କେନ୍ଦୁଝର(ସୀତାରାମ ଦୀକ୍ଷିତ): ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଶୁକମୁଣ୍ଡା (୭୬) ହୃତଖାତ ରେ ଶନିବାର ରାତିରେ ନିଜସ୍ବ ବାସଭବନରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ଶୁକ ମୁଣ୍ଡା ସ୍ଥାନୀୟ ଅଞ୍ଚଳରେ ଜଣେ…
Category: କେନ୍ଦୁଝର
ବ୍ରହ୍ମା କୁମାରୀ ବଡବିଲ ଶାଖା ଏହାର ୧୭ତମ ବାର୍ଷିକ ଦିବସ ପାଳନର ଆୟୋଜନ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଆଜି ଜାତୀୟ ଯୁବ ଦିବସରେ, ଜାନୁଆରୀ ୧୨ ତାରିଖରେ, ବ୍ରହ୍ମା କୁମାରୀ ବଡବିଲ ଶାଖା ଏହାର ୧୭ତମ ବାର୍ଷିକ ଦିବସ ପାଳନର ଆୟୋଜନ କରିଥିଲା ଏବଂ ଏହି ଅବସରରେ ସଂଗଠନ ଦ୍ୱାରା ଏକ ସୁନ୍ଦର ଆଧ୍ୟାତ୍ମିକ…
ସେରେଣ୍ଡା ମନ୍ଦିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପ୍ରଥମବର୍ଷ ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅଯୋଧ୍ୟା ଠାରେ ବହୁ ପ୍ରତୀକ୍ଷିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଥମବର୍ଷ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ସେରେଣ୍ଡା ତାରିଣୀ ମନ୍ଦିର ବିଜେପି କର୍ମୀ ମାନଙ୍କ ପକ୍ଷରୁ ଶ୍ରୀରାମ ମନ୍ଦିର…
ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ୨୦୨୫ ନୂତନ ବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ
କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝରଗଡ଼ସ୍ଥିତ ଅଶୋକ ବାଟିକା ଠାରେ ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବଂଧୂ ମିଳନ କାର୍ଯ୍ୟକ୍ରମ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ…
ଡେଙ୍ଗୁମଶା କୁ ଆମନ୍ତ୍ରଣ କରୁଛି ଯୋଡ଼ା ବ୍ଲକ
ଯୋଡ଼ା (ସୀତାରାମ ଦୀକ୍ଷିତ ) :କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପଛ ପାଣି କୁଣ୍ଡ ପାଳିଟିଛି ମଶା ମାନଙ୍କର ଗନ୍ତାଘର।ମାନିନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ସାରା ଭାରତ ସମେତ ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ…
ପାଟଣାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦୁଝର (ଦଶରଥ ବାରିକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ…
ସିଟିଜି ଫାଉଣ୍ଡେସନ’ର ବାର୍ଷିକୋତ୍ସବସମୟଶ୍ରୀଙ୍କୁ ସିଟିଜି ପ୍ରତିଭା ଓ ଶୁଭମଙ୍କୁ ସିଟିଜି ରତ୍ନ ସମ୍ମାନ
କେନ୍ଦୁଝର(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଭଳି ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲାରେ ଶିକ୍ଷାକ୍ଷେତ୍ରରେ ରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ଶିକ୍ଷା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ…
ଡିଏନ ହାଇସ୍କୁଲ ୧୯୭୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝରଗଡର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଏବଂ ସେମାନଙ୍କ ପରିବାରକୁ ନେଇ ଏକ ବନ୍ଧୁ ମିଳନ ସ୍ଥାନୀୟ ଅଶୋକ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି…
ପ୍ରେମିକା ପାଇଁ ପ୍ରେମିକର ବୈତରଣୀ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
କେନ୍ଦୁଝର(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀ ପୋଲ ଉପରୁ ଜଣେ କଲେଜ ଛାତ୍ର ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।କଲେଜ ଛାତ୍ର ଜଣଙ୍କ ହେଲେ ପାଟଣା ଥାନା ରାରିଡିହା ପଞ୍ଚାୟତ ଅନ୍ତର୍ଗତ ଶିଆଳି ଯୋଡ଼ା ଗ୍ରାମର ଦୁଷ୍ମନ୍ତ କୁମାର ମାହାନ୍ତ…
ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ
କେନ୍ଦୁଝର (ଶାନ୍ତନୁ କୁମାର କର୍ଣ୍ଣ) : ଚମ୍ପୁଆ ଉପଖଣ୍ଡରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ଚିକିତ୍ସାଳୟର ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପରିସରରେ ରହିଥିବା ମଇଳା, ଆବର୍ଜନା, ଲଟା…