ବରିଷ୍ଠ ନାଗରିକ ସଂଗଠନର ପ୍ରତିନିଧିଙ୍କ ଦ୍ଵାରା ଡ଼ାକ୍ତରଖାନା ପରିଦର୍ଶନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତା ମଙ୍ଗଳବାର ସ୍ଥାନୀୟ ଉପଖଣ୍ଡସ୍ତରୀୟ ଡ଼ାକ୍ତରଖାନା ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର…

ଭଦ୍ରାସାହିରେ ପରିମଳ ସମସ୍ୟା ଉପରେ ବୈଠକ, ବଜାର କମିଟି ଗଠନ

କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ଠପ୍ ହୋଇଯାଇଥିବା ନେଇ ଖବର ପ୍ରସାରଣ ହେବା ପରେ ଆଜି ପଞ୍ଚାୟତର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି  । ଆଜି ଭଦ୍ରାସାହି କଲ୍ୟାଣ ମଣ୍ଡପ ଠାରେ…

ଚମ୍ପୁଆ ରେଞ୍ଜ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଚମ୍ପୁଆ ଉପଖଣ୍ଡରେ ପରବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଛି । ଏହି ଅବସରରେ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟଠାରେ ମାଆଙ୍କ ନାମରେ ବୃକ୍ଷଟିଏର ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯାଇଥିଲା । ଏଥିରେ…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ।

ଅନୁଗୋଳ (ଅଜିତ କୁମାର ଭୋଇ): କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୫ଟି ବ୍ୟକ୍ତିଗତ ଓ ୬ଟି…

ଛେଳି ଛୁଆ ମେଳିରେ ହରିଣ ଛୁଆ,ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ

ଅନୁଗୋଳ (ଅଜିତ କୁମାର ଭୋଇ): ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ମୁଣ୍ଡାସାହିରୁ ଏକ ହରିଣ ଶାବକକୁ ବନବିଭାଗ ଉଦ୍ଧାର କରିଛି। ଗାଁ ର ଜଣେ ବ୍ୟକ୍ତି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରିବା ବେଳେ ଛେଳିପଲରେ ଏକ ହରିଣ ଛୁଆ…

ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ଅବକାରୀ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଅବକାରୀ ଚଢାଉ କରାଯାଇଥିବା ସୂଚନା ରହିଛି । କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟାୟତଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ ଜଗା ରାଓଙ୍କ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଶିକ୍ଷୟତ୍ରୀ ସମ୍ମାନିତ

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍-ପ୍ରଦୀପ ମହାନ୍ତ):ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ପ୍ରୀତି ସମ୍ପର୍ଣ୍ଣା ସାହୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପବିତ୍ର…

ଶିକ୍ଷା ଯୋଜନା ସଂପର୍କିତ କ୍ଳଷ୍ଟର ସ୍ତରୀୟ ବୈଠକ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲିପଦର କ୍ଳଷ୍ଟର ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବାଲିପଦର ସି ଆର୍ ସି ସି ବିଶ୍ବଜୀତ ପରିଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ…

ଆସୁଛି ପାର୍ବଣ ଋତୁ;ସବୁଠି କାଶତଣ୍ଡୀର ସମ୍ଭାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆଉ କିଛିଦିନ ପରେ ଦଶହରା। ମା’ ଜଗତଜନନୀ ମହିଷାମର୍ଦ୍ଦିନୀ ଧରାପୃଷ୍ଠକୁ ବିଜେକରି ଅଧର୍ମ ବିନାଶ କରି ଧର୍ମର ସ୍ଥାପନ କରିବେ।ଗଣେଶ ପୂଜା ଓ ନୂଆଁଖାଇ ପରେ ଆରମ୍ଭ ହେବ ପାର୍ବଣର ଋତୁ ଦଶହରା ।ସହରଠୁ ଆରମ୍ଭ କରି…

“ଘୁମୁସର ର ସ୍ବର” ପକ୍ଷରୁ ୧୫୩ତମ ସାହିତ୍ୟ ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପବିତ୍ର ଭାଦ୍ରବମାସ ଈନ୍ଦୁପୁର୍ଣ୍ଣିମା ଓ ଭାଗବତ ଜନ୍ମ ତିଥି ଅବସରରେ ଓଡ଼ିଆ, ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ସ୍ଥାନିୟ ଆଜାଦ୍ କନଫେରେନ୍ସ ହଲ୍ ଠାରେ ଘୁମୁସର…

error: Content is protected !!