ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ର ମୁକାବିଲା ପାଇଁ ବୁଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ବୁଧବାର ସୁଦ୍ଧା ବ୍ଲକର ୧୬ଟି ଆଶ୍ରୟସ୍ଥଳରେ ୨୧୯୮ ଜଣଙ୍କୁ…
Tag: news oriya
ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ସମୀକ୍ଷା କଲା ରୋଗୀ କଲ୍ୟାଣ ସମିତି
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି (ଆରକେଏସ୍)ର ଏକ ବୈଠକ ଅନୁଷ୍ଠିତ ହୋଇଛି। ସମିତିର ଅଧ୍ୟକ୍ଷ ତଥା ଚମ୍ପୁଆ ଉପଜିଲ୍ଲାପାଳ ଡି.ଏସ୍. ଶୁଭଦର୍ଶୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ଭିତ୍ତିଭୂମିର…
ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ଅନୁଗୋଳ (ଅଜିତ କୁମାର ଭୋଇ) :ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ଅନୁଗୋଳ ସହର ନିକଟସ୍ଥ ପ୍ରଶାନ୍ତି ହୋଟେଲଠାରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଯାଇଛି। ୟୁନିୟନର ସଭାପତି ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ…
ଶକ୍ତି ସଦନ ର ୫୦ ଅନ୍ତେବାସୀ ଦର୍ଶନ କରିଲେ ହରିଶଙ୍କର ନୃସିଂହ ନାଥ
ଅନୁଗୋଳ (ଅଜିତ କୁମାର ଭୋଇ) : ଗତ ଶନିବାର ଦିନ ABCD NGO ଦ୍ୱାରା ପରିଚାଳିତ ପଞ୍ଚମହଲା ସ୍ଥିତ ଶକ୍ତି ସଦନ ଗୃହର ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ନେଇ ଅନୁଗୋଳ,ପଞ୍ଚମହଲା ଠାରୁ ବଲାଙ୍ଗୀର ରେ ଥିବା ହରିସଙ୍କର ନୃସିଂହ ନାଥ…
କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଧର୍ମମାସ କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁଁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଥିଲା।ବୁଗୁଡ଼ା ସମେତ ଆଖପାଖ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।ସକାଳୁ ହିଁ…
ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ
ଅନୁଗୁଳ/ତାଳଚେର(ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନି ଦାସଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଶିଶୁ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି/ଟିଟିପିଏସର ଏଜିଏମ ଏଚ. ଆର. ମ୍ଯାଡାମ ଶ୍ରୀମତୀ ପାବନୀ…
ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ରାୟଗଡ଼ ଜିଲ୍ଲାର ସଫ୍ଟ ଓ ବେସ୍ ବଲ ଖେଳାଳି।
ରାୟଗଡ (ଗୋପୀନାଥ ଗୌଡ଼): ଚଳିତ ବର୍ଷ ରାୟଗଡ଼ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ାରେ ସଫ୍ଟ ବୋଲ ଓ ବେସ୍ ବୋଲ ଟିମ୍ ବାଲେଶ୍ୱରରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।ଆଜି ରାତି ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି…
ଭକ୍ତିମୟ ପରିବେଶରେ ନାଲକୋ ନଗରରେ ମା’ କାଳୀଙ୍କ ପୂଜା ଉଦ୍ଯାପିତ
ଅନୁଗୁଳ/ନାଲକୋ(ଅଜିତ କୁମାର ଭୋଇ) : ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହର ମାହୋଲ ମଧ୍ୟରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ନଗରରେ ଚାରିଦିନ ବ୍ୟାପୀ ମା’ କାଳୀଙ୍କ ପୂଜା ମହୋତ୍ସବ ଶେଷ ହୋଇଛି। ଦୀପାବଳିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ…
ଜିଲ୍ଲାସ୍ତରୀୟ ମଡେଲ ପାର୍ଲାମେଣ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ, ପିପୁଲ୍ସ ହାଇସ୍କୁଲ ପ୍ରଥମ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ପିଏମଶ୍ରୀ ଅନସ୍ଲୋ ହାଇସ୍କୁଲରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମଡେଲ ପାର୍ଲାମେଣ୍ଟ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ବୁଗୁଡା ପିପୁଲ୍ସ ହାଇସ୍କୁଲ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ହାସଲ ପୂର୍ବକ ପୁରସ୍କୃତ…
ଦୀପାବଳିକୁ ନେଇ ବୁଗୁଡ଼ା ସହର ଚଳଚଞ୍ଚଳ ; ବାଣ ବଜାରରେ ଗ୍ରାହକଙ୍କ ଭିଡ଼
ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳିକୁ ନେଇ ବୁଗୁଡ଼ା ସହରରେ ଏବେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି। ଆସନ୍ତା ୦୮ ତାରିଖ ରବିବାର ଦିନ ଦୀପାବଳି ପାଳନ ହେବାକୁ ଥିବାବେଳେ ସହରର ବାଣ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି।ଦୀପାବଳି…
