ଅନୁଗୋଳ(ଅଜିତ କୁମାର ଭୋଇ): ଅନୁଗୋଳ, ଢେଙ୍କାନାଳ ଓ ବୌଦ ଜିଲ୍ଲାରେ ସରକାରଙ୍କ ଶହେ -ଦିନିଆ ଅଭିଯାନକୁ ଆଗେଇ ନେଉଛି ବିଶ୍ୱ ଯୁବ କେନ୍ଦ୍ର। ଭାରତ ସରକାର ୨୦୩୦ ସୁଦ୍ଧା ଦେଶକୁ ଶିଶୁ ବିବାହମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଏହି ପ୍ରତିବଦ୍ଧତା…
Tag: Newspaper Online
ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ…
ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ “ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ
ଅନୁଗୋଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ ରବିବାର ଯାଜପୁର ଜିଲ୍ଲାର ଛତିଆରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ”ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ଏହି…
ଚମ୍ପୁଆ ଶିଶୁ ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ
ଚମ୍ପୁଆ(ପ୍ରଦୀପ ମହାନ୍ତ): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତ ଯୋଗଦେଇ ସମସ୍ତ ପ୍ରକାରର ଶିକ୍ଷା ଠାରୁ ଜେଜେବାପା…
ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ : ଡ଼ିସେମ୍ବର ୧୩ରୁ ମହୋତ୍ସବ ଆରମ୍ଭ
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ପ୍ରସାଦ…
ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ
ଅନୁଗୋଳ(ଅଜିତ କୁମାର ଭୋଇ): ଆଜି ଅପରାହ୍ନ ରେ ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର…
ବାଲିପଦରରେ ମା’ ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ
ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ବସଷ୍ଟାଣ୍ଡ ଠାରେ ଆୟୋଜିତ ମା’ ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଶୁକ୍ରବାର ଦିନ ହୋଇଯାଇଛି। ବାଲିପଦର ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ମିଳିତ ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ…
ବରିଷ୍ଠ ନାଗରିକ ସଂଗଠନ ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ଅଧିକ୍ଷକଙ୍କୁ ଦାବିପତ୍ର
ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକ୍ଷକ ଙ୍କୁ ଶୁକ୍ରବାର ବରିଷ୍ଠ ନାଗରିକ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି।ଏହି ଦାବିପତ୍ରରେ ଚକ୍ଷୁ ସଂପର୍କୀତ ଔଷଧ ଓ ଚଷମା ଉପରେ…
ହାତ ତିଆରି ବନ୍ଧୁକ ସହ କାଟ୍ରିଜ୍ ଜବତ କଲା ବନ ବିଭାଗ
ଅନୁଗୋଳ (ଅଜିତ କୁମାର ଭୋଇ): ପ୍ରାୟ ରାତି ୯:୪୫ ସମୟରେ, ବନ୍ତଳା ରେଞ୍ଜର ରେଞ୍ଜ ଅଫିସର ଏବଂ କଞ୍ଜା ସେକ୍ସନ କର୍ମଚାରୀଙ୍କ ଦ୍ୱାରା ରାତ୍ରି ପାଟ୍ରୋଲିଂ ସମୟରେ, ଦଳ କଞ୍ଜା ସେକ୍ସନ ଏବଂ ନୂଆଖେତା ସେକ୍ସନ ମଧ୍ୟରେ ସୀମା ରେଖାରେ ଡ୍ୟୁଟିରେ…
ଘୁମୁସର ସ୍ୱର ପକ୍ଷରୁ ୧୫୬ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ “ଘୁମୁସର ସ୍ୱର”ର ସଭାପତି ତଥା ବାଲିପଦର କଲେଜ ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟରବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ୧୫୬ତମ ପୂର୍ଣ୍ଣିମା ସାହିତ୍ୟ ଆସରରେ ମୁଖ୍ୟବକ୍ତା ଭାବେ ଗାଳ୍ପିକ ଶିବ ପ୍ରସାଦ…
