ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ…

ଦ୍ଵିତୀୟ ସୁବର୍ଣ୍ଣ ସମ୍ବଲ ଦେଉଳଝରୀ ମହୋତ୍ସବ-୨୦୨୪ ଉଦଯାପିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପିଠ ଠାରେ ସୁବର୍ଣ୍ଣ ସମ୍ବଲ ମହୋତ୍ସବ ଅବସରରେ ରୁମକୁଝୁମନା ତରଫରୁ ପ୍ରବଚନ ଓ ଭଜନ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ…

ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଘରୋଇ ବସ ମାଲିକ ସଂଘ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ…

ପ୍ରତ୍ୟେକ ପଞ୍ଚାୟତରେ ଆଦର୍ଶ ଗୋଶାଳା ପ୍ରତିଷ୍ଠା ହେବା ଆବଶ୍ୟକ

ପୁରୀ (ସମୀର ରଞ୍ଜନ ନାୟକ ):ଓଡ଼ିଶା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ପଞ୍ଚମ ଦିବସରେ ସୁରଭି ସତସଙ୍ଗରେ ଯୋଗଦେଇ ସ୍ଵାମୀ ସମର୍ପଣାନନ୍ଦ ଗିରି ନିଜ ଅଭିଭାଷଣରେ କହିଲେ ଯେ ଗୋମାତାଙ୍କ ନିକଟରୁ ଆମେ ଆୟୁଷ, ପୀୟୂଷ ଓ ଆରୋଗ୍ୟ ପାଇଛୁ।ପୂଜ୍ୟ ଅଖଣ୍ଡାନନ୍ଦ…

ପୁରୀରେ ନାଗ ଚତୁର୍ଥୀରେ ଉଇ ହୁଙ୍କାରେ ପୂଜା କରିଲେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ

ପୁରୀ (ସମୀର ରଞ୍ଜନ ନାୟକ) :କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା…

ଗୋପାଷ୍ଟାମୀ ଅବସରରେ ହିନ୍ଦୁଜାଗରଣ ଶୋଭାଯାତ୍ରା ଆୟୋଜିତ

ମୟୁରଭଞ୍ଜ : କରଞ୍ଜିଆ ସହରର ୱାର୍ଡ ନମ୍ବର ୧୫ ଠାରେ ଥିବା ଗୋଧାମ ଗୋଶାଳା ଠାରେ ଆସନ୍ତା ୮ ରୁ ୧o ତାରିଖ ପର୍ଯ୍ୟନ୍ତ ଗୋପାଷ୍ଟମୀ ଅବସରରେ ତିନିଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାର ଅବ୍ୟାହତି ପୂର୍ବରୁ ଏକ ହିନ୍ଦୁଜାଗରଣ ସଭାଯାତ୍ରା…

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡ଼ଃ ବି.କେ କର ଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ (ରିପୋର୍ଟ – ସୋରେନ କୁମାର ପ୍ରଧାନ) : ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ୟାପକ ଡକ୍ଟର ବିନୋଦ କୁମାର କରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର…

ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ

ଖୋର୍ଦ୍ଧା : ବାଣ ପ୍ରସ୍ତୁତି ସମୟ ରେ ବିସ୍ଫୋରଣ ଏମିତି ଏକ ଖବର ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଆଞ୍ଚଳର ଲେଖନପୁର ଗାଁ ରେ ।ଘଟଣାରୁ ପ୍ରକାଶ ଗୌରାଙ୍ଗ ଚରଣ ପଟ୍ଟନାୟକ ଘରେ ବାଣ ଭିଡୁଥିବା ସମୟ ବିସ୍ଫୋରଣ ହୋଇଥିଲା…

ଏଇତ ମୋ ସ୍ୱର୍ଗ …

କୁଆଁ କୁଆଁ ଡାକି ଯା’ କାନ୍ଥ ବାଡ଼ କମ୍ପାଇଲିପେଟେଇ ଆଣ୍ଠେଇ ଯା ‘ପରେ ଚାଲିବା ଶିଖିଲି,ଯା’ ଚାଳ ବଞ୍ଚାଇଲା ଖରା ଓ ବର୍ଷାରୁଯା’ କାନ୍ଥ ରୋକି ନେଲା କୋହରା ଶୀତରୁ,ସେଇ ମୋ ଘର, ସାକ୍ଷୀ ମୋ ଅସ୍ତିତ୍ୱର I ମୋ ଷଠିଘର…

ଶ୍ରୀକ୍ଷେତ୍ରରେ ଆଜି ପଇତା ଲାଗି ନୀତି, ଭକ୍ତଙ୍କ ପାଇଁ ଦର୍ଶନ ୪ ଘଣ୍ଟା ନିଷେଧ

ପୁରୀ : ଶ୍ରୀକ୍ଷେତ୍ର ରେ ଆଜି ୬ ତାରିଖ ସୋମବାର ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ‘ପଇତାଲାଗି ନୀତି’ ଅନୁଷ୍ଠିତ ହେବ । ଏହି ନୀତିକୁ ଦଇତାପତି ସେବକମାନେ ସମ୍ପର୍ଣ୍ଣ କରିଥାନ୍ତି।ମହାପ୍ରଭୁଙ୍କ ଅଧରର ସୁରକ୍ଷା ପାଇଁ ଏହି ନୀତି ବର୍ଷକୁ…

error: Content is protected !!