କେନ୍ଦୁଝର (ସୀତାରାମ ଦୀକ୍ଷିତ): ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୪ର ସଫଳ ଓ ପରିବ୍ୟାପ୍ତ ଆୟୋଜନ ଲାଗି ଆୟୋଜିତ ବନ୍ଧୁତ୍ବପୂର୍ଣ କ୍ରିକେଟ ମ୍ୟାଚରେ ଜିଲ୍ଲାପାଳଙ୍କ ଏକାଦଶ ୯ ଉଇକେଟରେ ନାଗରିକ ଏକାଦଶଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ।ଧରଣୀଧର ସ୍ପୋର୍ଟସ କମ୍ପଲେକ୍ସ ଠାରେ ଆୟୋଜିତ…
Category: କେନ୍ଦୁଝର
ଡ଼ିସେମ୍ବର ୧୮ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଗୋନାସିକା କେନ୍ଦୁଝର ମହୋତ୍ସବ
କେନ୍ଦୁଝର ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେନ୍ଦୁଝର ଷ୍ଟାଡିୟମରେ ଡିସେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଗୋନାସିକା ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ଡ଼ିସେମ୍ବର ୧୮ ତାରିଖରୁ ୧୦…
ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳର ଟ୍ରକ୍ ମାଲିକ ମାନଙ୍କୁ ଅଗ୍ରାଧିକାରରେ ଟ୍ରକ୍ ଲୋଡିଂ ପାଇଁ ଦାବୀ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଗନ୍ଧମାର୍ଦ୍ଦନ ଶୁଆକାଟି ଖଣି ପ୍ରଭାବିତ କେନ୍ଦୁଝର ସହର ଅଞ୍ଚଳ ର ଦୀର୍ଘସ୍ଥାୟୀ ବାସିନ୍ଦା ଖଣି ଆଇନ୍ ୧୯୫୨ ର ଉପଧାରା ଅନୁଯାୟୀ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ…
ନଲେଜ ଟ୍ରି ର ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନଲେଜ ଟ୍ରି ର ବାର୍ଷିକ ଉତ୍ସବ କେନ୍ଦୁଝର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦୁଝର ଗୋନାସିକା କଲେଜ ର ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ବିପିନ ବିହାରୀ ଜେନା ମୁଖ୍ୟ…
ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଯୋଗ ଦେଲେ ମାନସ କୁମାର ମହାକୁଡ଼
କେନ୍ଦୁଝର(ଦଶରଥ ବାରିକ) : ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ନୂତନ ଥାନା ଅଧିକାରୀ ଭାବେ ମଙ୍ଗଳବାର ଦିନ ମାନସ କୁମାର ମହାକୁଡ଼ ଯୋଗ ଦେଇଛନ୍ତି ସେ ପୂର୍ବରୁ ଅନୁଗୋଳ ରାଉରକେଲାର ଚାନ୍ଦିପୋଷି ଥାନାରେ କାର୍ଯ୍ୟ କରୁଥିଲେ ପାଟଣା ଅଞ୍ଚଳରେ ଦୁର୍ଘଟଣା…
କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ପ୍ରତିନିଧି ହେଲେ ରୋହିତ ରଞ୍ଜନ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ଖଣି ର ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ରୋହିତ ରଞ୍ଜନ ବାରିକ। ବୁଧବାର ଦିନ ରୋହିତ ରଞ୍ଜନ ବାରିକ ସାଂସଦ ଅନନ୍ତ ନାୟକ ଙ୍କ ପ୍ରଦତ୍ତ ଚିଠି ଓଏମସି…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଘଟଗାଁ ଅଗ୍ନି ବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ୧୧.୧୨.୨୦୨୪ ମଙ୍ଗଳବାର ଦିନ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ନିକଟରେ ଥିବା କିଛି ଦୋକାନ ଗୃହ ଗୁଡିକରେ କୋଣସି କାରଣ ବସତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ୧୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…
କେନ୍ଦୁଝର ମାଟିର ପୁଅ ଶୁଭମ 23 ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ୨୩ ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କେନ୍ଦୁଝରର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ l ଆସନ୍ତା ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବିସିସିଆଇ ୨୩ ବର୍ଷରୁ କମ ‘ଏ’ ଟ୍ରଫି ପୁରୁଷ…
୫୨୦ ନମ୍ବର ଜାତୀୟ ରାଜପଥ ରେ ପୁଣି ଏକ ଦୁର୍ଘଟଣା ।
କେନ୍ଦୁଝର(ସୀତାରାମ ଦୀକ୍ଷିତ): ଆଜି ସକାଳ ରେ ରୋଇଡା ଛକ ଓ ରଣା ସାଳ ଘାଟି ମଧ୍ୟ ଭାଗରେ ଏକ ଦୁର୍ଘଟଣା ହୋଇଥିଲା ।୫୨୦ ନମ୍ବର ଜାତୀୟ ରାଜପଥରେ ବାଇକ ରେ ରିମୁଳି ପଟୁ ଆସୁଥିବା ବେଳେ ନିଜର ବାଇକ ଦୃତଗତି ଥିବାରୁ…
କାଶିଆ ମାଇନ୍ସ ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ
କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ): ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାଶିଆ ଆଇରନ ଓ ଡୋଲାମାଇଟ୍ ମାଇନ୍ସ ପକ୍ଷରୁ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମଏସ) ସପ୍ତାହ-୨୦୨୪-୨୦୨୫ ପାଳିତ ହୋଇଯାଇଛି । ଏହି…
