ଆତଙ୍କବାଦୀମାନେ କାହିଁକି ଗାନ୍ଧୀ ପରିବାରଠାରୁ ସାହାଯ୍ଯ ଚାହୁଁଛନ୍ତି?

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ) : ଜାମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍.) ମୁଖ୍ଯ ୟାସିନ୍ ମଲିକଙ୍କ ପତ୍ନୀ ମୁଶାଲ୍ ହୁସେନ୍ ମଲିକଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ଲେଖାଯାଇଥିବା ଏକ ଚିଠିର ପ୍ରସଙ୍ଗ ଗରମ ହେବାରେ ଲାଗିଛି। ବରିଷ୍ଠ ବିଜେପି ନେତ୍ରୀ ତଥା…

କରଞ୍ଜିଆ ବନଖଣ୍ଡକୁ ଫେରିଲେ ୨୪ ଟିକିଆ ହାତୀପଲ,ଅଞ୍ଚଳରେ ଭୟର ବାତାବରଣ

ମୟୁରଭଞ୍ଜ(ରିପୋର୍ଟ- ଜିତେନ୍ଦ୍ର ରାଜ଼ ):ଦୀର୍ଘ ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡ କୁ ଫେରିଲେ ୨୪ ଟିକିଆ ହାତୀପଲ ଗତକାଲି ରାତି ହାତୀପଲ କେନ୍ଦୁଝର ସୀମା ଡେଇଁ ନଈ ପରିହୋଇ କରଞ୍ଜିଆ ବନଖଣ୍ଡ ରେ ପ୍ରବେଶ କରିଛନ୍ତି।ଆସିବା ବାଟରେ ବ୍ୟାପକ ଧାନ ଫସଲ…

ବିଜେପି କହିଲା ‘ଆତଙ୍କବାଦର ପୁନରୁଦ୍ଧାର ହେଉଛି ଉମର ଅବଦୁଲା ସରକାରଙ୍କ ଏଜେଣ୍ଡା’

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ବିଧାନସଭାରେ ଧାରା 370 ଏବଂ 35ଏକୁ ନେଇ ରାଜନୀତି ଗରମ ହେବାରେ ଲାଗିଛି। ଗୃହ ଭିତରେ ଧସ୍ତାଧସ୍ତି, ପ୍ଲା କାର୍ଡ ପ୍ରଦର୍ଶନ ହୋଇଛି ଏବଂ ଗୃହ ବାହାରେ ମଧ୍ଯ ପ୍ରବଳ ଶବ୍ଦବାଜି ଚାଲିଛି।ଧାରା 370 ଏବଂ 35ଏ…

ଖଲ୍ଲିକୋଟ ମନ୍ଦିରରୁ ଚୋରି, ନିର୍ମଳଝର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗଞ୍ଜାମ (ଅଶ୍ୱିନୀ କୁମାର ମହାନ୍ତି ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଚୋରି। ପର୍ୟ୍ୟଟନ ସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୃର୍ବୁତ୍ତ। ଗତ କାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି…

ଜୟ କିଷାନ ସେବାଶ୍ରମ ଝୋଲରି ଠାରେ ଭାଗବତ ପ୍ରବଚନ

ଗଞ୍ଜାମ /ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଳକ ଅନ୍ତର୍ଗତ ଝୋଲରୀ ଜୟ କିଷାନ ସେବାଶ୍ରମରେ ଦୁଇ ଦିନ ଧରି ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରବଚନ ପ୍ରଦାନକାରୀ ଭାବେ ସାଦେରା ରୋଡ ସ୍ଥିତ ନିତାଇ ଗୌର ମଠ ମହନ୍ତ ଶ୍ରୀ…

ବୈତରଣୀ ନଦୀର ସୁନାମଣୀ ବିଚ୍ ରେ ବୁଡି ଅଷ୍ଟମ ଶ୍ରେଣୀର ଛାତ୍ର ମୃତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ଼ ): ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତ ର ବୈତରଣୀ ନଦୀରେ ଥିବା ସୁନାମଣୀ ବୀଚ ରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ର ଛାତ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବଡ଼ଭାଇ…

ସମଗ୍ର ବିଶ୍ୱ ମୋଦିଙ୍କୁ ଭଲପାଏ, ଭାରତକୁ ପ୍ରକୃତ ବନ୍ଧୁ କହିଲେ ଡୋନାଲ୍ଡ ଟ୍ରମ୍ପ

US Election Result ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ଟେଲିଫୋନ୍ କରିଥିଲେ।ଏଥି ସହିତ,ଟ୍ରମ୍ପ କହିଛନ୍ତି ଯେ ନିର୍ବାଚନ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ପ୍ରଥମ…

ଯୋଡା ଶାସ୍ତ୍ରୀ ନଗର ବିହାରୀ ସମ୍ପ୍ରଦାୟ ପକ୍ଷରୁ ଛଟ ପର୍ବ ପାଳିତ

Chhath puja 2024 : କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଶାସ୍ତ୍ରୀନଗର ଠାରେ ପବିତ୍ର ଛୋଟ ପର୍ଵ ପାଳିତ ହୋଇଯାଇଅଛି।ଦୀର୍ଘ ୪ ଦିନ ଧରି ଚାଲିଥିବା ପବିତ୍ର ଛଟ ପୂଜାର ଆଜି ଶେଷ ଦିନ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ…

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ

ପୁରୀ (ସମୀର ରଞ୍ଜନ ନାୟକ ):ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍‌…

ପୁରୀ ଜିଲ୍ଲାରେ ସ୍କାଉଟ୍ ଗାଇଡ୍‌ର ପ୍ରତିଷ୍ଠା ଦିବସ ପାଳିତ

ପୁରୀ (ସମୀର ରଞ୍ଜନ ନାୟକ) :୧୯୦୭ ମସିହା ନଭେମ୍ବର ୭ ତାରିଖରେ ବିଶ୍ଵରେ ପ୍ରଥମ କରି ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତ୍ୟକ ବର୍ଷ ନଭେମ୍ବର ମାସ ୭ ତାରିଖକୁ ବିଶ୍ଵ ସଂଗଠନ ସ୍କାଉଟସ୍ ଓ ଗାଇଡ଼ସ୍‌ର…

error: Content is protected !!