ଥିବା ୫୨୦ ନମ୍ବର ଜାତୀୟ ରାଜପଥର ଅତି ଦୟନୀୟ ପରିସ୍ଥିତି ହେତୁ, ଏକ ଯାତ୍ରୀବାହି ଅମ୍ବିକା ବସ ରାଜପଥ ଉପରେ ଫସିଯାଇଛି। ଏହି ଘଟଣା ଦ୍ୱାରା ଏକପଟେ…

error: Content is protected !!