କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପୋଷି ପଞ୍ଚାୟତ ଅନ୍ତର୍ଗତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ ସହମତିକ୍ରମେ ତାଙ୍କ ଯକୃତ…
Category: କେନ୍ଦୁଝର
ସି ଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ରାଜ୍ୟ କ୍ରୀଡା, ଯୁବ ସେବା ବିଭାଗ ଆନୁକୂଲ୍ୟରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅପରାହ୍ନରେ ସି ଏମ କପ ଆନ୍ତଃ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ…
କୋର୍ଟରେ ସାକ୍ଷୀ ଦେବାରୁ ଟ୍ରକ୍ ର ପରିବହନ କାର୍ଯ୍ୟ ବନ୍ଦ କଲେ ପରିବହନ ଠିକାଦାର
କେନ୍ଦୁଝର (ସୀତାରାମ ଦୀକ୍ଷିତ): ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ଅଞ୍ଚଳ ର କୀର୍ତ୍ତନ ମହାକୁଡ ଙ୍କ ଟ୍ରକ୍ କୁ ପରିବହନ କାର୍ଯ୍ୟ ନ ଦେବା ସହିତ ତାଙ୍କୁ ଜୀବନରେ ମାରି ଦେବାର ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।ତାଙ୍କ…
ବିପୁଳ ପରିମାଣର ଗଞ୍ଜେଇ ସହ ଜଣେ ଗିରଫ, ନଗଦ ୫ ଲକ୍ଷ ଟଙ୍କା ସହ ବାଇକ ଜବତ ।
କେନ୍ଦୁଝର(ଦଶରଥ ବାରିକ): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ ପାତ୍ରସାହିରୁ ଗତକାଲି ବଡ଼ବିଲ ପୋଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହିତ ତେଇଶି କିଲୋ ଗଞ୍ଜେଇ ଓ ଏକ ହୋଣ୍ଡା ବାଇକ ସହ ପାଞ୍ଚଲକ୍ଷ ନଗଦ ଟଙ୍କା ଜବତ କରିଛି…
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ୫୬ତମ ସ୍ମୃତି ଦିବସ।
କେନ୍ଦୁଝର (ସୀତାରାମ ଦୀକ୍ଷିତ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ୧୯୩୬ ମସିହାରେ ଦାଦା ଲେଖରାଜଙ୍କ ସାକାର ମାଧ୍ୟମରେ ନିରାକାର ଶିବ ପିତା ପରମାତ୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ଦାଦା ଲେଖରାଜଙ୍କୁ ପିତାଶ୍ରୀ ପ୍ରଜାପିତା ବ୍ରହ୍ମା ନାମ ଦେଇଥିଲେ। ସେ ଦୀର୍ଘ…
ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :ବଡ଼ବିଲ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ହେଉଥିବା ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହେଇଯାଇଛି ।ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଚମ୍ପୁଆ ଶ୍ରୀ ସନାତନ…
କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଆଜିଠାରୁ ଲୋକଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଆଜି କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ…
କେନ୍ଦୁଝର ଝୁମ୍ପୁରା ଠାରେ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ – ମୁଖ୍ୟମନ୍ତ୍ରୀକେନ୍ଦୁଝରମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୂରା ଠାରେ ଏକ ନବ ନିର୍ମିତ ସେତୁ ର…
୩ ଦିନିଆଁ କେନ୍ଦୁଝର ଜିଲ୍ଲା ଗସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି
କେନ୍ଦୁଝର (ଦଶରଥ ବାରିକ): ୩ ଦିନିଆ କେନ୍ଦୁଝର ଗସ୍ତରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିବାର ଥିବା ବେଳେ ଆଜି ସୁପର କିଙ୍ଗ ଏୟାର ସି ୯୦ ଇ ଜେ ଜେଡ ଏୟାରକ୍ରାଫ୍ଟ ଯୋଗେ ୮.୫୫ ରେ ଭୁବନେଶ୍ୱର ସ୍ଥିତ ବିଜୁ…
ବାହୁଡ଼ି ଗଲେ ବିଶିଷ୍ଟ ସାରସ୍ଵତ ସାଧକ ସଂଗଠକ ଦିବାକର ସାହୁ।
କେନ୍ଦୁଝର (ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ସାହିତ୍ୟ ସଂସଦର ଅନେକ ବର୍ଷ ସଭାପତି ରହି ସାହିତ୍ୟ ଚର୍ଚ୍ଚା କରି ଅନେକ ସାହିତ୍ୟିକ କବି ଗବେଷକ ବାହାର କରିଥିବା ସାହିତ୍ୟ କବି ପ୍ରାଣ ଦିବାକର ସାହୁଙ୍କ ଆଜି…