“ଏସୟୁଜେ ଓଡ଼ିଶା” କେନ୍ଦୁଝର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : “ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା” କେନ୍ଦୁଝର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଏବଂ ସାଧାରଣ ପରିଷଦ ବୈଠକ, ବନ୍ଧୁ ମିଳନ ଓ ଆଲୋଚନା ଚକ୍ର, ନୂତନ ସଭ୍ୟ ଗ୍ରହଣ ତଥା ସଭ୍ୟ ନବୀକରଣ…

ସହିଦ ରତ୍ନା ନାଏକଙ୍କ ପୂଣ୍ୟତିଥି ପାଳିଲା କେନ୍ଦୁଝର ଭୁୟାଁ ସଂସ୍କୃତିକ ସଂଗଠନ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :ଭୁୟାଁ ସଂସ୍କୃତିକ ସଂଗଠନ କେନ୍ଦୁଝର ପକ୍ଷରୁ ଶନିବାର ଦିନ କେନ୍ଦୁଝର ସହରର କମାରଗଡ଼ା ସ୍ଥିତ ଭୁୟାଁ ସଂସ୍କୃତିକ ସଂଗଠନ କେନ୍ଦୁଝର କାର୍ଯ୍ୟାଳୟ ପରିସରରେ ସହିଦ ରତ୍ନା ନାଏକ ଙ୍କ ପୂଣ୍ୟତିଥି ପାଳିତ ହୋଇଥିଲା। ୩୦ ନଭେମ୍ବର ଦିନଟିକୁ ମହାନ…

ଜିଲ୍ଲା ଦକ୍ଷତା ବିକାଶ ମିଶନର ବୈଠକ ଅନୁଷ୍ଠିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ): :ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲା ଦକ୍ଷତା ବିକାଶ ମିଶନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ନୂଆ ଓଡ଼ିଶା ଅନ୍ତର୍ଗତ ତାଲିମ ଦେଉଥିବା ପାଞ୍ଚ ଗୋଟି ସଂସ୍ଥାର…

କେନ୍ଦୁଝରରେ ପୁଣି ଏକ ହାତୀର ମୃତ୍ୟୁ,ଧାନ ବିଲରେ ପଡିଛି ହାତୀର କ୍ଷତବିକ୍ଷତ ମୃତଦେହ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏହି ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।ଏହି ଅଞ୍ଚଳରେ ୫୦ରୁ ଅଧିକ ହାତୀ…

କେନ୍ଦୁଝର ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ କେନ୍ଦୁଝର:ଆସନ୍ତା ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି…

ଜମନାଲାଲ ବଜାଜ ଫାଉଣ୍ଡେସନ ଦ୍ୱାରା ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ସମ୍ବର୍ଦ୍ଧିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଗାନ୍ଧୀ ମୂଲ୍ୟବୋଧର ପ୍ରସାରରେ ଅବଦାନ ପାଇଁ ଚାରିଜଣ ବିଶିଷ୍ଟ ସାମାଜିକ କର୍ମୀଙ୍କୁ ୪୬ ତମ ଜମନାଲାଲ ବଜାଜ ଫାଉଣ୍ଡେସନ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ଗାନ୍ଧୀ ମୂଲ୍ୟବୋଧ ଏବଂ ଜମନାଲାଲ ବଜାଜଙ୍କ…

କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର…

ସହଯୋଗୀଙ୍କ ମୃତ୍ୟୁରେ ମ୍ରିୟମାଣ ମୁଖ୍ୟମନ୍ତ୍ରୀ, ଶେଷ ଦର୍ଶନ କଲେ

କେନ୍ଦୁଝର(ସୀତାରାମ ଦୀକ୍ଷିତ ): କେନ୍ଦୁଝର :ବିଜେପି କେନ୍ଦୁଝର ନଗରମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ(ନିରୁ)ଙ୍କର ରବିବାର ବିଳମ୍ବିତ ରାତିରେ ହୃଦଘାତ କାରଣରୁ ଅକାଳ ବିୟୋଗ ଘଟିଛି। ନିରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ସେ ବସ୍‌ ଯୋଗେ କଟକ…

କେନ୍ଦୁଝର ଔଷଧ ପ୍ରତିନିଧିଙ୍କ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ରୋଟାରୀ ଭବନ ଠାରେ ଔଷଧ ବିକ୍ରେତା ପ୍ରତିନିଧି ସଂଘ ର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ର ସେକ୍ରେଟାରୀ…

ପେନସନ ଦାବୀ କଲା ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକ୍ଟ କର୍ମଚାରୀ ସଂଘ

କେନ୍ଦୁଝର (ସୀତାରାମ ଦୀକ୍ଷିତ):କେନ୍ଦୁଝର ଜାତୀୟ ରାଜପଥ ଡାକବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ନିକଟରେ ପେନସନ ଦାବୀ କଲେ ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକଟ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ। ଦୀର୍ଘ ୩୫ ରୁ ୩୮ ବର୍ଷ ପାର୍ବତ୍ୟ…

error: Content is protected !!